ଅଁଲାଭଟା

ଉଇକିପିଡ଼ିଆ ରୁ
Jump to navigation Jump to search
ଅଁଲାଭଟା
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଳାହାଣ୍ଡି ଜିଲ୍ଲା
ପଞ୍ଚାୟତ ସମିତିଜୟପାଟଣା
ଗ୍ରାମ ପଞ୍ଚାୟତଅଁଲାଭଟା
ତହସିଲଜୟପାଟଣା
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୬୬୦୧୮[୧]
ଏସଟିଡି କୋଡ଼୦୬୬୭୩
ଗାଡ଼ି ପଞ୍ଜିକରଣOD-08

ଅଁଲାଭଟା, ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି କଳାହାଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା ଭବାନିପାଟଣା ଠାରୁ ୪୦ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା[ସମ୍ପାଦନା]

ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତି[ସମ୍ପାଦନା]

ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାର[ସମ୍ପାଦନା]