ଅନୁରାଗ
ଦେଖଣା
| ଅନୁରାଗ | |
|---|---|
| ନିର୍ଦ୍ଦେଶକ | ନିତାଇ ପାଲିତ |
| କଳାକାର | ପ୍ରଶାନ୍ତ ନନ୍ଦ, ଅଜିତ ଦାସ, ମାଳବିକା ରାୟ |
| ସଙ୍ଗୀତ | ଭୁବନେଶ୍ୱର ମିଶ୍ର, ହରିପ୍ରସାଦ ଚୌରାଶିଆ |
ମୁକ୍ତିଲାଭ ତାରିଖ | ୧୯୮୦ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
ଅନୁରାଗ ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହା ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୨]
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ଅନୁରାଗ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
[ସମ୍ପାଦନା]- ↑ "ଅନୁରାଗ". ନିତିଦିନ 'ନଜର୍'. Archived from the original on 2020-10-16. Retrieved 24 April 2017.
- ↑ "ଆର୍କାଇଭ୍ କପି". Archived from the original on 2013-03-07. Retrieved 2016-01-11.
{{cite web}}: Cite has empty unknown parameter:|1=(help)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅନୁରାଗ