ଥୁଆମୂଳ-ରାମପୁର
ଦେଖଣା
20°19′3.49″N 86°31′38.74″E / 20.3176361°N 86.5274278°E
| ଥୁଆମୂଳ-ରାମପୁର | |
| — ସହର — | |
| ଦିଗବାରେଣି | |
| ଦେଶ | ଭାରତ |
| ଭାରତର ଜିଲାସବୁ | କଳାହାଣ୍ଡି |
| ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ଥୁଆମୂଳ-ରାମପୁର ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୭୦ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୫୦ କି.ମି ଦୂରତାରେ ଅବସ୍ଥିତ ।