ଟାଙ୍ଗୀ
Jump to navigation
Jump to search
ଟାଙ୍ଗୀ | |
---|---|
ପଞ୍ଚାୟତ ସମିତି | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଖୋର୍ଦ୍ଧା ଜିଲ୍ଲା |
ସମୟ ମଣ୍ଡଳ | IST (+୫.୩୦) |
ପିନ କୋଡ଼ | ୭୫୨୦୨୩ |
ଏସଟିଡି କୋଡ଼ | ୦୬୭୫୬ |
ଟାଙ୍ଗୀ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା ରାଜଧାନୀ ଭୁବନେଶ୍ୱର ଠାରୁ ହାରାହାରି ୪୦ କି.ମି ଦୂରତାରେ ଅବସ୍ଥିତ । ଏହା ମଧ୍ୟ ଏକ ତହସିଲର ଅନ୍ତର୍ଭୁକ୍ତ । ଏହି ସହର ମଧ୍ୟ ଦେଇ ୫ ନମ୍ବର ଜାତୀୟ ରାଜପଥ ଯାଇଅଛି । ୨୦୦୧ ଜନଗଣନା ଅନୁସାରେ ଏହି ସହରର ଜନସଂଖ୍ୟା ପାଖାପାଖି ୧୫, ୦୦୦ ବୋଲି ଦର୍ଶାଯାଇଛି ।