ଗୋଲାମୁଣ୍ଡା
ଦେଖଣା
ଗୋଲାମୁଣ୍ଡା | |
|---|---|
ପଞ୍ଚାୟତ ସମିତି | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | କଳାହାଣ୍ଡି ଜିଲ୍ଲା |
| Time zone | IST (+୫.୩୦) |
| ଡାକ କୋଡ଼ | ୭୬୬୦୧୫ |
| Area code | ୦୬୬୭୦ |
ଗୋଲାମୁଣ୍ଡା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୫୦ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୪୦ କି.ମି ଦୂରତାରେ ଅବସ୍ଥିତ ।