କର୍ଲାମୁଣ୍ଡା
ଦେଖଣା
କର୍ଲାମୁଣ୍ଡା | |
|---|---|
ପଞ୍ଚାୟତ ସମିତି | |
| ଦେଶ | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | କଳାହାଣ୍ଡି |
| ଭାଷା | |
| Time zone | UTC+୫.୩୦ (ଆଇ.ଏସ୍.ଟି) |
| ପିନ୍ | ୭୬୬୦୩୬ |
| ଦୁରଭାଷ କୋଡ | ୦୬୬୭୦ |
କର୍ଲାମୁଣ୍ଡା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରୁ ୩୫ କି.ମି ତଥା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୫୩୦ କି.ମି ଦୂରତାରେ ଅବସ୍ଥିତ ।