ତତେ ଭଲ ପାଉଛି ବୋଲି

ଉଇକିପିଡ଼ିଆ‌ରୁ
ତତେ ଭଲ ପାଉଛି ବୋଲି
ନିର୍ଦ୍ଦେଶକପ୍ରଶାନ୍ତ କୁମାର
ପ୍ରଯୋଜକନରସିଂହ ଲାଲ ଅଗ୍ର‌ୱାଲ
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟପ୍ରଶାନ୍ତ କୁମାର
କାହାଣୀପ୍ରତିଭା ପଣ୍ଡା
କଳାକାରଦେବାଶିଷ ପାତ୍ର, କୋଏଲ ବାନାର୍ଜୀ, ଅପରାଜିତା ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, କୁନା ତ୍ରିପାଠୀ
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୧୭ ସେପ୍ଟେମ୍ବର ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ତତେ ଭଲ ପାଉଛି ବୋଲି, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନରସିଂହ ଲାଲ ଅଗ୍ର‌ୱାଲ । ପ୍ରତିଭା ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ପ୍ରଶାନ୍ତ କୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର ଏବଂ କୋଏଲ ବାନାର୍ଜୀ । ଅପରାଜିତା ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, କୁନା ତ୍ରିପାଠୀ, ବବି ମିଶ୍ର, ବିରେନ ମିଶ୍ର, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଭଲ ପାଇବା ବାଟରେ" 
2."ବେଲାର ଦରଦ" 
3."ଲାଗେରେ ଲାଗେରେ" 
4."ଏ ମିଟିଟା କେହି ଜଣେ" 
5."ବାହାନା" 
6."ଓଡ଼ିଆଣୀ ମନ ମୋର" 
7."ମନ ତତେ ଦେଇ ଦେଲି" 

ଆଧାର[ସମ୍ପାଦନା]

  1. "Koyel Oriya Actress". Incredible Orissa. 19 April 2012. Retrieved 27 March 2018.
  2. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  3. "ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.

ବାହାର ଆଧାର[ସମ୍ପାଦନା]