ପରଝିଅ ଘର ଭାଙ୍ଗେନା

ଉଇକିପିଡ଼ିଆ‌ରୁ
ପରଝିଅ ଘର ଭାଙ୍ଗେନା
ନିର୍ଦ୍ଦେଶକରମେଶ ମହାନ୍ତି
ପ୍ରଯୋଜକରମେଶ ମହାନ୍ତି
କାହାଣୀଭାଗିରଥି ଦାସ
କଳାକାରଅପରାଜିତା ମହାନ୍ତି, ବିଜୟ ମହାନ୍ତି, ସ୍ୱରୂପ ନାୟକ, ଶ୍ରାବଣୀ ରାୟ, ତନ୍ଦ୍ରା ରାୟ, ଜୟୀରାମ ସାମଲ
ମୁକ୍ତିଲାଭ ତାରିଖ
୧୯୮୫
ଦେଶ ଭାରତ
ଭାଷାଓଡ଼ିଆ

ପରଝିଅ ଘର ଭାଙ୍ଗେନା ରମେଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ଭାଗିରଥି ଦାସଙ୍କ ସମନାମ ବିଶିଷ୍ଟ ଉପନ୍ୟାସ "ପରଝିଅ ଘର ଭାଙ୍ଗେନା"କୁ ନେଇ ତିଆରି ହୋଇଥିଲା ।[୧] ଅସୀମ ବସୁ ଏହି ଚଳଚ୍ଚିତ୍ରର କଳା ନିର୍ଦ୍ଦେଶକ ଥିଲେ ।[୨]

ଅଭିନୟରେ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ‘ପରଝିଅ ଘର ଭାଙ୍ଗେନା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. "ବ୍ୟକ୍ତିତ୍ୱ". No. ନିତିଦିନ ୧୫/୧୧/୨୦୧୯ ପୃଷ୍ଠା ୯. Retrieved 15 November 2019.
  2. "ସ୍ମରଣୀୟ" (PDF). dharitriepaper.in/. ଧରିତ୍ରୀ. Retrieved 15 November 2019.
  3. "Female comedian Runu passes away". www.business-standard.com. business standard. Retrieved 15 November 2019.
  4. "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.

ଅଧିକ ତଥ୍ୟ[ସମ୍ପାଦନା]