ଗ୍ରାଣ୍ଡମାଷ୍ଟର (ଚେସ)
![]() | ଏହି ପ୍ରସଙ୍ଗଟିରେ ଗୋଟିଏ ମଧ୍ୟ ଆଧାର ନାହିଁ । ଦୟାକରି ଏଥିରେ ବିଶ୍ୱସନୀୟ ସ୍ରୋତ (ଖବରକାଗଜ, ଜର୍ଣ୍ଣାଲ ଆଦି) ଆଧାର ରୂପେ ଦିଅନ୍ତୁ । ଆଧାର ନ ଥିବା ପ୍ରସଙ୍ଗ ଲିଭାଇ ଦିଆଯାଇପାରେ. (ଜାନୁଆରୀ ୨୦୨୨) |
ଚେସ ଗ୍ରାଣ୍ଡ ମାଷ୍ଟର ( ଜି. ଏମ. ) ବିଶ୍ୱ ଚେସ ଖେଳାଳିମାନଙ୍କ ପାଈଁ ସବୁଠାରୁ ବଡ଼ ଉପାଧି । ବିଶ୍ୱ ଚେସ ମହାସଂଘ (FIDE) ଏହି ଉପାଧି ଉଭୟ ପୁରୁଷ ଓ ମହିଳା ଚେସ ଖେଳାଳିମାନଙ୍କୁ ଦେଇଥାଏ । ଯେ କୌଣସି ଖେଳାଳି ଥରେ ଏହି ଆଖ୍ୟା ପାଇଲେ , ତାହା ପୁରା ଜୀବନ ପାଇଁ ବୈଧ ରୁହେ। କୌଣସି ଖେଳାଳି ଏଲୋ ମାପକ ପଦ୍ଧତିରେ ୨୫୦୦ ପଏଣ୍ଟ ପାଇଲେ, ବିଶ୍ୱ ଚେସ ମହାସଂଘ ତାହାଙ୍କୁ ଚେସ ଗ୍ରାଣ୍ଡ ମାଷ୍ଟରର ଆଖ୍ୟା ଦିଅନ୍ତି ।
ଇତିହାସ[ସମ୍ପାଦନା]
ଆଧାର[ସମ୍ପାଦନା]
ବାହାର ତଥ୍ୟ[ସମ୍ପାଦନା]
- "Requirements for FIDE Titles" from the FIDE Handbook
- "World Top Chess players" FIDE