କାଚଘର
ଦେଖଣା
| କାଚଘର | |
|---|---|
| ନିର୍ଦ୍ଦେଶକ | ବ୍ୟୋମକେଶ ତ୍ରିପାଠୀ |
| ଚିତ୍ରନାଟ୍ୟ | ବସନ୍ତ ମହାପାତ୍ର[୧] |
| କାହାଣୀ | ବ୍ୟୋମକେଶ ତ୍ରିପାଠୀ |
| କଳାକାର | ସୁରେଶ ମହାପାତ୍ର, ବିଜୟିନୀ ମିଶ୍ର, ସୂର୍ଯ୍ୟ ମିଶ୍ର, ଜ୍ୟୋତ୍ସ୍ନା |
| ସଙ୍ଗୀତ | ଶାନ୍ତନୁ ମହାପାତ୍ର |
ମୁକ୍ତିଲାଭ ତାରିଖ | ୧୯୮୧ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
କାଚଘର ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲିଏ କାମିନୀ ତ୍ରିପାଠୀ ।[୩] ବସନ୍ତ ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ନିର୍ଦ୍ଦେଶକ ବ୍ୟୋମକେଶ ତ୍ରିପାଠୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘କାଚଘର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2012-08-23. Retrieved 2016-02-02.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2013-03-07. Retrieved 2016-02-02.
{{cite web}}: Cite has empty unknown parameter:|1=(help) - ↑ "ଅତୀତରୁ". ସମ୍ବାଦ. No. ଭୁବନେଶ୍ୱର. 3 November 2022. p. ୧୫. Archived from the original on 3 November 2022. Retrieved 3 November 2022.
- ↑ "ଆର୍କାଇଭ୍ କପି". Archived from the original on 2020-08-03. Retrieved 2016-02-02.
{{cite web}}: Cite has empty unknown parameter:|1=(help)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କାଚଘର