ଉଇକିପିଡ଼ିଆ:ପରମ ବୀର ଚକ୍ର ଗଣସମ୍ପାଦନା

ଉଇକିପିଡ଼ିଆ‌ରୁ
ଗଢ଼ାଯାଇଥିବା ପ୍ରସଙ୍ଗ ସଂଖ୍ୟା
୨୨

ପରମ ବୀର ଚକ୍ର ହେଉଚି ସର୍ବୋଚ୍ଚ ଭାରତୀୟ ସେନା ସମ୍ମାନ, ଯାହାକି ଯୁଦ୍ଧ ଭୂମିରେ ଶତ୍ରୁ ସମ୍ମୁଖରେ ସର୍ବୋତ୍ତମ ସାହସ ଓ ବୀରତ୍ୱ ପ୍ରଦର୍ଶନକାରୀଙ୍କୁ ମିଳିଥାଏ । ଆଜି ପର୍ଯ୍ୟନ୍ତ ଏହି ପଦକ ୨୧ ଜଣଙ୍କୁ ମିଳିଛି । ସେମାନଙ୍କ ଭିତରୁ ୧୪ ଜଣ ମରଣୋତ୍ତର ଏହି ସମ୍ମାନରେ ବିଭୂଷିତ ହୋଇଛନ୍ତି ।

ପରମ ବୀର ଚକ୍ର ଗଣସମ୍ପାଦନା ହେଉଛି ଓଡ଼ିଆ ଉଇକିମିଡ଼ିଆନସ୍ ଇଉଜର୍ ଗ୍ରୁପ୍ ଦ୍ୱାରା ଆୟୋଜିତ ଏକ ଲିଖନ ପ୍ରତିଯୋଗିତା, ଯେଉଁଥିରେ ଓଡ଼ିଆ ଉଇକିପିଡ଼ିଆରେ ଏହି ସମ୍ମାନରେ ସମ୍ମାନିତ ସୈନିକଙ୍କ ବିଷୟରେ ପ୍ରସଙ୍ଗ ଗଢ଼ାଯିବ (ଇଂରାଜୀରୁ ଅନୁବାଦ ହୋଇପାରିବ) ।

ସମୟସୀମା[ସମ୍ପାଦନା]

୧୫ ସେପ୍ଟେମ୍ବର ୨୦୨୩ - ୨୦ ସେପ୍ଟେମ୍ବର ୨୦୨୩

ନିୟମାବଳୀ[ସମ୍ପାଦନା]

  • ଏହି ଗଣ-ସମ୍ପାଦନାରେ ପରମ ବୀର ଚକ୍ର ପୁରସ୍କାର ସମ୍ମାନ ପାଇଥିବା ସୈନିକ ଓ ଆୟୋଜକଙ୍କ ବିଷୟରେ ପ୍ରସଙ୍ଗ ତିଆରି କରିପାରିବେ ।
  • ଏହି ତାଲିକାରୁ ପ୍ରସଙ୍ଗ ବାଛିପାରିବେ ।
  • ପ୍ରସଙ୍ଗଗୁଡ଼ିକ ଇଂରାଜୀ ବା ଅନ୍ୟ ଭାଷାର ଉଇକିପିଡ଼ିଆରୁ ଓଡ଼ିଆକୁ ଅନୁବାଦ କରିପାରିବେ ।
  • ନୂଆ ପ୍ରସଙ୍ଗ ଗଢ଼ୁଥିଲେ ପ୍ରସଙ୍ଗରେ ୨ ବା ତହିଁରୁ ଅଧିକ ବିଭାଗ ରଖିବେ । ପ୍ରତି ବିଭାଗରେ ନିହାତି ଆବଶ୍ୟକ ତଥ୍ୟ ଦେବେ । ଅତି କମରେ ୫-୧୦ଟି ବାକ୍ୟ ରହିବା ବିଧେୟ ।


ନିୟମାବଳୀ ବିଷୟରେ ଅଧିକ ଜାଣନ୍ତୁ

ଯୋଗାଯୋଗ[ସମ୍ପାଦନା]

ପ୍ରସଙ୍ଗ ଯୋଡ଼ନ୍ତୁ[ସମ୍ପାଦନା]

ନୂଆ ପ୍ରସଙ୍ଗ ଗଢ଼ିବା ବା ପୁରୁଣା ପ୍ରସଙ୍ଗକୁ ଉନ୍ନତ କରିବା ପରେ ତାକୁ ତଳ ନିଜ ଅବଦାନ ଯୋଡ଼ନ୍ତୁ ବଟନ୍‌ରେ କ୍ଲିକ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ ।