ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୨୨

ଉଇକିପିଡ଼ିଆ‌ରୁ


ଉଇକିସମ୍ମିଳନୀ ଭାରତ ୨୦୧୮[ସମ୍ପାଦନା]

ଏହି ବର୍ଷ ଉଇକିକିମାନିଆରେ ମୁଁ ଉଇକିମିଡ଼ିଆ SAARC ମେଳଣରେ ଭାଗ ନେଇଥିଲି, ମେଳଣ ବେଳେ ଉଇକିସମ୍ମିଳନୀ ଭାରତ ୨୦୧୮ ବିଷୟରେ ଆଲୋଚନା ହେଇଥିଲା ଓ ଓଡ଼ିଆ ସମୁଦାୟ ତରଫରୁ ଏହା ଓଡ଼ିଶାରେ କରିବାର ପ୍ରସ୍ତାବ ଦେଇଥିଲି । ଏହି ସମ୍ମିଳନୀଟି ଓଡ଼ିଆ ଉଇକିପିଡ଼ିଆର ପ୍ରଚାର ଓ ପ୍ରସାର ନିମନ୍ତେ ସ‌ହାୟତା କରିବ ଓ ଅଧିକ ଉଇକିଆଳି ଯୋଡ଼ିହେବେ ଆଶା କରୁଛି । ଏହି ସମ୍ମିଳନୀ ସ‌ହ ଓଡ଼ିଆ ଉଇକିଅଳିଙ୍କ କାମ ବିଷୟରେ ଅଧିକ ଲୋକ ଜାଣିପାରିବେ ଓ ଏହା Usergroup ପାଇଁ ଏକ ବଡ଼ ପ୍ରକଳ୍ପ ମଧ୍ୟ ହେବ । ଅଧିକ ଆଲୋଚନା ପାଇଁ ତଳେ ମତାମତ ଦିଅନ୍ତୁ-ଶୈଳେଶ (କିଛି ପଚାରିବେ?) ୨୧:୨୮, ୩୦ ଅଗଷ୍ଟ ୨୦୧୭ (IST)[reply]

 ସମର୍ଥନ[ସମ୍ପାଦନା]

  1.  ସମର୍ଥନ ମୁଁ ଏହି ମତାମତକୁ ନେଇ ସମର୍ଥନ କରୁଛି । --Aliva Sahoo (ମୋ ଆଲୋଚନା) ୨୩:୩୨, ୩୦ ଅଗଷ୍ଟ ୨୦୧୭ (IST)[reply]
  2.  ସମର୍ଥନ --Chinmayee Mishra (ମୋ ଆଲୋଚନା) ୧୮:୧୩, ୧୮ ସେପ୍ଟେମ୍ବର ୨୦୧୭ (IST)[reply]

 ବିରୋଧ[ସମ୍ପାଦନା]

ଭିନ୍ନ ମତ[ସମ୍ପାଦନା]

ବନାନ ଠିକ କରିବା ବାବଦରେ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆରେ ସବୁ ଆଡେ ଦ୍ୱାରା ଏମିତି ଲେଖା ହେଉଛି କିନ୍ତୁ ସାଧାରଣତଃ ଦ୍ଵାରା ଏମିତି ଲେଖା ହେଉଛି ତେବେ କୋଉଟା ଠିକ ଟିକେ ମତ ଦେଲେ ଆମେ ସେଇ ଅନୁସାରେ ବଦଳ କରିବା । ତିନୋଟି ଅପସନ ଅଛି ।

  1. ଦ୍ୱାରା (ଏବେ ଅଛି )
  2. ଦ୍ଵାରା
  3. ଦ୍ୱାରା

ମତାମତ ଦେବାକୁ ଅନୁରୋଧ --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୧:୧୦, ୧ ସେପ୍ଟେମ୍ବର ୨୦୧୭ (IST)[reply]

  • ୱ ପ୍ରସଙ୍ଗ ଆଗରୁ ନଥିଲା । ପୁରୁଣା ବର୍ଣ୍ଣବୋଧରେ ମଧ୍ୟ ଏହି ଅକ୍ଷର ନଥିଲା, ଉଇକିପାଠାଗାରରେ ଏହି ପୁରୁଣା ବର୍ଣ୍ଣବୋଧ ଅଛି । ସେତେବେଳେ ଦୁଇଟି 'ବ' ଲେଖାଯାଉଥିଲା ଯେପରିକି ପଫବଭମ ଓ ଯରଳବ ଇତ୍ୟାଦି । ଦ୍ୱାରା ଲେଖିବା ବେଳକୁ ଏହାକୁ 'ବ' ଫଳା କୁହାଯାଉଥିଲା (ବ ଫଳା (ବ ~ O୍ୱ ) । ଆଜିକାଲି ବର୍ଣ୍ଣବୋଧରେ କିନ୍ତୁ ୱ ବ୍ୟବ‌ହାର କରାଯାଉଛି । ଏହାକୁ ଅନେକ ଲୋକ ବ୍ୟଙ୍ଗ କରୁଛନ୍ତି, କ‌ହୁଛନ୍ତି 'ଓ' ରେ 'ବ' ଫଳା କେମିତି ଲାଗିବ, କାରଣ 'ଓ' ଅକ୍ଷର ହେଉଛି ସ୍ୱର ବର୍ଣ୍ଣ ଓ କୌଣସି ସ୍ୱର ବର୍ଣ୍ଣରେ ଫଳା ଲାଗେନାହିଁ । ଠିକ୍ ବା ଭୂଲ ନିର୍ଣ୍ଣୟ କରିବା କାମ କେବଳ ବିଶେଷଜ୍ଞମାନଙ୍କର । ଆମେ ଦ୍ୱାରା ଲେଖିବା ଉଚିତ ବୋଲି ମୁଁ ଭାବୁଛି ।--Subas Chandra Rout (ମୋ ଆଲୋଚନା) ୧୭:୦୧, ୬ ସେପ୍ଟେମ୍ବର ୨୦୧୭ (IST)[reply]
  • @Jnanaranjan sahu: ଆଖିକୁ ତିନୋଟି ଯାକ ଅପସନ ଏକା ଲାଗୁଛି । ତେଣୁ କେଉଁଟି କଣ ଲେଖିଲେ ଭଲ ହୁଅନ୍ତା । ସୁବାସ ସାରଙ୍କ କଥାଟି ବ୍ୟାକରଣିକ ଦିଗରୁ ଠିକ । ତେବେ ଏଠି ଇଉନିକୋଡ଼ ବାବଦରେ ବୋଧେ ତମେ ଲେଖିଛ । " ୍ୱ" ଫଳାଟି କୌଣସି ବ୍ୟଞ୍ଜନ ବର୍ଣ୍ଣ ତଳେ ଲାଗିବା ଠିକ ହେବ । ବାକି ଯୋଡ଼ିକ ଭୁଲ ।--ସୁଭାସିସ ପାଣିଘରି (ଆଳାପ) ୦୭:୫୬, ୧୩ ସେପ୍ଟେମ୍ବର ୨୦୧୭ (IST)[reply]

ଉଇକିମିଡ଼ିଆ ଫାଉଣ୍ଡେସନର ନିକୋଲ ସାଡଙ୍କର ଭୁବନେଶ୍ୱର ଗସ୍ତ ବିଷୟରେ ସୂଚନା ।[ସମ୍ପାଦନା]

ନମସ୍କାର,
ଏହି ବର୍ଷ ଉଇକିମାନିଆରେ ମୁଁ ନିକୋଲ ସାଡଙ୍କୁ ଭେଟିଥିଲି ଓ କିସରେ ହେଇଥିବା ଆମର WEP ବିଷୟରେ ଜଣେଇଥିଲି, ଡିସେମ୍ବର ମାସରେ ତାଙ୍କର ଏସିଆ ଗସ୍ତ ଅଛି ଓ ଏହି ଗସ୍ତରେ ସେ ଓଡ଼ିଶା, କର୍ଣାଟକ ଓ ଆନ୍ଧ୍ରାର କିଛି WEP ପାର୍ଟନର ମାନଙ୍କୁ ଭେଟିବାର ଯୋଜନା ରଖିଛନ୍ତି । ଭୁବନେଶ୍ୱର ଗସ୍ତରେ ମୁଁ ଏବେ ଯାଏଁ କିସ ଓ କିଟ ବିଶ୍ୱବିଦ୍ୟାଳୟ ସ‌ହିତ ଗୋଟିଏ ମିଟିଙ୍ଗ ରଖିଛି, ନିକୋଲ ୭-୮ ଡିସେମ୍ବରରେ ଭୁବନେଶ୍ୱରରେ ରହିବେ, ଓ ୮ ତାରିଖ ରାତିରେ ଏକ କମ୍ୟୁନିଟି ଡିନର ରଖିବାର ଯୋଜନା କରୁଛି, ଯେଉଁ ଉଇକିଆଳିମାନେ ଭୁବନେଶ୍ୱର ଥିବେ ଏହିଥିରେ ଯୋଗଦେବାକୁ ଅନୁରୋଧ କରୁଛି । ଏହି ଗସ୍ତର ଅଧିକ ବିବରଣୀ ମୁଁ ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ୨ ପୂର୍ବରୁ ଦେବି । --Saileshpat (ମୋ ଆଲୋଚନା) ୨୩:୨୯, ୧୫ ନଭେମ୍ବର ୨୦୧୭ (IST)[reply]

ଏହି କାର୍ଯ୍ୟକ୍ରମଟି ୭ ତାରିଖ ସକାଳ ୧୧ଟା ବେଳେ ଆରମ୍ଭ ହେବ । ପ୍ରଥମେ କିସ୍‌ର ଏକ କର୍ମଶାଳା ହେବ ଓ ୮ ତାରିଖ ଦିନ କୁଳପତିଙ୍କୁ ଭେଟିବାର ଯୋଜନା ଅଛି । --Saileshpat (ମୋ ଆଲୋଚନା) ୧୭:୦୦, ୫ ଡିସେମ୍ବର ୨୦୧୭ (IST)[reply]

ଟ୍ରେନ ଦି ଟ୍ରେନର ୨୦୧୮ ଘୋଷଣା[ସମ୍ପାଦନା]

ନମସ୍କାର,

ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ଆକସେସ ଟୁ ନଲେଜ ପ୍ରୋଗ୍ରାମ (CIS-A2K) ୨୦୧୩ରୁ ଆରମ୍ଭ କରିଥିବା ଉଇକିପିଡ଼ିଆ ଟ୍ରେନ-ଦି-ଟ୍ରେନର ପ୍ରୋଗ୍ରାମ (TTT)ର ପଞ୍ଚମ ସଂସ୍କରଣ ୨୦୧୮ ଜାନୁଆରୀରେ ଆରମ୍ଭ ହେବାକୁ ଯାଉଛି।

ଟିଟିଟି କଣ ?

ଏହାର ମୂଳ ଲକ୍ଷ ହେଲା ବିଭିନ୍ନ ସମୂହ ମଧ୍ୟେ ମୁଖିଆପଣକୁ ଚେତାଇବା ଓ ମୁଖିଆ ତିଆରି କରିବା । ଏହି କର୍ମଶାଳା ବିଷୟରେ ଅଧିକ ଜାଣିବା ପାଇଁ ମେଟା ପୃଷ୍ଠା ଦେଖନ୍ତୁ

କିଏ ଭାଗ ନେଇପାରିବେ?
  • ଭାରତୀୟ ଭାଷାରେ ଥିବା ଯେ କୌଣସି ଉଇକିମିଡ଼ିଆ ପ୍ରକଳ୍ପର ସଚଳ ସଭ୍ଯ।
  • ଉଇକିମିଡ଼ିଆ ପ୍ରକଳ୍ପରେ ୫୦୦ ଏଡିଟ ଥିବା ଉଇକିଆଳିମାନେ।

ଏହି ସନ୍ଦେଶଟି ଆପଣମାନଙ୍କୁ ଆଗାମୀ କାର୍ଯ୍ୟକ୍ରମ ବାବଦେ ଜଣାଇବା ନିମନ୍ତେ । ଏହା ଜାନୁଆରୀ ୨୦୧୮ରେ ମହୀଶୂର, କର୍ଣ୍ଣାଟକରେ ହେବ । ଆମେ ଆପଣମାନଙ୍କଠାରୁ ଆବେଦନ ପାଇଁ ଅନୁରୋଧ କରୁଛୁ । ଏଠାରେ ଆବେଦନ କରନ୍ତୁ ।

କିଛି ଦରକାରୀ ତାରିଖ

୨୦୧୭ ଡିସେମ୍ବର ୮: ଆବେଦନ କରିବାର ଶେଷ ତାରିଖ ୨୦୧୮ ଜାନୁଆରୀ ୨୬- ଜାନୁଆରୀ ୨୮: TTT-୨୦୧୮ କର୍ମଶାଳା

ଆମେ ନିର୍ଘଣ୍ଟ ଏବଂ ଅନ୍ୟାନ୍ୟ ବିଭାଗ ସବୁ ଏବେ ସମ୍ପାଦନା କରୁଛୁ । ଆପଣମାନଙ୍କ ଅଭିମତ ଓ ପରାମର୍ଶ ଏଠାରେ ଜଣାଇପାରିବେ । କିଛି ପ୍ରଶ୍ନ ଥିଲେ tanveer at cis-india.org ଏବଂ tito at cis-india.org ଙ୍କୁ ଇମେଲ ଜରିଆରେ ପଚାରିପାରିବେ । --Saileshpat (ମୋ ଆଲୋଚନା) ୧୧:୦୨, ୧ ଡିସେମ୍ବର ୨୦୧୭ (IST)[reply]

Featured Wikimedian [December 2017][ସମ୍ପାଦନା]

Greetings, on behalf of Wikimedia India, I, Krishna Chaitanya Velaga introduce you to the Featured Wikimedian of the Month for December 2017, Hrishikes Sen.

Hrishikes Sen is one of the most active contributors from the Bengali community. Though he started editing English and Bengali Wikipedia in 2007, he had to take a long break due to professional constraints. Later he started working on Bengali Wikisource from 2012, and ever since, he has been an active contributor, and expanded to English Wikisource as well. With more than 45,000 global edits, he is an admin on English Wikisource.

As a child, Hrishikes always found reading books as a fascinating task. He says that he finds reference books as interesting as mystery novels. That interest, over years motivated him to contribute to Wikisource. The journey and motivation behind his contributions to Wikisource can be read from a post on WMF's blog, Why I contribute to Wikisource?. He says that till date he's been only active online, but he plans to do outreach in the coming future. He hopes that attending the 10th Anniversary Celebratory Workshop of Bengali Wikisource in Kolkata on 10 December may be a harbinger to his future offline activities.

Hrishikes believes that Wikisource will one day emerge as of the top digital libraries in the world, and says that as a store-house for primary and secondary source materials for Wikipedia, the importance of Wikisource is steadily becoming invaluable. Much of his time, Hrishikes spends working around Indian works, with a special focus on the works of Bankim Chandra Chattopadhyay, Jagadish Chandra Bose, and Rabindranath Tagore. Apart from being a proofreader, he uploaded more than 750 books spreading over five languages to Wikimedia Commons.

Hrishikes hails from Kolkata, but is presently based in Lucknow. By profession, he is a doctor serving in paramilitary forces. To his Bengali friends, he welcomes them to contribute to Bengali Wikisource which has more than 676,000 that have completed Optical Character Recognition and are waiting to be proofread.

Nomination can be made at: http://wiki.wikimedia.in/Featured_Wikimedian/Nominations

MediaWiki message delivery (ମୋ ଆଲୋଚନା) ୧୮:୩୯, ୧ ଡିସେମ୍ବର ୨୦୧୭ (IST)[reply]

Train-the-Trainer 2018[ସମ୍ପାଦନା]

Apologies for writing in English, please consider translating the message

Hello,

We are delighted to inform that the Train-the-Trainer (TTT) 2018 programme organised by CIS-A2K will be held from 26-28 January 2018, in Mysore, Karnataka, India.

What is TTT? Train the Trainer or TTT is a residential training program. The program attempts to groom leadership skills among the Indian Wikimedia community (including English) members. Earlier TTT have been conducted in 2013, 2015, 2016 and 2017.

Who should join?

  • An editor who is interested to conduct real-life and online Wiki-events such as outreach, workshop, GLAM, edit-a-thon, photowalk etc.
  • Any active Wikimedian contributing to any Indic language Wikimedia project is eligible to apply.
  • The editor must have 500+ global edits before 1 November 2017
  • Anyone who has already participated in an earlier iteration of TTT, can not apply.

Please learn more about this program and apply to participate or encourage the deserving candidates from your community to do so. -- Titodutta using MediaWiki message delivery (ମୋ ଆଲୋଚନା) ୨୨:୩୩, ୧ ଡିସେମ୍ବର ୨୦୧୭ (IST)[reply]

CIS-A2K Newsletter October 2017[ସମ୍ପାଦନା]

Hello,
CIS-A2K has published their newsletter for the months of October 2017. The edition includes details about these topics:

  • Marathi Wikipedia - Vishwakosh Workshop for Science writers in IUCAA, Pune
  • Bhubaneswar Heritage Edit-a-thon
  • Odia Wikisource anniversary
  • CIS-A2K signs MoU with Telangana Government
  • Indian Women Bureaucrats: Wikipedia Edit-a-thon
  • Interview with Asaf Bartov

Please read the complete newsletter here.
If you want to subscribe/unsubscribe this newsletter, click here. Sent using --MediaWiki message delivery (ମୋ ଆଲୋଚନା) ୧୧:୧୪, ୪ ଡିସେମ୍ବର ୨୦୧୭ (IST)[reply]

CIS-A2K Representative's visit to Bhubaneswar Dec 7 and 8, 2017[ସମ୍ପାଦନା]

Dear Odia Wikimedians,

I would like to bring to your notice that I (Tanveer Hasan, CIS-A2K) will be in Bhubaneswar on 7 and 8th December, 2017 to participate in a series of meetings and facilitate an introductory orientation/workshop along with Ms. Nichole Saad, Program Manager, Wikipedia Education Program, WMF regarding Wikipedia in Education program at KISS, Bhubaneswar.

I request Odia Wikimedians to kindly take part in the meetings and help us build and launch a stable WEP initiative at KISS, Bhubaneswar. Sailesh Patnaik, is coordinating the local logistics and would be glad to help regarding any queries or further details.

Please find below a tentative schedule of this visit: 7 December, 2017:

  • Day long workshop for faculty members about scope, implementation and division of responsibilities of WEP initiative.
  • Orientation program for student volunteers who would be recruited as Campus Ambassadors (volunteer capacity) for conducting WEP at KISS, Bhubaneswar.
  • Review Meeting of previous WEP, course correction and future plan along wit time line.

8th December, 2017:

  • Meeting with VC and senior management of KISS and KIIT University rearding evaluation, MoU and other formal declarations.
  • Meeting with Mr. Pradipta Kumar Mohapatra, IAS, Principal Secretary, School & Mass Education Department, Government of Odisha
  • Meeting with OKCL representative regarding help in digitisation and proof reading

I request Odia Wikimedians to kindly let me know if CIS-A2K as an institution or I can be of any assistance to the cause of Odia Wikimedia projects. Please consider joining us for the workshop and orientation sessions.

Regards, Lahariyaniyathi (ମୋ ଆଲୋଚନା) ୧୯:୩୫, ୪ ଡିସେମ୍ବର ୨୦୧୭ (IST)[reply]

Hi @Tanveer. Thank you for informing us prior to your visit. While is it always good to plan for new projects and discussions. We should also be focusing on what we have achieved in the last years. I was the person who was there on your last two visits. You are very energetic and talk a lot about many projects and ideas but I can barely see a single idea has worked or impacted. This is my personal opinion. A public assessment of these visits and impact report would have been great. An evaluation of the visits and programs would also be great. About the program with KIIT. I think you were aware of another same kind of event that has been with KISS. A simple analysis of the community should be conducted before establishing any kind of MOU or any program. And about meetings. I think you were aware of the prior meeting results. We as local Wikipedians can let the officials understand what good impact on Odia language will reflect. If CIS as in institution want to make an event we as a community don't have any issue but if you are arranging any event, program or meeting in our periphery then we should be well aware, and a good discussion should be made. We can attend the event but please exclude our community while you are making an impact report for Odia Wiki community. --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୦୯, ୫ ଡିସେମ୍ବର ୨୦୧୭ (IST)[reply]
Glad to hear these updates, Tanveer. I have a few questions and comments as the trip looks eventful and many of us in the community might not be aware of prior to this message.
1. Is there any discussion about the MoU with the community? Any evaluation of the earlier interventions?
2. Any public link to the day long workshop? What role the community plays in that?
3. As someone like me who was leading the earlier KISS project and remains a community member, I have observed largely a lot of resistance on collaborating with KISS. Did CIS-A2K engage with the community to understand if they are fine with another collaboration with the same organization? Correct me if I am wrong, I believe the community is going to be involved in the post-MoU activities and it would not be just a collaboration between CIS and KISS. If the latter is the case, I guess I personally have nothing to say. If the former is the case, I would like to oppose this MoU as there is a need for a wider consultation with the community at large before this.
4. Informing the community 3 days prior to the trip gives no room for a community-level discussion and it is practically impossible for the community to even participate.
This approach looks very top-down and irrational. For any new project, there is a need to evaluate the previous interventions that are made in the same line, and to share that with the community publicly. If that is not done, there is no point in informing the community at the 11th hour and ask for participation. However, if plans are made, my personal suggestion would be to not involve the community, and go ahead with the MoU, and also not involve the community in any of the listed activities in the future. The activities could be bilateral between organization with zero participation from the community. Because, without two major aspects—evaluation, and public consensus—there is no point in asking the community for any participation.
Secondly, correct me if I am wrong, I do not yet see a public impact report of the previous trips (unless they were intended for zero community participation and purely bilateral dialogs between organizations). I would like to see a public and centralized place to view such reports (evaluation and impact) or at least public pages and pre engagement evaluation (on the basis of which you conduct the engagement) and post engagement reports citing the impact. These reports do not need to be very long and elaborate but short-reads and specific. Of all things, it also helps in accountability building. Otherwise I am failing to see any value in the previous trips and any value in this one. --ସୁଭାସିସ ପାଣିଘରି (ଆଳାପ) ୧୦:୪୯, ୫ ଡିସେମ୍ବର ୨୦୧୭ (IST)[reply]

Dear User:Jnanaranjan_sahu and Subhashish,

Thanks for your responses and concerns. I would try to address them in this post and in the further follow up updates as well.

As Jnanaranjan Sahu has pointed out many ideas were discussed during the last two visits, some of them did bear fruits. A2K would not want to appropriate any credit for the growth, activity and engagement of Odia Wikimedia projects, but we would like to believe that both in my individual capacity and A2K team member we have contributed at both idea level and implementation of:

  • GLAM activities conducted by Puri Wikimedians
  • Edit-a-thon conducted at Sambad
  • Utkal University Collaboration
  • Structuring the BDA Collaboration and BHEAT...

As long term Indic Wikimedians, I am sure that you are well aware that any form of partnership with Institutions and Government agencies will take considerable amount of time and constant follow-up. A2K might not have been able to successfully close all conversations into successful partnerships. Odisha Knowledge Corporation Limited was one such opportunity that did not progress further despite opening up massive opportunities for digitisation. A2K representative's visits to Bhubaneswar was to help and contextualise events and partnerships that were proposed by the community. While some of these events were successful others did not take off. A2K team takes full responsibility of events that did not materialise despite investing community resources and would like to assure Odia Wikimedians that A2K team would work harder to design and implement successful events.

As far as the upcoming visit is concerned, I would like to clarify a few things:
A2K does not have any intention of drafting, finalising and signing an MoU with either of the institutions during this visit. This visit is to conduct preliminary conversations with the intention of doing a needs assessment from the institution perspective. We have structured this meeting as a workshop (instead of bilateral conversations) as it offers A2K team and WMF representative to give an overview of WEP, engage the faculty members in an activity mode instead of Q&A.

While we would have loved do a retrospective analysis of what went wrong with the earlier edition of WEP at KISS, we could not find any comprehensive documentation, other than event reports and blog entries. Hence we decided to follow the 'Assume Good Faith' principle of Wikimedia universe and start fresh discussions with these institutions. These discussions will not be of 'closed door' nature and will be presented before the community before we enter into formal agreement with participating institution. In-fact it has been a policy of A2K team to sign MoU only after the community has cleared it.

I believe that the following links lead to an IRC chat where institutional partnerships was discussed and the scheduled WEP program was mentioned:

I do agree that these posts could be more descriptive and provide a clearer idea of the scheduled event, we shall make sure that such mistakes do not repeat. I shall be updating on the Odia Wikipedia Village pump the action points and outcomes of these meetings within 7 days of my visit.

Lahariyaniyathi (ମୋ ଆଲୋଚନା) ୧୭:୪୪, ୫ ଡିସେମ୍ବର ୨୦୧୭ (IST) Regards,[reply]

Hi all, As I'm writing my concerns in odia Wikipedia village pump, I would like to write it in odia and requesting the fellow CIS-representative to take this to Mr. Tanveer.

ଉପରେ ଲେଖାଯାଇଥିବା ବିବରଣୀ ରେ ପୁରୀ ଉଇକିଆଳିଙ୍କ ଦ୍ୱାରା କରାଯାଇଥିବା ରଥଯାତ୍ରା ଫୋଟୋ ପ୍ରକଳ୍ପକୁ CIS -A2Kର ରିପୋର୍ଟ ଭାବରେ ଦର୍ଶାଯାଇଛି । ସେ ସମ୍ପର୍କରେ ମୁଁ ଏଠି କିଛି ଜାଣିବାକୁ ଚାହୁଁଛି । ଏହି ପ୍ରକଳ୍ପ ପାଇଁ ମୁଁ ନିଜେ, ମୋର ସହ ଉଇକିଆଳି ଦିନେଶ , ଜଗନ୍ନାଥ ଓ ରାମଚନ୍ଦ୍ର ସ୍ୱଇଚ୍ଛାରେ ସମୟ ଦେଇ କାମ କରିଥିଲୁ । ଏଥିପାଇଁ ଆମକୁ ସେତେବେଳେ CIS -A2K ତରଫରୁ କୌଣସି ପ୍ରକାର ସହାୟତା ଦିଆଯାଇନଥିଲା । ଏପରିକି ଏହି କାମ ପାଇଁ ଆମେ ବ୍ୟକ୍ତିଗତ ଭାବରେ ଅନୁରୋଧ କରିଥିବା କ୍ୟାମେରା ମଧ୍ୟ ସାମୟିକ ଭାବରେ ଆମକୁ ମିଳିନଥିଲା । ତଥାପି ଆମେ ମାନେ ନିଜ ଫୋନରେ ଫୋଟୋ ଓ ଭିଡିଓ କରି ଏହି ପ୍ରକଳ୍ପକୁ ପୂର୍ଣ୍ଣ କରିଥିଲୁ । ମୋର ଜାଣିବା ଭିତରେ, ରଥଯାତ୍ରା ସରିବା ପରେ ମଧ୍ୟ ସେସବୁକୁ କମନ୍ସରେ ଉପଲୋଡ଼ କରିବା ପାଇଁ ଆମେ ମାଗିଥିବା ଇଣ୍ଟରନେଟ ବାବଦରେ ୧୦୦୦ ଟଙ୍କା ଖର୍ଚ୍ଚ ଆମକୁ ବହୁତ ଡେରିରେ ଜଣେ ଉଇକିଆଳିଙ୍କଠାରୁ ମିଳିଥିଲା । ଏଠି ଥରେ ଧନ୍ୟବାଦ ଜଣାଇବି ଶୈଳେଶଙ୍କୁ ଯେ ସିଏ ଆମ କାମପାଇଁ ଗୋଟିଏ ବ୍ଲଗ ଲେଖିଥିଲେ । ଉଇକିଆଳିଙ୍କ ଦ୍ୱାରା କରାଯାଇଥିବା ଏହି ପ୍ରକଳ୍ପଟି ଟିକେ ସବିଶେଷ ବିବରଣୀ ଦେଇପାରିବେ କି ?


Dibyadarsi Nayak (ମୋ ଆଲୋଚନା) ୧୪:୦୭, ୬ ଡିସେମ୍ବର ୨୦୧୭ (IST) Regards,[reply]

 ସମର୍ଥନ[ସମ୍ପାଦନା]

@Dibyadarsi Nayak:, ଦିବ୍ୟ ଏହି ପ୍ରଶ୍ନଟି ରଖିଥିବାରୁ ଧନ୍ୟବାଦ, ଯେହେତୁ ଏହା ଓଡ଼ିଆରେ ଲେଖା ହେଇଛି ସେଥିପାଇଁ ମୁଁ ଏହି ବିଷୟରେ ବିବରଣୀ ଦେଉଛି । ଉଇକି ଲଭ୍ସ ରଥ‌ଯାତ୍ରାଟି ସମ୍ପୁର୍ଣ୍ଣ ଭାବେ ଉଇକିଟୁଙ୍ଗି ପୁରୀର ପ୍ରକଳ୍ପ । ତନଭିର ଆସିବା ପୁର୍ବରୁ ମଧ୍ୟ ଆମେ ଏହି ବିଷୟରେ ଆଗରୁ କଥା ହେଇଥିଲେ, ତେବେ ତନଭିର ଏଠାରେ ଲେଖିଛନ୍ତି କି ତାଙ୍କ ଗ୍ରସ୍ଥ ସମୟରେ ସେ at both idea level and implementation of କିଛି ସ‌ହାୟତା କରିଛନ୍ତି ଓ ଏହା ହେଇଥିଲା, ଆମେ ତନଭିରଙ୍କ ସ‌ହ ମଧ୍ୟ ଏହି ବିଷ‌ୟରେ ଆଲୋଚନା କରିଥିଲେ ଯେଉଁଠି ତନଭିର କିଛି ଉପାୟ ମଧ୍ୟ ଜଣାଇଥିଲେ ଏହି ପ୍ରକଳ୍ପଟିକୁ ଆରମ୍ଭ କରିବା ପାଇଁ । କୌଣସି ମତେ ଏହି ପ୍ରକଳ୍ପର implementationରେ ସିଆଇଏସ ଶ୍ରେୟ ନେଉଛି, ଓ ଯଦି ପୁରୀ ଟୁଙ୍ଗି ଏହା ଭାବୁଛି ତାହାଲେ ଆମେ କ୍ଷମା ମାଗୁଛୁ ଓ ଅନ୍ୟ କୌଣସି ପ୍ରକଳ୍ପରେ ଯଦି କିଛି ସାହାୟତା ଦରକାର ତେବେ ଜଣେଇବ । ଆଉ କ୍ୟାମେରାର କଥା, ମୁଁ ମଧ୍ୟ ସେହି ସମୟରେ ଓଡ଼ିଶାରେ ନଥିଲି ଜୁନ ୨ୟ ସପ୍ତାହରେ TTT-MWT ଓ ପରେ ଉଇକିମାନିଆ ପାଇଁ ଯାଇଥିଲି ସେଥିପାଇଁ କ୍ୟାମେରା ଦେବା ମଧ୍ୟ ସମ୍ଭବ ହେଇପାରିନଥିଲା । ଇଣ୍ଟରନେଟ ପାଇଁ ଯେଉଁ ଟଙ୍କା ପୁରୀ ଟୁଙ୍ଗିକୁ ମିଳିଥିଲା, ସେହି ଟଙ୍କା ନବକଳେବର ଗଣସମ୍ପାଦନା ପାଇଁ ଓଡ଼ିଆ କମ୍ୟୁନିଟିର ସଦସ୍ୟଙ୍କୁ ସିଆଇଏସଠାରୁ ମିଳିଥିଲା, ପରେ ଯେତେବେଳେ ସେହି ଟଙ୍କାଟି ଦିଆଯିବ ବୋଲି କୁହାଯାଇଥିଲା ସେଥିପାଇଁ ମୁଁ ଏଟାକୁ ଆଉ ଆଗକୁ ନେଇ ନଥିଲି । ଆଶା କରୁଛି ମୁଁ ତମର କିଛି ପ୍ରଶ୍ନର ଉତ୍ତର ଦେଇପାରିଛି ଓ ଯାହା ଭୁଲ ହେଇଛି ସେଇଟା ସୁଧାରିବାକୁ ଚେଷ୍ଟା କରିବୁ । ଧନ୍ୟବାଦ-- Saileshpat (ମୋ ଆଲୋଚନା) ୧୮:୩୧, ୬ ଡିସେମ୍ବର ୨୦୧୭ (IST)[reply]
Thanks @Tanveer for clarifying some of the aspects in such a short time -- appreciate that. However some of my concerns still remain unanswered:
* How the community can asynchronously check the status of institutional partnership-related discussions without asking about them here every time? I already see a page that might be a good place to document before and after meeting comments so that the concerned community can check. The problem is we are not going to ask every time you folks visit and would remain clueless. That will probably lead to more mistrust.
* When I agree that institutional partnerships take time to bear fruits, and many do not even go beyond the first couple of meetings, the community deserves to have a clear sense of the status. It is important to have the assessment of the partners to make a better judgement whichever stakeholder (community, CIS-A2K) approaches the same institution again.
  • Also, it is important to know what the community has to say while approaching a partner with which there is some history. Here in the case of KISS, I have personally heard many voices against working with them again. My question to you is have you considered those voices or tried to consult the community before approaching KISS/KIIT again? As it is not possible to go back in times to fix these, there is still scope to do that. Maybe your interaction during this intervention can help bring some insights from you if one such discussion shapes for consulting the community.
I like the frankness in your answer when you mentioned that the earlier interventions did not lead to anything substantial. Is there any specific learning that can be helpful both for you and for the community? Sailesh is often super eager to start many campaigns and programs. Many of us have told him time and again, and I would like to share the same here. Over time, we have learned that the number of events, the substantial growth because of one event matter less than the quality. So, if one event/activity/partnership can be a complete one with some research and assessment (particularly the risk assessment) before the interventions, and evaluation of the work post-activity, that would be more valuable than multiple partnerships with no clear sense of the impact. I have personally made this mistake many a times and would like to request to no go in the same path. Cheers! --ସୁଭାସିସ ପାଣିଘରି (ଆଳାପ) ୧୧:୩୫, ୮ ଡିସେମ୍ବର ୨୦୧୭ (IST)[reply]

Dear User:Psubhashish,

Apologies for not responding earlier,

We will update the page so that communities can keep track of development of institutional partnerships. Additionally, I would like to clarify that our 'earlier interventions did not lead to anything substantial' is a misleading statement. As, I have mentioned earlier, we have worked closely for many events and have also helped in designing some of the interventions.

I am grateful for your suggestion regarding the needs assessment and risk analysis before committing to a bilateral activity. We will also be mindful of your suggestion regarding initiating new activities and evaluation of completed activities.

Regards, Lahariyaniyathi (ମୋ ଆଲୋଚନା) ୧୫:୩୪, ୧୩ ଡିସେମ୍ବର ୨୦୧୭ (IST)[reply]


Supporting Indian Language Wikipedias Program: Needs Assessment Survey[ସମ୍ପାଦନା]

Please translate this message if possible

Hello,
We are extremely delighted to inform that the Wikimedia Foundation and CIS-A2K have come together in a partnership with Google to launch a pilot project Supporting Indian Language Wikipedias Program to address local online knowledge content gaps in India. In order to engage and support active Wikipedia volunteers to produce valuable new content in local Indian languages, we are conducting a needs assessment survey. The aim of this survey is to understand the needs of the Indic Wikimedia community and ascertaining their infrastructure requirements that we can fulfill during the course of this project.

Please help us by participating in the survey here.

Your opinion will help to make the program better. Kindly share this survey across your communities, user groups and network of fellow Indic Wikimedians. -- m:User:Titodutta, sent using MediaWiki message delivery (ମୋ ଆଲୋଚନା) ୧୪:୨୧, ୮ ଡିସେମ୍ବର ୨୦୧୭ (IST)[reply]

  • ମେଟାରେ ଏହି ପ୍ରକଳ୍ପ ପାଇଁ କରାଯାଇଥିବା ପୃଷ୍ଠାରେ ଓଡ଼ିଆ ଉଇକି ତରଫରୁ ମୁଁ ସମର୍ଥନ ଜଣାଇ ଓଡ଼ିଆ ଉଇକିଆଳିଙ୍କ କଥାଟି ଲେଖିଛି । [[୧]] ପରୀକ୍ଷା ଆଉ କାମ ଭିତରେ ଏଇ କଥାଟି ଆଲୋଚନା ସଭାରେ ଲେଖିବା ମୁଣ୍ଡରୁ ବହାରିଯାଇଥିଲା । ବିଳମ୍ବରେ ଲେଖିବାରୁ କ୍ଷମା ପ୍ରାର୍ଥନା କରୁଛି । ମେଟା ପୃଷ୍ଠାଟି ଦେଖି କିଛି ମୋର କିଛି ଭୁଲ ରହୁଥିଲେ ଜଣେଇବାକୁ ଅନୁରୋଧ କରୁଛି । --Chinmayee Mishra (ମୋ ଆଲୋଚନା) ୧୩:୩୭, ୨୮ ଡିସେମ୍ବର ୨୦୧୭ (IST)[reply]

ଉଇକିମାନିଆ ୨୦୧୮ ବିଷୟରେ[ସମ୍ପାଦନା]

ବର୍ତ୍ତମାନ ୨୦୧୭ ସରି ଆସିଲାଣି । ପ୍ରଥମେ ସଭିଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଉଛି । ଏ ଭିତରେ ୨୦୧୮ ମସିହାର ଉଇକିମାନିଆ ସମ୍ମିଳନୀ ପାଇଁ ଦରଖାସ୍ତ ଦେବାର ତାରିଖ ଆରମ୍ଭ ହୋଇଗଲାଣି । ମେଟାରେ [[୨]] ଏହାର ସବିଶେଷ ବିବରଣୀ ପାଇ ପାରିବେ । ଯେଉଁ ଉଇକିଆଳିମାନେ ଏଠାରେ ଯୋଗ ଦେବାକୁ ଚାହୁଁଛନ୍ତି ନିର୍ଦ୍ଧାରିତ ଶେଷ ତାରିଖ ଆଗରୁ ଦରଖାସ୍ତ ଦେବାକୁ ଅନୁରୋଧ [[୩]] । ଅଶାକରୁଛି ଆଗାମୀ ବର୍ଷଟି ଆପଣମାନଙ୍କ ପାଇଁ ମଙ୍ଗଳମୟ ହେଉ ।--Chinmayee Mishra (ମୋ ଆଲୋଚନା) ୧୪:୦୭, ୨୮ ଡିସେମ୍ବର ୨୦୧୭ (IST)[reply]

ଦୁଇଟି ପ୍ରଚ୍ଛନ୍ନ ବ୍ୟବହାରକାରୀ ନାମରୁ ସମ୍ଭାବିତ ପ୍ରଚାର[ସମ୍ପାଦନା]

ବିଗତ ଦୁଇବର୍ଷ ଭିତରେ ବ୍ୟବହାରକାରୀ:Mamali pandaବ୍ୟବହାରକାରୀ:ଓଡିଆଙ୍କ ଦ୍ୱାରା କେବଳ ଦୁଇଟି ପ୍ରସଙ୍ଗରେ ସମ୍ପାଦନା କରାଯାଇଛି:

ପ୍ରଥମ ପ୍ରସଙ୍ଗଟି ଏକ ପ୍ରକାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଲେଖାହେବା ଭଳି ହୋଇଥିବା ବେଳେ ଦ୍ୱିତୀୟ ପ୍ରସଙ୍ଗରେ ସୁବ୍ରତ କୁମାର ପୃଷ୍ଟି ୨୦ ଥର ବ୍ୟବହାର ହୋଇଛି । ସାଧାରଣରେ ଜଣା ଓଡ଼ିଆ ଭାଷା ଆନ୍ଦୋଳନ ୧୯୩୬ରେ ଓଡ଼ିଶା ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ନିଭାଇଥିଲା ଓ ଏଥିରେ ମଧୁସୂଦନ ଦାସଙ୍କର ଗୁରୁଦାୟିତ୍ୱ ଥିଲା । କିନ୍ତୁ ମଧୁସୂଦନ ଦାସଙ୍କ ନାମ କେବଳ ୬ଥର ଥିବା ବେଳେ ୧୯୭୬ରେ ଜନ୍ମିତ ଜଣେ ବ୍ୟକ୍ତିଙ୍କ ବାବଦରେ ୨୦ ଥର ଉଲ୍ଲେଖ ହେବା ଓ ବିଶେଷ କରି ତାହା ମଧ୍ୟ କେବଳ ୨ଟି ବ୍ୟବହାରକାରୀଙ୍କ ଦ୍ୱାରା ଯୋଡ଼ାଯିବା ସନ୍ଦେହଜନକ । ଅଧିକନ୍ତୁ ବ୍ୟବହାରକାରୀ:Mamali pandaଙ୍କ ଦ୍ୱାରା ଇଂରାଜୀ ଉଇକିପିଡ଼ିଆରେ ମଧ୍ୟ ପାଖାପାଖି ସବୁ ସମ୍ପାଦନା ସୁବ୍ରତ ପୃଷ୍ଟିଙ୍କ ବାବଦରେ । ଏଣୁ ଏ ଦୁଇଟି ବ୍ୟବହାରକାରୀଙ୍କୁ ଉଲ୍ଲିଖିତ ପ୍ରସଙ୍ଗ ଓ ସେଥି ସହ ସମ୍ବନ୍ଧିତ ପ୍ରସଙ୍ଗରେ ସମ୍ପାଦନା ନ କରିବା ପାଇଁ ସୂଚନା ଦେବା ପାଇଁ, ତଥା ସେମାନଙ୍କ ଦେଇ ଯୋଡ଼ାଯାଇଥିବା ଅଦରକାରୀ ତଥ୍ୟକୁ ସମ୍ପୂର୍ଣ୍ଣ ରୂପେ କାଢ଼ିବା ପାଇଁ ମୁଁ ବାକିମାନଙ୍କ ମତ ଆବେଦନ କରୁଛି । ଯଦି ୧୫ ଦିନ ଭିତରେ କୌଣସି ଉଇକିଆଳି ଏହାକୁ ବିରୋଧ ନ କରନ୍ତି ପରିଚାଳକ ବା ଅନ୍ୟ କୌଣସି ଉଇକିଆଳି ଏହି ଦୁଇ ବ୍ୟବହାରକାରୀଙ୍କ ଦ୍ୱାରା ଯୋଡ଼ାଯାଇଥିବା ସମସ୍ତ ତଥ୍ୟ କାଢ଼ିପାରିବେ । --ସୁଭାସିସ ପାଣିଘରି (ଆଳାପ) ୧୯:୧୪, ୨୯ ଡିସେମ୍ବର ୨୦୧୭ (IST)[reply]

ସୁବ୍ରତ କୁମାର ପୃଷ୍ଟି ପ୍ରସଙ୍ଗଟି ଲିଭାଇଦିଆଗଲା । ଏହି ପୃଷ୍ଠାର ଲିଭା ଇତିହାସ ଏଠାରୁ ଦେଖିପାରିବେ । --ସୁଭାସିସ ପାଣିଘରି (ଆଳାପ) ୨୨:୩୩, ୧୨ ଫେବୃଆରୀ ୨୦୧୮ (IST)[reply]

ଟିଟିଟି ୨୦୧୮[ସମ୍ପାଦନା]

ଏହି ବର୍ଷ ଜାନୁଆରୀ ୨୬-୨୮ ଦିନଗୁଡ଼ିକରେ କର୍ଣ୍ଣାଟକର ମହୀଶୂରଠାରେ ଟିଟିଟି ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ୩ ଜଣଙ୍କୁ ସୁଯୋଗ ମିଳିଛି :

  1. ସଙ୍ଗ୍ରାମ କେଶରୀ ସେନାପତି
  2. ଅଲିଭା ସାହୁ
  3. ପ୍ରତୀକ ପଟ୍ଟନାୟକ

ଆମକୁ ଏହି ସୁଯୋଗ ମିଳିଥିବାରୁ କୃତଜ୍ଞ । ହେଲେ କାର୍ଯ୍ୟକ୍ରମରେ ଭାଗ ନେଇ ଯେପରି ଓଡ଼ିଆ ଉଇକିପିଡ଼ିଆର ଉନ୍ନତି ସାଧିତ ହେବ ତାହା ମୂଳ ଲକ୍ଷ୍ୟ । ଓଡ଼ିଆ ଉଇକିଆଳିଙ୍କୁ ଅନୁରୋଧ ସେହି ନିମନ୍ତେ ଆମକୁ ନିଜ ମୂଲ୍ୟବାନ ମତାମତ ଦେବେ । କାର୍ଯ୍ୟକ୍ରମର ପରିସମାପ୍ତି ପରେ ପୁଣିଥରେ ଏଠାରେ ଘଟଣାବଳୀ ଓ ଶିକ୍ଷା ଆଦି ବିଷୟରେ ଉଲ୍ଲେଖ କରିବୁଁ । - ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା)

  • ପ୍ରଥମେ ଅଭିନନ୍ଦନ ତୁମ ତିନିଙ୍କୁ TTT ପାଇଁ । ବିଭିନ୍ନ ଉଇକି ପ୍ରକଳ୍ପ ପାଇଁ ନିଜର ମୂଲ୍ୟବାନ ସମୟ ଓ ଅବଦାନ ପାଇଁ ଅଶେଷ ଧନ୍ୟବାଦ । ମୋ ମତରେ ଯିବା ଆଗରୁ ଆମ କମ୍ୟୁନିଟିରେ ଯାହା ସବୁ କାମ ହୋଇଛି ସେସବୁ ଏବଂ ଆଗକୁ କଣ ସବୁ ପ୍ରକଳ୍ପ କରିବାରେ ଆପଣ ମାନେ ଉତ୍ସୁକ ଅଛନ୍ତି ସେ ବିଷୟରେ କିଛି ଧାରଣା ନେଇଯିବା ଭଲ ହେବ । ସେଠି ଅଲଗା କମ୍ୟୁନିଟି ଲୋକଙ୍କ ସହିତ ବି ମିଶିବାର ସୁଯୋଗ ମିଳିବ , ସେ ଦୃଷ୍ଟିରୁ ସେମାନେ ମଧ୍ୟ କଣ ସବୁ ଭଲ କାମ କରିଛନ୍ତି କିଛି ଆଇଡ଼ିଆ ପାଇପାରିବ । ତିନିହେଁ ଭଲରେ ଯାଇ ଭଲରେ ଆସ । ଓଡ଼ିଆ ଉଇକିକୁ ଆଗେଇ ନିଅ । ଶୁଭେଚ୍ଛା -Chinmayee Mishra (ମୋ ଆଲୋଚନା) ୧୫:୧୭, ୧୦ ଜାନୁଆରୀ ୨୦୧୮ (IST)[reply]
  • ଏହି ସୁଯୋଗ ପାଇଁ CIS କୁ ଧନ୍ୟବାଦ । ସେଠି କିଛି ନୂତନ ଜିନିଷ ଶିଖିବାକୁ ମିଳିଲା । ମୋତେ ବେଶି ଭଲ ଲାଗିଲା ଉଇକିଡାଟା ର ପ୍ରୋଗ୍ରାମ । ସେଥିରେ ଆମ୍ଭମାନଙ୍କ ଗ୍ରୁପ କୁ ଉଇକିଡାଟା ଉପରର କାର୍ଯ୍ୟ କରିବାକୁ ଦିଆଯାଇଥିଲା । ସେଥିରୁ ମତେ ବହୁ କିଛି ଅନୁଭୂତି ମିଳିଲା । ଏଜୁକେସନ ପ୍ରୋଗ୍ରାମ କରିବା ପାଇଁ କିଛି ନୂତନ ଜିନିଷ ଶିଖିବାକୁ ମିଳିଲା । ଏବେ ନିଜେ କିଛି ଏଡିଟ-ଆ-ଥୋନ ର ସଙ୍ଗଠନ କରିପାରିବି । ଧନ୍ୟବାଦ --Aliva Sahoo (ମୋ ଆଲୋଚନା) ୨୧:୪୧, ୯ ଫେବୃଆରୀ ୨୦୧୮ (IST)[reply]

Wikigraphists Bootcamp (2018 India)[ସମ୍ପାଦନା]

Greetings,

It is being planned to organize Wikigraphists Bootcamp in India, please fill out the survey form to help the organizers. Your responses will help organizers understand what level of demand there is for the event (how many people in your community think it is important that the event happens). At the end of the day, the participants will turn out to have knowledge to create drawings, illustrations, diagrams, maps, graphs, bar charts etc. and get to know to how to tune the images to meet the QI and FP criteria. For more information and link to survey form, please visit Talk:Wikigraphists Bootcamp (2018 India). MediaWiki message delivery (ମୋ ଆଲୋଚନା) ୧୮:୧୩, ୧୫ ଜାନୁଆରୀ ୨୦୧୮ (IST)[reply]

Wikigraphists Bootcamp Survey Reminder[ସମ୍ପାଦନା]

Greetings,

As it has already been notified about Wikigraphists Bootcamp in India, for training related to creation drawings, illustrations, diagrams, maps, graphs, bar charts etc. and to tune the images to meet the QI and FP criteria, please fill the survey form linked from Talk:Wikigraphists Bootcamp (2018 India). It'll help the organizers to assess the needs of the community, and plan accordingly. Please ignore if already done. Krishna Chaitanya Velaga ୦୮:୩୩, ୨୧ ଜାନୁଆରୀ ୨୦୧୮ (IST)[reply]

ଜୁଲାଇ ୨୦୧୭ରୁ ଡିସେମ୍ବର ୨୦୧୭ଯାଏଁ ହେଇଥିବା କାମ ।[ସମ୍ପାଦନା]

ନମସ୍କାର, ଗତ ୬ମାସ ଭିତରେ A2K ଓଡ଼ିଆ ଉଇକିଆଳିଙ୍କ ସ‌ହ ମିଶି କରିଥିବା କାମ ଏଠାରେ ଦେଖିପାରିବେ । ଏହି ସମୟରେ ଆମେ ବ‌ହୁତ କମ କର୍ମଶାଳା କରିଥିବାରୁ A2Kର ବଜେଟରୁ କିଛି ଅଂଶ ବଳକା ଅଛି, ଯଦି ଆଗାମି ୬ମାସରେ ଆପଣଙ୍କ ପାଖରେ କିଛି ଯୋଜନା ଅଛି କିମ୍ବା ଆପଣ କିଛି ପ୍ରକଳ୍ପ ଉପରେ କାମ କରିବାକୁ ଚାହାନ୍ତି, ନିଜର ମତାମତ ଏଠି ଦେଇପାରିବେ । ଧନ୍ୟବାଦ --Sailesh (CIS-A2K) (ମୋ ଆଲୋଚନା) ୧୮:୩୮, ୨୯ ଜାନୁଆରୀ ୨୦୧୮ (IST)[reply]

ମୁଖ୍ୟତଃ ଆମେ କେବଳ ଭୁବନେଶ୍ୱରର ମନ୍ଦିରଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେଉଛେ । କିନ୍ତୁ ଅନ୍ୟାନ୍ୟ ଜିଲ୍ଲାରେ ବି ମନ୍ଦିର ଅଛି, ଏମିତିକି କିଛି ପୁରାତନ ମନ୍ଦିର ବି ଅଛି । ଯଦି ଆମେ ସେହି ସବୁ ମନ୍ଦିରଗୁଡ଼ିକର ଫଟୋ ଆଣିପାରନ୍ତେ ବ‌ହୁତ ଭଲ ହୁଅନ୍ତା । ଯେମିତି ଫଟୋ ଚ୍ୟାଲେଞ୍ଜ ସବୁ ହେଉଛି ଆମେ ସେମିତି ଛୋଟ କାମଟିଏ କରିପାରନ୍ତେ । ଫଳରେ କିଛି ବାହାର ଲୋକ ବି ଏଇଥିରେ ଫଟୋ ଉଠାଇ କମନ୍ସରେ ଅପ୍‌ଲୋଡ୍ କରିବେ । ଆଉ ସେଥିପାଇଁ କିଛି ଗୋଟେ ଛୋଟ ପୁରସ୍କାର ରଖିଦେଲେ ଅଧିକ ଲୋକ ବି ଭାଗ ନେବେ । ଏହା ମୋର ବ୍ୟକ୍ତିଗତ ମତ । ଯଦି ଆଉ କେହି କିଛି ଅଲଗା କାମ ପାଇଁ ଚାହିଁବେ ତେବେ କରିପାରିବା । --ଗପୁ (ମୋ ଆଲୋଚନା) ୧୨:୧୦, ୩୦ ଜାନୁଆରୀ ୨୦୧୮ (IST)[reply]
ରିପୋର୍ଟଟା ବଢ଼ିଆ ହେଇଛି ଶୈଳେଶ । ପାରିବ ଯଦି ତାକୁ ଓଡ଼ିଆରେ ଅନୁବାଦ କରି ସେଇ ପୃଷ୍ଠାରେ ବା ଏଇଠି ଓଡ଼ିଆ ଉଇକିପିଡ଼ିଆରେ ପ୍ରକାଶ କର ଆଉ ଉଇକିମିଡ଼ିଆ ବ୍ଲଗରେ ବି ପ୍ରକାଶ କରିବାକୁ ଚେଷ୍ଟା କର । ଫଳରେ ଅନ୍ୟାନ୍ୟ ଉଇକିଆଳି ବି ଓଡ଼ିଆ ଉଇକିମିଡ଼ିଆ ସଂଘରେ କଣ କଣ କାମ ହେଉଛି ସେ ବାବଦରେ ଜାଣିପାରିବେ । ଓଡ଼ିଆ ଅନୁବାଦ କରୁଛ ଯଦି ସମ୍ପୂର୍ଣ୍ଣ ରିପୋର୍ଟଟି ଆମ ମେଲିଂ ଲିଷ୍ଟକୁ ବି ପଠେଇପାରିବ । ସେ ପୂରାପୂରି ନୀରବିଯାଇଛି । --ସୁଭାସିସ ପାଣିଘରି (ଆଳାପ) ୧୦:୨୭, ୨୧ ଫେବୃଆରୀ ୨୦୧୮ (IST)[reply]

ମାତୃଭାଷା ଦିବସ ଉପଲକ୍ଷେ ଆଧାର ଗଣସମ୍ପାଦନା[ସମ୍ପାଦନା]

ଆଗାମୀ ଫେବ୍ରୁୟାରୀ ୨୧ରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ମୁଁ ଓଡ଼ିଆ ଉଇକିପିଡ଼ିଆର ଲେଖା ଗୁଡିକୁ ଉନ୍ନତ କରିବା ଉପଲକ୍ଷେ ଆଧାର ଗଣସମ୍ପାଦନାର ପ୍ରସ୍ତାବ ଦେଉଛି । ବର୍ତ୍ତମାନ ଆମ ଉଇକିପିଡ଼ିଆରେ ଗୁଡ଼ାଏ ଲେଖା ଅଛି ଯେଉଁଥିରେ ଗୋଟିଏ ହେଲେ ମଧ୍ୟ ଆଧାର ନାହିଁ, ସେହି ଲେଖା ଗୁଡ଼ିକରେ ରେ ଆଧାର ଯୋଡ଼ିବାର ଏହା ଗୋଟେ ପ୍ରୟାସ । ଏକ ପାଇଲଟ ପ୍ରକଳ୍ପ ଭାବେ ମୁଁ ଏକ ସପ୍ତାହ ପାଇଁ ଏହି ଗଣସମ୍ପାଦନର କରିବାକୁ ଭାବୁଛି । ଦୟାକରି ନିଜ ମତ ଦିଅନ୍ତୁ । ଧନ୍ୟବାଦ --Saileshpat (ମୋ ଆଲୋଚନା) ୧୬:୪୫, ୯ ଫେବୃଆରୀ ୨୦୧୮ (IST)[reply]

 ସମର୍ଥନ[ସମ୍ପାଦନା]

  1. ମୁଁ ଏକମତ --Aliva Sahoo (ମୋ ଆଲୋଚନା) ୨୧:୩୨, ୯ ଫେବୃଆରୀ ୨୦୧୮ (IST)[reply]
  2. ଗପୁ (ମୋ ଆଲୋଚନା) ୦୦:୨୪, ୧୦ ଫେବୃଆରୀ ୨୦୧୮ (IST)[reply]
  3. ନିଷ୍ଠାରଞ୍ଜନଦାଶମୋ ଆଲୋଚନା ୦୦:୫୨, ୧୦ ଫେବୃଆରୀ ୨୦୧୮ (IST)[reply]
  4. ସତ୍ୟଜିତ୍ ନାୟକ (ମୋ ଆଲୋଚନା) ୧୮:୨୮, ୧୦ ଫେବୃଆରୀ ୨୦୧୮ (IST)[reply]
  5. ସହମତ--Chinmayee Mishra (ମୋ ଆଲୋଚନା) ୧୫:୦୦, ୧୫ ଫେବୃଆରୀ ୨୦୧୮ (IST)[reply]
  6.  ସମର୍ଥନ । ବହୁତ ଆବଶ୍ୟକ । କେବେଠୁ ଆରମ୍ଭ କରାଯିବ ଲେଖିବାକୁ ଅନୁରୋଧ । ଆଧାର ନଥିବା ବା ଅନପୋଯୁକ୍ତ ଆଧାରଥିବା ପ୍ରସଙ୍ଗ ତାଲିକାଟିଏ ମିଳିବ କି ! ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୭:୦୭, ୧୫ ଫେବୃଆରୀ ୨୦୧୮ (IST)[reply]
    ପ୍ରିତି ଭାଇ, ଆମେ ୨୧ ଫେବୃଆରୀରୁ ଆରମ୍ଭ କରିବା ଏହି ପ୍ରକଳ୍ପଟି, ମୁଁ ତାଲିକାଟି ୨୦ ତାରିଖ ସୁଧା ଯୋଗେଇଦେବି । ପ୍ରକଳ୍ପଟି ପାଇଁ ଇଚ୍ଛା ଦେଖେଇଥିବାରୁ ଧନ୍ୟବାଦ! --Saileshpat (ମୋ ଆଲୋଚନା) ୦୦:୧୫, ୧୮ ଫେବୃଆରୀ ୨୦୧୮ (IST)[reply]
  7.  ସମର୍ଥନ @Saileshpat: ତାଲିକା ଲିଙ୍କଟି ବି ଏଇଠି ଦେଇଦିଅ । --ସୁଭାସିସ ପାଣିଘରି (ଆଳାପ) ୧୦:୨୪, ୨୧ ଫେବୃଆରୀ ୨୦୧୮ (IST)[reply]

 ବିରୋଧ[ସମ୍ପାଦନା]

ଭିନ୍ନ ମତ[ସମ୍ପାଦନା]

International Mother Langage Day and Open Data Day Wikidata Edit-a-thon[ସମ୍ପାଦନା]

Please translate the message to your language, if applicable

Hello,
We are happy to inform you that a national level Wikidata editing campaign "IMLD-ODD 2018 Wikidata India Edit-a-thon" on content related to India is being organized from from 21 February 2018 to 3 March 2018. This edit-a-thon marks International Mother Language Day and Open Data Day.

Please learn more about this event: here.
Please consider participating in the event, by joining here.
You may get a list of suggested items to work on here.

Please let us know if you have question. -- Titodutta using MediaWiki message delivery (ମୋ ଆଲୋଚନା) ୧୨:୪୨, ୨୧ ଫେବୃଆରୀ ୨୦୧୮ (IST)[reply]