ନର୍ଲା

ଉଇକିପିଡ଼ିଆ ରୁ
Jump to navigation Jump to search
ନର୍ଲା
ପଞ୍ଚାୟତ ସମିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଳାହାଣ୍ଡି ଜିଲ୍ଲା
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୬୬୧୦୦
ଏସଟିଡି କୋଡ଼୦୬୬୭୦

ନର୍ଲା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ [୧]। ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ଠାରୁ ୩୫ କି.ମି ତଥା ରାଜଧାନୀ ଭୁବନେଶ୍ୱର ଠାରୁ ହାରାହାରି ୫୧୦ କି.ମି ଦୂରତାରେ ଅବସ୍ଥିତ ।

ଗମନାଗମନ[ସମ୍ପାଦନା]

ନର୍ଲାରୋଡ୍ ରେଳଷ୍ଟେସନ ଠାରୁ ଏହା ମାତ୍ର ୨ କିଲୋମିଟର ଓ ଉତ୍କେଲା ଉଡାଜାହାଜ ପଡିଆ ଠାରୁ ଏହା ୪୦ କିଲୋମିଟର ଦୂରତାରେ ଅବସ୍ଥିତ।

ଆଧାର[ସମ୍ପାଦନା]

  1. "Census India" (PDF).