ନଡ଼ିଆବରାଇ
ଦେଖଣା
ମାହାଳ | |
|---|---|
ଗାଁ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | କେନ୍ଦ୍ରାପଡ଼ା ଜିଲ୍ଲା |
| ପଞ୍ଚାୟତ ସମିତି | କେନ୍ଦ୍ରାପଡ଼ା |
| ଗ୍ରାମ ପଞ୍ଚାୟତ | ଗଦରପୁର |
| ତହସିଲ | କେନ୍ଦ୍ରାପଡ଼ା |
| Time zone | IST (+୫.୩୦) |
| ଡାକ କୋଡ଼ | ୭୫୪୧୫୩ |
| Area code | +୦୬୭୨୭ |
| ଯାନବାହାନ ପଞ୍ଚୀକରଣ | OD/21 |
ନଡିଆବରାଇ, ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀଅନ୍ତର୍ଗତ[୧]।
ଗମନାଗମନ
[ସମ୍ପାଦନା]ଏହା ଜିଲ୍ଲାର ସଦର ମହକୁମା କେନ୍ଦ୍ରାପଡ଼ାଠାରୁ ୧୮ କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା
[ସମ୍ପାଦନା]ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।
ସଂସ୍କୃତି
[ସମ୍ପାଦନା]ଏହି ଗ୍ରାମରେ ସମସ୍ତ ହିନ୍ଦୁ ପର୍ବ ପର୍ବାଣି ପାଳନ କରାଯାଏ
ଆଧାର
[ସମ୍ପାଦନା]- ↑ ।
| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |