ଧର୍ମଗଡ଼
ଦେଖଣା
ଧର୍ମଗଡ଼ | |
|---|---|
ପଞ୍ଚାୟତ ସମିତି | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | କଳାହାଣ୍ଡି ଜିଲ୍ଲା |
| Time zone | IST (+୫.୩୦) |
| ଡାକ କୋଡ଼ | ୭୬୬୦୧୫ |
| ସ୍ଥାନୀୟ କୋଡ଼ | ୦୬୬୭୨ |
ଧର୍ମଗଡ଼ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ଉପଖଣ୍ଡ ଏବଂ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୪୪ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୦୦ କି.ମି ଦୂରତାରେ ଅବସ୍ଥିତ ।
ଦର୍ଶନୀୟ ସ୍ଥାନ
ଧରମଗଡ଼ରେ ଥିବା ପାରଦେଶ୍ୱର ଶିବ ମନ୍ଦିରରେ ପାରଦରେ ନିର୍ମିତ ଶିବଲିଙ୍ଗ ରହିଛି । ଏହି ପାରଦ ନିର୍ମିତ ଶିବଲିଙ୍ଗ ଓଡ଼ିଶାର ପ୍ରଥମ ତଥା ଭାରତର ତୃତୀୟ ଅଟେ ।
ଆଧାର
[ସମ୍ପାଦନା]| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |