ଗୋତମରା

ଉଇକିପିଡ଼ିଆ ରୁ
Jump to navigation Jump to search
ଗୋତମରା
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ
ପଞ୍ଚାୟତ ସମିତିବଅଁରପାଳ
ଗ୍ରାମ ପଞ୍ଚାୟତଗୋତମରା
ଭାଷାଓଡ଼ିଆ, ଇଂରାଜୀ
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୫୯ ୧୨୮[୧]
ଏସଟିଡି କୋଡ଼+୦୬୭୬୪
ଗାଡ଼ି ପଞ୍ଜିକରଣOR/19

ଗୋତମରା ଗାଁ ଓଡ଼ିଶାର ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଥାନା ଅଧୀନରେ ଥିବା ଏକ ଗାଆଁ |

ଗମନାଗମନ[ସମ୍ପାଦନା]

ଏହା ବଅଁରପାଳ ନିକଟରେ ଅବସ୍ଥିତ । ଏହା ଅନୁଗୁଳଠାରୁ ୧୫ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା[ସମ୍ପାଦନା]

ଶିକ୍ଷା[ସମ୍ପାଦନା]

ବିଦ୍ୟାଳୟ[ସମ୍ପାଦନା]

ଏହି ଗ୍ରାମରେ ଗୋଟିଏ ଉଚ୍ଚପ୍ରାଥମିକ ଓ ଗୋଟିଏ ଉଚ୍ଚବିଦ୍ୟାଳୟ ଅଛି ।

ଅନ୍ୟାନ୍ୟ[ସମ୍ପାଦନା]

  • ଏହି ଗାଆଁର ବାସିନ୍ଦା 'ରଜନୀକାନ୍ତ ସିଂହ' (ବିଜୁ ଜନତା ଦଳ) ଅନୁଗୋଳ ବିଧାନ ସଭା ଆସନର ବିଧାୟକ ।

ପର୍ଯ୍ୟଟନ[ସମ୍ପାଦନା]

ଏହି ଗାଆଁଠାରୁ ଅଳ୍ପ ଦୂରରେ ଗ୍ରାମଦେବତୀ ମା ବ୍ରହ୍ମାୟଣୀ ମନ୍ଦିର ଓ କୁଣ୍ଢେଶ୍ୱର ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଆଶ୍ୱିନ ପୂର୍ଣ୍ଣିମାରେ 'ମା ବ୍ରହ୍ମାୟଣୀ'ଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]