କାଙ୍ଗୁଲା

ଉଇକିପିଡ଼ିଆ ରୁ
Jump to navigation Jump to search
କାଙ୍ଗୁଲା
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ ଜିଲ୍ଲା
ପଞ୍ଚାୟତ ସମିତିଅନୁଗୋଳ
ଗ୍ରାମ ପଞ୍ଚାୟତକାଙ୍ଗୁଲା ବେନ୍ତପୁର
ତହସିଲଅନୁଗୋଳ
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୯୫୧୩୨[୧]
ଏସଟିଡି କୋଡ଼+୦୬୭୬୪
ଗାଡ଼ି ପଞ୍ଜିକରଣOD/19

କାଙ୍ଗୁଲା, ଓଡ଼ିଶାର ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା ଅନୁଗୋଳ ଠାରୁ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା[ସମ୍ପାଦନା]

ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ଏହି ଗ୍ରାମରେ ପ୍ରଥମ ବିଦ୍ୟାଳୟ ୧-୪- ୧୮୫୩ ମସିହାରେ କମିଶନର ଗୋଲଡସ୍ ବେରିଙ୍କଦ୍ୱାରା ସ୍ଥାପିତ ହୋଇଥିଲା|

ସଂସ୍କୃତି[ସମ୍ପାଦନା]

ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର[ସମ୍ପାଦନା]