ଅପରିଚିତା (୧୯୮୦ର ଚଳଚ୍ଚିତ୍ର)

ଉଇକିପିଡ଼ିଆ‌ରୁ
ଅପରିଚିତା
ନିର୍ଦ୍ଦେଶକସାଧୁ ମେହେର
ପ୍ରଯୋଜକଜୟନ୍ତ କୁମାର
କାହାଣୀପ୍ରତିଭା ରାୟ
କଳାକାରଶରତ ପୂଜାରୀ, ଅପରାଜିତା ମହାନ୍ତି, ସାଧୁ ମେହେର
ସଙ୍ଗୀତମୁସୀର[୧]
ମୁକ୍ତିଲାଭ ତାରିଖ
୧୯୮୦
ଦେଶ ଭାରତ
ଭାଷାଓଡ଼ିଆ

ସାଧୁ ମେହେରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଅପରିଚିତା[୨] ୧୯୮୦ ମସିହାରେ ମୁକ୍ତିଲାଭ କରିଥିଲା ।[୩] ଚଳଚ୍ଚିତ୍ରଟି ସେହି ନାମରେ ଥିବା ପ୍ରତିଭା ରାୟଙ୍କ ଉପନ୍ୟାସର ନାଟ୍ୟ ରୂପାନ୍ତର ।[୪]

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଅପରିଚିତା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ କାହାଣୀ(ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର)[୬]

ଆଧାର[ସମ୍ପାଦନା]

  1. "Aparichita :: Odia Music Songs Collection". odiamusic.com. Archived from the original on 24 January 2013. Retrieved 28 December 2012. Music Director : Mushir
  2. "ଆର୍କାଇଭ୍ କପି". Archived from the original on 2013-03-07. Retrieved 2016-01-11. {{cite web}}: Cite has empty unknown parameter: |1= (help)
  3. Geeta Dharmarajan; Nandita Aggarwal (2001). Katha Prize Stories. Katha.
  4. http://indiatoday.intoday.in/story/odia-writer-pratibha-ray-named-for-jnanpith-award/1/239724.html
  5. Harris M. Lentz III (7 May 2015). Obituaries in the Performing Arts, 2014. McFarland. pp. 278–. ISBN 978-1-4766-1961-3.
  6. http://www.governancenow.com/views/interview/in-conversation-writer-pratibha-ray

ଅଧିକ ତଥ୍ୟ[ସମ୍ପାଦନା]