Jump to content

ରେଲି ଭାଷା

ଉଇକିପିଡ଼ିଆ‌ରୁ
ରେଲି
ରେଲି ଲୋକ (Reli Lōkā)
Native toଭାରତ
ଅଞ୍ଚଳଆନ୍ଧ୍ର ପ୍ରଦେଶ, ଓଡ଼ିଶା
ଜାତିସତ୍ତାରେଲି
ମାତୃଭାଷୀ
e25
ଓଡ଼ିଆ, ତେଲୁଗୁ
ଭାଷା କୋଡ୍
ISO ୬୩୯-୩rei
ଗ୍ଲୋଟୋଲୋଗreli1238

ରେଲି କିମ୍ବା ରେଲ୍ଲି ଓଡ଼ିଆ ଭାଷାର ଏକ ଉପଭାଷା ବା ବୋଲି ଅଟେ ।[] ଏହାକୁ ମୁଖ୍ୟତଃ ପୂର୍ବ ଓ ଦକ୍ଷିଣ ଭାରତର ରେଲି ଲୋକମାନେ ବ୍ୟବହାର କରନ୍ତି ।[][] ଏହି ଭାଷା ମାନକ ଓଡ଼ିଆ ଭାଷାଠାରୁ ଆଂଶିକ ଅଲଗା ।[] ୨୦୧୧ ମସିହାର ଜନଗଣନା ଅନୁସାରେ, ଏହି ଭାଷା ବା ବୋଲିର ବ୍ୟବହାର କରୁଥିବା ଲୋକସଂଖ୍ୟା ୧୩,୦୦୦ ଅଟେ ।[]

  1. "What does reli language mean?". www.definitions.net. Retrieved 2024-11-20.
  2. Flew, Terry (2018-03-03). Understanding Global Media (in ଇଂରାଜୀ). Bloomsbury Publishing. ISBN 978-1-137-44655-8.
  3. "OLAC resources in and about the Reli language". www.language-archives.org. Retrieved 2024-11-20.
  4. "Reli language". globalrecordings.net (in ଇଂରାଜୀ). Retrieved 2024-11-20.
  5. "Reli". Ethnologue (25). Retrieved 20 November 2024.