କୋକସରା

ଉଇକିପିଡ଼ିଆ ରୁ
Jump to navigation Jump to search
କୋକସରା
ପଞ୍ଚାୟତ ସମିତି
କୋକସରା is located in ଓଡ଼ିଶା
କୋକସରା
କୋକସରା
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 19°44′57″N 82°58′6″E / 19.74917°N 82.96833°E / 19.74917; 82.96833Coordinates: 19°44′57″N 82°58′6″E / 19.74917°N 82.96833°E / 19.74917; 82.96833
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଳାହାଣ୍ଡି ଜିଲ୍ଲା
IST (+୫.୩୦)
ପିନ କୋଡ଼୭୬୬୦୧୯
Area code(s)୦୬୬୭୦

କୋକସରା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ [୧]। ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ଠାରୁ ୨୫ କି.ମି ତଥା ରାଜଧାନୀ ଭୁବନେଶ୍ୱର ଠାରୁ ହାରାହାରି ୫୦୦ କି.ମି ଦୂରତାରେ ଅବସ୍ଥିତ ।[୨]

ଇତିହାସ[ସମ୍ପାଦନା]

କୋକସରା କଳାହାଣ୍ଡି ଜିଲ୍ଲାର ଏକ ପୁରାତନ ସହର ଅଟେ |ଏହା ମଧ୍ୟ ଦେଇ ଜାତୀୟ ରାଜପଥ NH-26 ଯାଇଅଛି |[୩]

ଜନସଂଖ୍ୟା[ସମ୍ପାଦନା]

2001 ମସିହାର ଜନଗଣନା ଅନୁସାରେ,କୋକସରାର ଜନସଂଖ୍ୟା 4,255 ଥିଲା|ଏହା ମଧ୍ୟରୁ ମହିଳାଙ୍କ ସଂଖ୍ୟା 2,124 ଜଣ ଓ ପୁରୁଷଙ୍କ ସଂଖ୍ୟା 2,131 ଜଣ |କୋକସରାର ଶିକ୍ଷିତ ସଂଖ୍ୟା ହେଉଛି 2,266,ସେଥି ମଧ୍ୟରୁ ପୁରୁଷ ଶିକ୍ଷିତଙ୍କ ସଂଖ୍ୟା 1,435 ଓ ମହିଳା ଶିକ୍ଷିତଙ୍କ ସଂଖ୍ୟା 8,31 ଜଣ |

ନିକଟତମ ଦର୍ଶନୀୟ ସ୍ଥାନ[ସମ୍ପାଦନା]

  • ଇନ୍ଦ୍ରାବତୀ ଡ୍ୟାମ
  • ଡୋକରୀଚଂଚରା

ଆଧାର[ସମ୍ପାଦନା]