ଉଇକିପିଡ଼ିଆ:ଉଇକି ଭାଷାକୁ ଭଲପାଏ ଗଣସମ୍ପାଦନା ୨୦୨୪
ଦେଖଣା
ଉଇକିପିଡ଼ିଆରୁ
ଉଇକି ଭାଷାକୁ ଭଲପାଏ ଗଣସମ୍ପାଦନା ୨୦୨୪
ଏହି ସମ୍ପାଦନାରେ ଭାରତୀୟ/ଦକ୍ଷିଣ ଏସୀୟ ଭାଷା ଉପରେ ସମ୍ପୂର୍ଣ୍ଣ ପ୍ରସଙ୍ଗ ରହିବ
ମୁଖ୍ୟପୃଷ୍ଠା | ନିୟମାବଳୀ | ଆଲୋଚନା | ସହାୟତା | ଅଂଶଗ୍ରହଣ କରିଥିବା ଉଇକିଆଳି |
ଏହି ସମ୍ପାଦନାରେ ଓଡ଼ିଶାର ୨୧ଟି ଭାଷା ଏବଂ ଭାରତର ୭୫୦ଟି ଭାଷା ସମେତ ଦକ୍ଷିଣ ଏସୀୟ ଭାଷା ଉପରେ ପ୍ରସଙ୍ଗ ସଂଖ୍ୟା ବଢ଼ାଇବା ଓ ପୁରୁଣା ପ୍ରସଙ୍ଗର ଉନ୍ନତି କରଣ ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି
ଏହି ଗଣସମ୍ପାଦନାରେ ସମୁଦାୟ ୫୨ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।
ସମୟସୀମା
[ସମ୍ପାଦନା]୨୦୨୪ ନଭେମ୍ବର ୧୫ - ଡିସେମ୍ବର ୩୧ ତାରିଖ
ବିଷୟବସ୍ତୁ ସହାୟତା
[ସମ୍ପାଦନା]ଏହି ଗଣସମ୍ପାଦନା ପାଇଁ ଏହି ତାଲିକାରୁ ଭାରତୀୟ ଭାଷାଗୁଡ଼ିକୁ ବାଛିପାରିବେ ।
ନିୟମ
[ସମ୍ପାଦନା]- ପୁରୁଣା କିମ୍ବା ନୂଆ ଲେଖାରେ ପାଖାପାଖି ୩୦୦୦ ବାଇଟ ରହିବା ଆବଶ୍ୟକ ।
- ଲେଖାଟି ମେସିନ ଅନୁବାଦ ହୋଇନଥିବା ଆବଶ୍ୟକ ।
- ଲେଖାର ତିଆରି କିମ୍ବା ସମ୍ପ୍ରସାରଣ ନଭେମ୍ବର ୧୫ - ଡିସେମ୍ବର ୩୧ ତାରିଖ ମଧ୍ୟରେ ହୋଇଥିବ ।
- ଲେଖାଟି ଭାଷା ସମ୍ବନ୍ଧିୟ ପ୍ରସଙ୍ଗ ହେବା ଆବଶ୍ୟକ ।
- ଲେଖାରେ କୌଣସି ସତ୍ତ୍ୱାଧିକାର ଉଲ୍ଲଂଘନ ହୋଇନଥିବ ଏବଂ ଏହା ଉଲ୍ଲେଖନୀୟ ହୋଇଥିବ । ଏହା ଉଇକିପିଡ଼ିଆ ନୀତି ଅନୁସାରେ ଥିବ ଏବଂ ସଠିକ ଆଧାର ଯୋଡ଼ା ହୋଇଥିବ ।
- ଲେଖାଟି ସମ୍ପୂର୍ଣ୍ଣ କରିବା ପରେ ଫାଉଣ୍ଟେନ୍ ଟୁଲ୍ରେ ଯୋଡ଼ିବା ଆବଶ୍ୟକ ।
ନିଜ ପ୍ରସଙ୍ଗ ପ୍ରତିଯୋଗିତା ତାଲିକାରେ ଯୋଡ଼ନ୍ତୁ
[ସମ୍ପାଦନା]ନୂଆ ପ୍ରସଙ୍ଗ ଲେଖିବା ବା ପୁରୁଣା ପ୍ରସଙ୍ଗ ଉନ୍ନତି କରିସାରିବା ପରେ ତାକୁ ଉପର ବଟନରେ କ୍ଲିକ କରି ଫାଉଣ୍ଟେନ ଟୁଲ୍ରେ ଯୋଡ଼ନ୍ତୁ ।
ଯୋଗାଯୋଗ
[ସମ୍ପାଦନା]ଫଳାଫଳ
[ସମ୍ପାଦନା]ଗଣ-ସମ୍ପାଦନା ଶେଷ ହେବାପରେ, ଏହାର ଫଳାଫଳ ଯୋଡ଼ାଯିବ ।