ବ୍ୟବହାରକାରୀଙ୍କ ଆଲୋଚନା:Snip1

ଉଇକିପିଡ଼ିଆ‌ରୁ
Jump to navigation Jump to search

ଅଭିଲେଖାଗାର
ଅଭିଲେଖ ୧

ଇଂରାଜୀ ଶବ୍ଦର ଓଡ଼ିଆ[ସମ୍ପାଦନା]

ବାକିମାନଙ୍କୁ ଟିକେ ଦେଖାଇଦେବ, କାଳେ କିଛି ଭୁଲ ରହିଯାଇଥିବ, ସେମାନେ ବି ସୁଧାରିଦେବେ । --ସୁଭାସିସ ପାଣିଗାହି (ଆଳାପ) ୦୮:୪୪, ୩୦ ସେପ୍ଟେମ୍ବର ୨୦୧୫ (UTC)

  1. C.M.C: City Municipal Council (ନଗର ପୋରପାଳିକା)
  2. C.T: Census town (ଜନଗଣନା ସହର)
  3. E.O: Estate Office (ଇଷ୍ଟେଟ ଅଫିସର)
  4. G.P: Gram Panchayat (ଗ୍ରାମପଞ୍ଚାୟତ)
  5. I.N.A: Industrial Notified Area
  6. I.T.S: Industrial Township (
  7. M: Municipality (ପୌରପାଳିକା)
  8. M.B: Municipal board (ପୋର ବୋର୍ଡ଼)
  9. M.C: Municipal Committee (ପୌର କମିଟି)
  10. M.Cl: Municipal Council (ପୌରପାଳିକା)
  11. M.Corp: Municipal Corporation / Corporation (ପୌର ପରିଷଦ)
  12. N.A: Notified area (ଅଧିସୂଚିତ ଅଞ୍ଚଳ)
  13. N.A.C: Notified area committee / Notified Area Council (ସଦର ମହକୁମା)
  14. N.P: Nagar Panchayat (ନଗର ପଞ୍ଚାୟତ)
  15. N.P.P: Nagar Palika Parishad (ନଗର ପାଳିକା ପରିଷଦ)
  16. N.Pd: Nagar Parishad (ନଗର ପରିଷଦ)
  17. N.T: Notified Town (ଅଧିସୂଚିତ ସହର)
  18. N.T.A: Notified Town Area (ଅଧିସୂଚିତ ସହର ଅଞ୍ଚଳ)
  19. O.T.: Out Growth (ଅଭିବୃଦ୍ଧି)
  20. S.T.C: Small Town Committee (କ୍ଷୁଦ୍ର ସହର କମିଟି)
  21. T.C: Town Committee / Town Area Committee (ସହର କମିଟି/ସହର ଅଞ୍ଚଳ କମିଟି)
  22. T.M.C: Town Municipal Council (ସହର ପୌରପରିଷଦ)
  23. T.P: Town Panchayat (ସହର ପଞ୍ଚାୟତ)
ନିଶ୍ଚୟ ଭାଇ ଅନ୍ୟମାନଙ୍କୁ ବି ମତାମତ ଦେବା ପାଇଁ ଅନୁରୋଧ । --ଶିତିକଣ୍ଠ (ଆଲୋଚନା) ୧୪:୫୬, ୩୦ ସେପ୍ଟେମ୍ବର ୨୦୧୫ (UTC)
Industrial Notified area ku "ବିଜ୍ଞାପିତ ଶିଳ୍ପାଞ୍ଚଳ" ଓ Notified Area Council କୁ "ବିଜ୍ଞାପିତ ଅଞ୍ଚଳ ପରିଷଦ " କୁହାଯାଇ ପାରିବ । Susant purohit (ମୋ ଆଲୋଚନା) ୧୭:୫୩, ୭ ଜାନୁଆରୀ ୨୦୧୭ (IST)[reply]
ମତାମତ ପାଇଁ ଧନ୍ୟବାଦ Susant purohit ସାର । ଏଠାରେ କେବଳ ଆଲୋଚନା କରାଯାଇଛି । ଏହା ଏହି ଛାଞ୍ଚରେ ପ୍ରୟୋଗ କରାଯାଇଛି । ଯଦି ଆଉ କିଛି ପରିବର୍ତ୍ତନ ଚାହୁଁଛନ୍ତି ଜଣାନ୍ତୁ ।--ଶିତିକଣ୍ଠ (ଆଲୋଚନା) ୨୨:୩୪, ୨୨ ଜାନୁଆରୀ ୨୦୧୭ (IST)[reply]

Your temporary access has expired[ସମ୍ପାଦନା]

Hello, the temporary access you requested on this wiki has expired. Just to let you know that If you want it back, feel free to make a local announcement and open a new request on stewards' permission request page on Meta-Wiki later. Moreover, if you think the community is big enough to elect a permanent administrator, you can place a local request here for a permanent adminship, so stewards can grant you the permanent access. Please ask me or any other steward if you have any questions. Thank you! Jusjih (ମୋ ଆଲୋଚନା) ୦୦:୦୪, ୭ ଅକ୍ଟୋବର ୨୦୧୫ (UTC)

Request for comments[ସମ୍ପାଦନା]

Please have a look at this message and share your opinion ଉଇକିପିଡ଼ିଆ:ଆଲୋଚନା_ସଭା#Policy_portal_improvement_project. --Titodutta (ମୋ ଆଲୋଚନା) ୦୨:୧୩, ୯ ମଇ ୨୦୧୬ (IST)[reply]

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ[ସମ୍ପାଦନା]

ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

ଧନ୍ୟବାଦ[ସମ୍ପାଦନା]

ଶ୍ରର୍ଧେୟ ଶିତିକଣ୍ଠ ବାବୁ ।

ମୋ ଭଳି ଅନଭିଜ୍ଞ , ଅଜଣା , ନୂତନ ଵିକିପିଆଳି କୁ ବର୍ନଷ୍ଟର ଦେଇ ସମ୍ମାନିତ କରିଥିବାରୁ ଅଶେଷ ଧନ୍ୟବାଦ । ମୁ ତ ବିଶେଷ କିଛି ଅବଦାନ ଦେଇ ନାହି । କେବଳ ଯାହି ତାହି କିଛି ଅନୁବାଦ କରି ଶିଖିବାକୁ ଚେଷ୍ଟା ମାତ୍ର କରିଛି । ମୁ ଆପଣ ଓ ଅନନ୍ୟ ସମସ୍ତ ସକ୍ରିୟ ୱିକିପିଆଳି ମାନଙ୍କୁ ଧନ୍ୟବାଦ ଦେବି ଯେ ସେମାନେ ଓଡିଆ ଭାଷା ର ଉନ୍ନତି ଓ ଟେକ ରଖିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ଓ ମୁ ସେଥିରେ ଭାରି ଖୁସି ।

Dear Sitikantha , please see one of my recent translation and point out any mistake / omission sa that I can know whether it is as per wikimedia standard or not . thanking you susant purohit

କ୍ଷମା କରିବେ Susant purohit ସାର, କାର୍ଯ୍ୟବ୍ୟସ୍ତତା ହେତୁ ମୁଁ ବହୁତ ଦିନ ଧରି ସକ୍ରିୟ ରହିପାରିନାହିଁ । ଠିକ ସମୟରେ ପ୍ରତ୍ୟୁତ୍ତର ଦେଇପାରିଲି ନାହିଁ କିମ୍ବା ସାହାଯ୍ୟ ବି କରିପାରିଲିନାହିଁ- ଦୁଃଖିତ । ମୁଁ ଯାହା ସହଯୋଗ କରିପାରିବି ନିଶ୍ଚୟ କରିବି ।--ଶିତିକଣ୍ଠ (ଆଲୋଚନା) ୨୨:୪୦, ୨୨ ଜାନୁଆରୀ ୨୦୧୭ (IST)[reply]

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

Odia Wikipedia's Feminism logo.svg ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ।

--ଶୈଳେଶ (ପଚାରିବେ କିଛି?) Face-smile.svg

ଦଶରଥ ବିୟୋଗ[ସମ୍ପାଦନା]

ଏବେ ପାଇଁ ଏଇଠି User:ଶିତିକଣ୍ଠ ଦାଶ/ଦଶରଥ ବିୟୋଗ ରହିଲା । ପରେ ମୁଖ୍ୟ Namespaceକୁ ନେବା । -- ଅଂଶୁମାନ ତାର ଯୋଡ଼ିବେ? ୧୭:୫୬, ୪ ମାର୍ଚ୍ଚ ୨୦୧୮ (IST)[reply]

ଆଉ କିଛି ଲେଖାକୁ ନଲିଭାଇ ଏଠାକୁ ଆଣିଲି, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଉଷା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ମହେନ୍ଦ୍ରଗିରି (କବିତା), ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ପାର୍ବତୀ (କବିତା), ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ମହାଯାତ୍ରା -- ଅଂଶୁମାନ ତାର ଯୋଡ଼ିବେ? ୨୦:୫୪, ୨୬ ଜୁନ ୨୦୧୮ (IST)[reply]
ସମୟ ପାଇଲେ ଦେଖିବେ; ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଆଫ୍ରିକୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଏସୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଇଉରୋପୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଉତ୍ତର ଆମେରିକୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଦକ୍ଷିଣ ଆମେରିକୀୟ ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଅଷ୍ଟ୍ରେଲୀୟ ଓ ଆଣ୍ଟ୍ରାକାଟିକାର ଡାଇନୋସର ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/Sinopliosaurus, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଡାଇଆପ୍‌ସିଡ୍‌, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ପଦାର୍ଥର ଅବସ୍ଥା ଗୁଡ଼ିକର ତାଲିକା, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/କଣିକା ପଦାର୍ଥ ବିଜ୍ଞାନ, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଅବଦୁସ ସଲାମ, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଓସେନିଆ, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ସାଇହା.. -- ଅଂଶୁମାନ ବାଡ଼େଇବେ! ୧୭:୧୪, ୧୯ ଜୁନ ୨୦୨୦ (IST)[reply]

ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ[ସମ୍ପାଦନା]

India flag-XL-anim.gif ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
Notepad icon.png ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସ‌ହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)[reply]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯
ନମସ୍କାର,
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍‌ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।

ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।

--ସଂଗ୍ରାମ କେଶରୀ ସେନାପତି (ଗପୁ) (ମୋ ଆଲୋଚନା) ୨୩:୫୩, ୧୯ ଫେବୃଆରୀ ୨୦୧୯ (IST)[reply]


ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣ[ସମ୍ପାଦନା]

Wikipedia Asian Month Logo.svg ଏସିଆ ମାସ ଗଣସମ୍ପାଦନା, ୨୦୨୦
ନମସ୍କାର,
ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା ।
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସ‌ହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।

The Signpost: 30 January 2022[ସମ୍ପାଦନା]

This Month in GLAM: January 2022[ସମ୍ପାଦନା]

This Month in GLAM logo 2018.png




Headlines
Read this edition in fullSingle-page

To assist with preparing the newsletter, please visit the newsroom. Past editions may be viewed here.

About This Month in GLAM · Subscribe/Unsubscribe · Global message delivery · Romaine ୦୦:୦୧, ୧୩ ଫେବୃଆରୀ ୨୦୨୨ (IST)[reply]

The Signpost: 27 February 2022[ସମ୍ପାଦନା]

This Month in GLAM: February 2022[ସମ୍ପାଦନା]

This Month in GLAM logo 2018.png




Headlines
Read this edition in fullSingle-page

To assist with preparing the newsletter, please visit the newsroom. Past editions may be viewed here.

About This Month in GLAM · Subscribe/Unsubscribe · Global message delivery · Romaine ୨୧:୪୯, ୧୨ ମାର୍ଚ୍ଚ ୨୦୨୨ (IST)[reply]

The Signpost: 27 March 2022[ସମ୍ପାଦନା]

WikipediaSignpostIcon.svg
News, reports and features from the English Wikipedia's weekly journal about Wikipedia and Wikimedia
  • Eyewitness Wikimedian – Vinnytsia, Ukraine: War diary
Read this Signpost in full · Single-page · Unsubscribe · Global message delivery ୦୨:୨୩, ୨୮ ମାର୍ଚ୍ଚ ୨୦୨୨ (IST)

This Month in GLAM: March 2022[ସମ୍ପାଦନା]

This Month in GLAM logo 2018.png




Headlines
Read this edition in fullSingle-page

To assist with preparing the newsletter, please visit the newsroom. Past editions may be viewed here.

About This Month in GLAM · Subscribe/Unsubscribe · Global message delivery · Romaine ୧୪:୧୫, ୧୩ ଅପ୍ରେଲ ୨୦୨୨ (IST)[reply]

The Signpost: 24 April 2022[ସମ୍ପାଦନା]

This Month in GLAM: April 2022[ସମ୍ପାଦନା]

This Month in GLAM logo 2018.png




Headlines
  • Australia report: Growing the record of Australian Music
  • Belgium report: About African Pagnes and Belgian music
  • Brazil report: Brazil wins the first place in WLM 2021
  • France report: French GLAM meeting
  • Italy report: Work with GLAMs on Wikisourse and Wikimedia Commons
  • Mexico report: GLAM professionals add an image and become Wikipedians; Edificio Carolino Edit-a-thon
  • New Zealand report: People in Paleontology, Digikult, and copyright term extension for New Zealand
  • Nigeria report: Wikidata for Nigerian Novelist and Novel
  • Poland report: Wikiresidence in progress and workshop Evolution in GLAM in Poland
  • Serbia report: Important activities within the GLAM
  • Sweden report: Training at the National Archives of Sweden; Training at the Stockholm City Museum; Training at the Swedish National Museum of Science and Technology; Improved images from Swedish Performing Arts Agency
  • Switzerland report: Wikidata Coffee Breaks
  • UK report: Khalili Collections
  • Uruguay report: Wikimedistas de Uruguay report
  • USA report: WVU Libraries; Earth Day-2022-SWC; Wiki-Gap
  • AvoinGLAM report: Open Access vs NFT, GLAM School, Saami language, family trees
  • Content Partnerships Hub report: Enter our logo competition; IGO/INGO; Needs assessments research results; Wrapping up some ISA-things
  • WMF GLAM report: 1Lib1Ref, Image Description Week, Commons calls, and the Add an image events
  • Calendar: May's GLAM events
Read this edition in fullSingle-page

To assist with preparing the newsletter, please visit the newsroom. Past editions may be viewed here.

About This Month in GLAM · Subscribe/Unsubscribe · Global message delivery · Romaine ୦୯:୫୨, ୧୦ ମଇ ୨୦୨୨ (IST)[reply]