ଇଂରାଜୀ ଶବ୍ଦର ଓଡ଼ିଆ [ ସମ୍ପାଦନା ]
ବାକିମାନଙ୍କୁ ଟିକେ ଦେଖାଇଦେବ, କାଳେ କିଛି ଭୁଲ ରହିଯାଇଥିବ, ସେମାନେ ବି ସୁଧାରିଦେବେ । --ସୁଭାସିସ ପାଣିଗାହି (ଆଳାପ) ୦୮:୪୪, ୩୦ ସେପ୍ଟେମ୍ବର ୨୦୧୫ (UTC)
C.M.C: City Municipal Council (ନଗର ପୋରପାଳିକା)
C.T: Census town (ଜନଗଣନା ସହର)
E.O: Estate Office (ଇଷ୍ଟେଟ ଅଫିସର)
G.P: Gram Panchayat (ଗ୍ରାମପଞ୍ଚାୟତ)
I.N.A: Industrial Notified Area
I.T.S: Industrial Township (
M: Municipality (ପୌରପାଳିକା)
M.B: Municipal board (ପୋର ବୋର୍ଡ଼)
M.C: Municipal Committee (ପୌର କମିଟି)
M.Cl: Municipal Council (ପୌରପାଳିକା)
M.Corp: Municipal Corporation / Corporation (ପୌର ପରିଷଦ)
N.A: Notified area (ଅଧିସୂଚିତ ଅଞ୍ଚଳ)
N.A.C: Notified area committee / Notified Area Council (ସଦର ମହକୁମା)
N.P: Nagar Panchayat (ନଗର ପଞ୍ଚାୟତ)
N.P.P: Nagar Palika Parishad (ନଗର ପାଳିକା ପରିଷଦ)
N.Pd: Nagar Parishad (ନଗର ପରିଷଦ)
N.T: Notified Town (ଅଧିସୂଚିତ ସହର)
N.T.A: Notified Town Area (ଅଧିସୂଚିତ ସହର ଅଞ୍ଚଳ)
O.T.: Out Growth (ଅଭିବୃଦ୍ଧି)
S.T.C: Small Town Committee (କ୍ଷୁଦ୍ର ସହର କମିଟି)
T.C: Town Committee / Town Area Committee (ସହର କମିଟି/ସହର ଅଞ୍ଚଳ କମିଟି)
T.M.C: Town Municipal Council (ସହର ପୌରପରିଷଦ)
T.P: Town Panchayat (ସହର ପଞ୍ଚାୟତ)
ନିଶ୍ଚୟ ଭାଇ ଅନ୍ୟମାନଙ୍କୁ ବି ମତାମତ ଦେବା ପାଇଁ ଅନୁରୋଧ । --ଶିତିକଣ୍ଠ (ଆଲୋଚନା ) ୧୪:୫୬, ୩୦ ସେପ୍ଟେମ୍ବର ୨୦୧୫ (UTC)
Industrial Notified area ku "ବିଜ୍ଞାପିତ ଶିଳ୍ପାଞ୍ଚଳ" ଓ Notified Area Council କୁ "ବିଜ୍ଞାପିତ ଅଞ୍ଚଳ ପରିଷଦ " କୁହାଯାଇ ପାରିବ । Susant purohit (ମୋ ଆଲୋଚନା ) ୧୭:୫୩, ୭ ଜାନୁଆରୀ ୨୦୧୭ (IST)
ମତାମତ ପାଇଁ ଧନ୍ୟବାଦ Susant purohit ସାର । ଏଠାରେ କେବଳ ଆଲୋଚନା କରାଯାଇଛି । ଏହା ଏହି ଛାଞ୍ଚରେ ପ୍ରୟୋଗ କରାଯାଇଛି । ଯଦି ଆଉ କିଛି ପରିବର୍ତ୍ତନ ଚାହୁଁଛନ୍ତି ଜଣାନ୍ତୁ ।--ଶିତିକଣ୍ଠ (ଆଲୋଚନା ) ୨୨:୩୪, ୨୨ ଜାନୁଆରୀ ୨୦୧୭ (IST)
Your temporary access has expired [ ସମ୍ପାଦନା ]
Hello, the temporary access you requested on this wiki has expired. Just to let you know that If you want it back, feel free to make a local announcement and open a new request on
stewards' permission request page on Meta-Wiki later. Moreover, if you think the community is big enough to elect a permanent administrator, you can place a local request here for a permanent adminship, so stewards can grant you the permanent access. Please ask me or any other steward if you have any questions. Thank you!
Jusjih (
ମୋ ଆଲୋଚନା ) ୦୦:୦୪, ୭ ଅକ୍ଟୋବର ୨୦୧୫ (UTC)
Please have a look at this message and share your opinion ଉଇକିପିଡ଼ିଆ:ଆଲୋଚନା_ସଭା#Policy_portal_improvement_project . --Titodutta (ମୋ ଆଲୋଚନା ) ୦୨:୧୩, ୯ ମଇ ୨୦୧୬ (IST)
ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ [ ସମ୍ପାଦନା ]
ନମସ୍କାର,
ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬ "।
ଗତବର୍ଷର "ନବକଳେବର ଗଣସମ୍ପାଦନା " ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ!
--ନିଷ୍ଠାରଞ୍ଜନ ଦାଶ talk
ଶ୍ରର୍ଧେୟ ଶିତିକଣ୍ଠ ବାବୁ ।
ମୋ ଭଳି ଅନଭିଜ୍ଞ , ଅଜଣା , ନୂତନ ଵିକିପିଆଳି କୁ ବର୍ନଷ୍ଟର ଦେଇ ସମ୍ମାନିତ କରିଥିବାରୁ ଅଶେଷ ଧନ୍ୟବାଦ । ମୁ ତ ବିଶେଷ କିଛି ଅବଦାନ ଦେଇ ନାହି । କେବଳ ଯାହି ତାହି କିଛି ଅନୁବାଦ କରି ଶିଖିବାକୁ ଚେଷ୍ଟା ମାତ୍ର କରିଛି । ମୁ ଆପଣ ଓ ଅନନ୍ୟ ସମସ୍ତ ସକ୍ରିୟ ୱିକିପିଆଳି ମାନଙ୍କୁ ଧନ୍ୟବାଦ ଦେବି ଯେ ସେମାନେ ଓଡିଆ ଭାଷା ର ଉନ୍ନତି ଓ ଟେକ ରଖିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ଓ ମୁ ସେଥିରେ ଭାରି ଖୁସି ।
Dear Sitikantha ,
please see one of my recent translation and point out any mistake / omission sa that I can know whether it is as per wikimedia standard or not .
thanking you
susant purohit
କ୍ଷମା କରିବେ Susant purohit ସାର, କାର୍ଯ୍ୟବ୍ୟସ୍ତତା ହେତୁ ମୁଁ ବହୁତ ଦିନ ଧରି ସକ୍ରିୟ ରହିପାରିନାହିଁ । ଠିକ ସମୟରେ ପ୍ରତ୍ୟୁତ୍ତର ଦେଇପାରିଲି ନାହିଁ କିମ୍ବା ସାହାଯ୍ୟ ବି କରିପାରିଲିନାହିଁ- ଦୁଃଖିତ । ମୁଁ ଯାହା ସହଯୋଗ କରିପାରିବି ନିଶ୍ଚୟ କରିବି ।--ଶିତିକଣ୍ଠ (ଆଲୋଚନା ) ୨୨:୪୦, ୨୨ ଜାନୁଆରୀ ୨୦୧୭ (IST)
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ [ ସମ୍ପାଦନା ]
--ଶୈଳେଶ (ପଚାରିବେ କିଛି? )
ଏବେ ପାଇଁ ଏଇଠି User:ଶିତିକଣ୍ଠ ଦାଶ/ଦଶରଥ ବିୟୋଗ ରହିଲା । ପରେ ମୁଖ୍ୟ Namespaceକୁ ନେବା । -- ଅଂଶୁମାନ ତାର ଯୋଡ଼ିବେ? ୧୭:୫୬, ୪ ମାର୍ଚ୍ଚ ୨୦୧୮ (IST)
ଆଉ କିଛି ଲେଖାକୁ ନଲିଭାଇ ଏଠାକୁ ଆଣିଲି, ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଉଷା , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ମହେନ୍ଦ୍ରଗିରି (କବିତା) , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ପାର୍ବତୀ (କବିତା) , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ମହାଯାତ୍ରା -- ଅଂଶୁମାନ ତାର ଯୋଡ଼ିବେ? ୨୦:୫୪, ୨୬ ଜୁନ ୨୦୧୮ (IST)
ସମୟ ପାଇଲେ ଦେଖିବେ; ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଆଫ୍ରିକୀୟ ଡାଇନୋସର ଗୁଡ଼ିକର ତାଲିକା , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଏସୀୟ ଡାଇନୋସର ଗୁଡ଼ିକର ତାଲିକା , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଇଉରୋପୀୟ ଡାଇନୋସର ଗୁଡ଼ିକର ତାଲିକା , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଉତ୍ତର ଆମେରିକୀୟ ଡାଇନୋସର ଗୁଡ଼ିକର ତାଲିକା , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଦକ୍ଷିଣ ଆମେରିକୀୟ ଡାଇନୋସର ଗୁଡ଼ିକର ତାଲିକା , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଅଷ୍ଟ୍ରେଲୀୟ ଓ ଆଣ୍ଟ୍ରାକାଟିକାର ଡାଇନୋସର ଗୁଡ଼ିକର ତାଲିକା , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/Sinopliosaurus , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଡାଇଆପ୍ସିଡ୍ , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ପଦାର୍ଥର ଅବସ୍ଥା ଗୁଡ଼ିକର ତାଲିକା , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/କଣିକା ପଦାର୍ଥ ବିଜ୍ଞାନ , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଅବଦୁସ ସଲାମ , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଓସେନିଆ , ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ସାଇହା .. -- ଅଂଶୁମାନ ବାଡ଼େଇବେ! ୧୭:୧୪, ୧୯ ଜୁନ ୨୦୨୦ (IST)
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧ [ ସମ୍ପାଦନା ]
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା ) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST)
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣ [ ସମ୍ପାଦନା ]
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯
ନମସ୍କାର, ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ ।
ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀ କୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ ।
The Signpost : 28 June 2020[ ସମ୍ପାଦନା ]
News, reports and features from the English Wikipedia's weekly journal about Wikipedia and Wikimedia
This Month in GLAM : June 2020[ ସମ୍ପାଦନା ]
The Signpost : 2 August 2020[ ସମ୍ପାଦନା ]
News, reports and features from the English Wikipedia's weekly journal about Wikipedia and Wikimedia
This Month in GLAM : July 2020[ ସମ୍ପାଦନା ]
The Signpost : 30 August 2020[ ସମ୍ପାଦନା ]
News, reports and features from the English Wikipedia's weekly journal about Wikipedia and Wikimedia
This Month in GLAM : August 2020[ ସମ୍ପାଦନା ]
Headlines
Albania report : Wikivoyage edit-a-thon - Editing Albania and Kosovo’s travel destinations
Brazil report : Open innovation and dissemination activities: wrapping up great achievements on a major GLAM in Brazil
Czech Republic report : First Prague Wiki Editathon held in Prague
Estonia report : Virtual exhibition about Polish-Estonian relations. Rephotography and cultural heritage
Germany report : KulTour in Swabia and 8000 documents new online
India report : Utilising Occasion for Content donation: A story
Netherlands report : WMIN & WMNL collaboration & Japanese propaganda films
Serbia report : Enriching Wiki projects in different ways
Sweden report : Free music and new recordings of songs in the public domain; Autumn in the libraries; Yes, you can hack the heritage this year – online!
Uganda report : Participating in the African Librarians Week (24-30 May 2020)
UK report : Spanish metal and ...
USA report : Wiknic & Black Artists Matter & Respect Her Crank
WMF GLAM report : Wikipedia Library, new WikiCite grant programs, and GLAM office hours
Calendar : September's GLAM events
Read this edition in full • Single-page
To assist with preparing the newsletter, please visit the newsroom . Past editions may be viewed here .
The Signpost : 27 September 2020[ ସମ୍ପାଦନା ]
News, reports and features from the English Wikipedia's weekly journal about Wikipedia and Wikimedia
This Month in GLAM : September 2020[ ସମ୍ପାଦନା ]
Headlines
Brazil report : Wikidata birthday celebrations, Wiki Loves Monuments, new partnerships and more!
Colombia report : GLAM and virtual education
France report : AAF training course; Workshops in Strasbourg; European Heritage Days: Rennes; Wiki Loves Monuments
Germany report : Ahoy! Wikipedians set sail to document the reality of modern seafaring
Indonesia report : New GLAM partnerships on data donation; Commons structured data edit-a-thon
Norway report : Students taking on GLAM Wiki women in red
Sweden report : Musikverket: more folk music and photos; Hack for Heritage 2020; Wiki Loves Monuments; Wikipedia in the libraries; Digital Book Fair on Wikipedia
UK report : National Lottery; Khalili Collections
USA report : Virtual events MetFashion, 19SuffrageStories, WikiCari Festival and more
Open Access report : New publication about access to digitised cultural heritage
WMF GLAM report : Launching Wikisource Pagelist Widget
Calendar : ctober's GLAM events
Read this edition in full • Single-page
To assist with preparing the newsletter, please visit the newsroom . Past editions may be viewed here .
ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣ [ ସମ୍ପାଦନା ]
ଏସିଆ ମାସ ଗଣସମ୍ପାଦନା, ୨୦୨୦
ନମସ୍କାର, ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା ।
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀ କୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସହାଯ୍ୟ ପାଇଁ ସହାୟତା ପୃଷ୍ଠା ଦେଖିପାରିବେ ।
This Month in GLAM : October 2020[ ସମ୍ପାଦନା ]
Headlines
AfLIA Wikipedia in African Libraries report : Wikipedia in African Libraries Project
Brazil report : Abre-te Código hackathon, Wikidata related events and news from our partners
Finland report : Postponed Hack4FI GLAM hackathon turned into an online global Hack4OpenGLAM
France report : Partnership with BNU Strasbourg
Germany report : Coding da Vinci cultural data hackathon heads to Lower Saxony
India report : Mapping GLAM in Maharashtra, India
Indonesia report : Bulan Sejarah Indonesia 2.0; Structured data edit-a-thon; Proofreading mini contest
Netherlands report : National History Month: East to West, Dutch libraries and Wikipedia
New Zealand report : West Coast Wikipedian at Large
Norway report : The Sámi Languages on wiki
Serbia report : Many activities are in our way
Sweden report : Librarians learn about Wikidata; More Swedish literature on Wikidata; Online Edit-a-thon Dalarna; Applications to the Swedish Innovation Agency; Kulturhistoria som gymnasiearbete; Librarians and Projekt HBTQI; GLAM Statistical Tool
UK report : Enamels of the World
USA report : American Archive of Public Broadcasting; Smithsonian Women in Finance Edit-a-thon; Black Lunch Table; San Diego/October 2020; WikiWednesday Salon
Calendar : November's GLAM events
Read this edition in full • Single-page
To assist with preparing the newsletter, please visit the newsroom . Past editions may be viewed here .
This Month in GLAM : November 2020[ ସମ୍ପାଦନା ]
The Signpost : 28 December 2020[ ସମ୍ପାଦନା ]
News, reports and features from the English Wikipedia's weekly journal about Wikipedia and Wikimedia
This Month in GLAM : December 2020[ ସମ୍ପାଦନା ]
This Month in GLAM : December 2020[ ସମ୍ପାଦନା ]