ହେମାବତୀ ଗମାଙ୍ଗ
ଦେଖଣା
ହେମାବତୀ ଗମାଙ୍ଗ | |
|---|---|
| ସଦସ୍ୟ, ଲୋକ ସଭା | |
| ପୂର୍ବ ଅଧିକାରୀ | ଗିରିଧର ଗମାଙ୍ଗ |
| ପର ଅଧିକାରୀ | ଗିରିଧର ଗମାଙ୍ଗ |
| ନିର୍ବାଚନ ମଣ୍ଡଳୀ | କୋରାପୁଟ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୩୧ ମାର୍ଚ୍ଚ ୧୯୬୧ ଖିଲାପଦର, ଓଡ଼ିଶା |
| ରାଜନୀତିକ ଦଳ | କଂଗ୍ରେସ |
| ଜୀବନ ସାଥୀ | ଗିରିଧର ଗମାଙ୍ଗ |
| ସନ୍ତାନ | ୨ ପୁଅ, ୧ ଝିଅ |
| ଘର | ଭୁବନେଶ୍ୱର |
ହେମାବତୀ ଗମାଙ୍ଗ (ଜନ୍ମ ୩୧ ମାର୍ଚ୍ଚ ୧୯୬୧) ଜଣେ ଭାରତର ୧୩ ତମ ଲୋକ ସଭାର ସାଂସଦ । ସେ ଓଡ଼ିଶାର କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀର ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ।[୧] ରାୟଗଡ଼ା ଜିଲ୍ଲାର ଖିଲାପଦର ଗ୍ରାମରେ ଜନ୍ମିତ ଶ୍ରୀମତୀ ଗମାଙ୍ଗ ରମାଦେବୀ ମହିଳା ମହାବିଦ୍ୟାଳୟରେ ତାଙ୍କର ଇଣ୍ଟରମିଡିୟଟ୍ ଡିଗ୍ରୀ ହାସଲ କରିଥିଲେ । ଅପ୍ରିଲ ୪, ୧୯୭୫ ମସିହାରେ ସେ ଗିରିଧର ଗମାଙ୍ଗଙ୍କୁ ବିବାହ କରିବାପରେ ସେ ଦୁଇ ପୁଅ ଓ ଗୋଟିଏ କନ୍ୟାର ଜନନୀ ହୋଇଥିଲେ । ସମ୍ପ୍ରତି ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।
ଆଧାର
[ସମ୍ପାଦନା]- ↑ "election 1999, Orissa results". Archived from the original on 28 September 2021. Retrieved 20 August 2017.