ଠାକୁରଗଡ଼

ଉଇକିପିଡ଼ିଆ ରୁ
Jump to navigation Jump to search
ଠାକୁରଗଡ଼
ଗାଁ
ଠାକୁରଗଡ଼ is located in ଓଡ଼ିଶା
ଠାକୁରଗଡ଼
ଠାକୁରଗଡ଼
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 20°43′16.02″N 84°32′3.95″E / 20.7211167°N 84.5344306°E / 20.7211167; 84.5344306Coordinates: 20°43′16.02″N 84°32′3.95″E / 20.7211167°N 84.5344306°E / 20.7211167; 84.5344306
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ ଜିଲ୍ଲା
ପଞ୍ଚାୟତ ସମିତିଆଠମଲ୍ଲିକ
ଗ୍ରାମ ପଞ୍ଚାୟତଠାକୁରଗଡ଼
ତହସିଲଆଠମଲ୍ଲିକ
IST (+୫.୩୦)
ପିନ କୋଡ଼୭୯୫୧୨୫
Area code(s)+୦୬୭୬୩
ଗାଡ଼ି ପଞ୍ଜିକରଣOD/19

ଠାକୁରଗଡ଼ ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ସହର । ଏହି ସହରଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।[୧]

ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳ ଠାରୁ ୬୦ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା[ସମ୍ପାଦନା]

ଏଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ,ଗୋଟିଏ ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ମହାବିଦ୍ୟାଳ୍ୟ ଅଛି।

ସଂସ୍କୃତି[ସମ୍ପାଦନା]

ଏହି ସହରରେ ଏକ ବଡ଼ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର[ସମ୍ପାଦନା]