Jump to content

ଉଇକିପିଡ଼ିଆ:ଆଲୋଚନା ସଭା/Flow ଉପରେ ବିଷୟ

Jnanaranjan sahu (ଆଲୋଚନାଅବଦାନ)

ନମସ୍କାର

ମିଡ଼ିଆୱିକି ଡିଭେଲପର ୟୁଜର ଗ୍ରୁପ୍ (IMDUG) ଡିସେମ୍ବରରେ ଭୁବନେଶ୍ୱରରେ ଏକ ହ୍ୟାକାଥନ ଆୟୋଜନ କରୁଛନ୍ତି। ସେମାନେ ଏହାରେ ସ୍ଥାନୀୟ ଓଡ଼ିଆ ୱିକି ୟୁଜର ଗ୍ରୁପ ସହିତ ସହଯୋଗ କରିବାରେ ରୁଚି ଦେଖାଇଛନ୍ତି। ମୁଁ ମଧ୍ୟ ଏହି କାର୍ଯ୍ୟକ୍ରମରେ IMDUG ର ପ୍ରତିନିଧିତ୍ୱ କରିବି।

ଦୟାକରି ଆପଣମାନଙ୍କର ମତାମତ ଦିଅନ୍ତୁ ଏବଂ ଯଦି ରୁଚି ଅଛି, ତାହା ଜଣାନ୍ତୁ। ଭାଗ ନେବା, ଭୂମିକା ଏବଂ ଦାୟିତ୍ୱ ନିର୍ଦ୍ଧାରିତ କରିବା ପାଇଁ ଆଗକୁ ଆଲୋଚନା କରାଯିବ। ଏକ ସଫଳ ସହଯୋଗ ପାଇଁ ଆଶା କରୁଛି

Ssgapu22 (ଆଲୋଚନାଅବଦାନ)

ବହୁତ ଭଲ କଥା । ଭୁବନେଶ୍ୱରରେ ପାଖାପାଖି ଦୁଇଟି କର୍ମଶାଳା ଆୟୋଜନ ହେବା ଏକ ବହୁତ ବଡ଼ କଥା । ଆମେ ସଭିଏଁ ଏଥିରେ ଭାଗ ନେଇପାରିଲେ ଆହୁରି ଭଲ ହେବ । ଟେକ୍ନିକାଲ କାମ ପାଇଁ ଆମେ ସଭିଏଁ ମିଶି ଅସୁବିଧା ଥିବା କାମକୁ ସଜାଡ଼ିପାରିବା ।

Chinmayee Mishra (ଆଲୋଚନାଅବଦାନ)

ଆଗେଇ ଚାଲ ।

Soumendrak (ଆଲୋଚନାଅବଦାନ)

କେଉଁ ତାରିଖରେ ହେବ?

Chinmayee Mishra (ଆଲୋଚନାଅବଦାନ)

୨୦ , ୨୧ ଆଉ ୨୨ ଡିସେମ୍ବର ୨୦୨୪ ।

Chinmayee Mishra (ଆଲୋଚନାଅବଦାନ)

କିଏ କିଏ ରହିବେ ହାକାଥନରେ କିଛି ସ୍ଥିର କଲେ କି ?

Ssgapu22 (ଆଲୋଚନାଅବଦାନ)

ଛୁଟି ମିଳୁନଥିବାରୁ, ମୁଁ ଆସିପାରିବି ନାହିଁ ।