କୋକସରା
ଦେଖଣା
କୋକସରା | |
|---|---|
ପଞ୍ଚାୟତ ସମିତି | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | କଳାହାଣ୍ଡି ଜିଲ୍ଲା |
| Time zone | IST (+୫.୩୦) |
| ଡାକ କୋଡ଼ | ୭୬୬୦୧୯ |
| Area code | ୦୬୬୭୦ |
କୋକସରା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ [୧]। ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୨୫ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୦୦ କି.ମି ଦୂରତାରେ ଅବସ୍ଥିତ ।[୨]
ଇତିହାସ
[ସମ୍ପାଦନା]କୋକସରା କଳାହାଣ୍ଡି ଜିଲ୍ଲାର ଏକ ପୁରାତନ ସହର ଅଟେ |ଏହା ମଧ୍ୟ ଦେଇ ଜାତୀୟ ରାଜପଥ NH-26 ଯାଇଅଛି |[୩]
ଜନସଂଖ୍ୟା
[ସମ୍ପାଦନା]2001 ମସିହାର ଜନଗଣନା ଅନୁସାରେ,କୋକସରାର ଜନସଂଖ୍ୟା 4,255 ଥିଲା|ଏହା ମଧ୍ୟରୁ ମହିଳାଙ୍କ ସଂଖ୍ୟା 2,124 ଜଣ ଓ ପୁରୁଷଙ୍କ ସଂଖ୍ୟା 2,131 ଜଣ |କୋକସରାର ଶିକ୍ଷିତ ସଂଖ୍ୟା ହେଉଛି 2,266,ସେଥି ମଧ୍ୟରୁ ପୁରୁଷ ଶିକ୍ଷିତଙ୍କ ସଂଖ୍ୟା 1,435 ଓ ମହିଳା ଶିକ୍ଷିତଙ୍କ ସଂଖ୍ୟା 8,31 ଜଣ |
ନିକଟତମ ଦର୍ଶନୀୟ ସ୍ଥାନ
[ସମ୍ପାଦନା]- ଇନ୍ଦ୍ରାବତୀ ଡ୍ୟାମ
- ଡୋକରୀଚଂଚରା
-
ଇନ୍ଦ୍ରାବତୀ ଡ୍ୟାମ
-
ଡୋକରୀଦୋରୋ
-
ଭଏଁରାଘୁମର