Jump to content

ଓଡ଼ିଆ ସଂଖ୍ୟା

ଉଇକିପିଡ଼ିଆ‌ରୁ

ଓଡ଼ିଆ ସଂଖ୍ୟା, ଏହି ଲେଖାର ଉଦ୍ଦେଶ୍ୟରେ ଓଡ଼ିଆ ଲିପିର ସଂଖ୍ୟା ପ୍ରଣାଳୀ ଏବଂ ବିଭିନ୍ନ ପ୍ରକାର ହିନ୍ଦୁ-ଆରବୀ ସଂଖ୍ୟା ପ୍ରଣାଳୀ ଅଟେ । ଓଡ଼ିଆ ଭାଷାରେ ସଂଖ୍ୟାଗୁଡ଼ିକ ଲେଖିବା ପାଇଁ ଏହିଗୁଡ଼ିକ ବ୍ୟବହାର କରାଯାଏ ।[][][][][]

କାର୍ଡ଼ିନାଲ ନମ୍ବର

[ସମ୍ପାଦନା]

ନିମ୍ନଲିଖିତ ସାରଣୀରେ ଓଡ଼ିଆ କାର୍ଡିନାଲ ନମ୍ବର ଏବଂ ସେଗୁଡ଼ିକ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଓଡ଼ିଆ ଶବ୍ଦ ଦର୍ଶାଯାଇଛି:

ଓଡ଼ିଆ ସଂଖ୍ୟାହିନ୍ଦୁ-ଆରବିକ ସଂଖ୍ୟାଓଡ଼ିଆ ଅକ୍ଷରରୋମାନାଇଜେସନ୍
0ଶୂନ/ଶୂନ୍ୟśūna/śūnya
1ଏକeka
2ଦୁଇdui
3ତିନିtini
4ଚାରିcāri
5ପାଞ୍ଚpāñca
6ଛଅcha'a
7ସାତsāta
8ଆଠāṭha
9ନଅna'a
୧୦10ଦଶdaśa
୧୧11ଏଗାରegāra
୧୨12ବାରbāra
୧୩13ତେରtera
୧୪14ଚଉଦcauda
୧୫15ପନ୍ଦରpandara
୧୬16ଷୋହଳṣohaḷa
୧୭17ସତରsatara
୧୮18ଅଠରaṭhara
୧୯19ଊଣେଇଶūṇeiśa
୨୦20କୋଡ଼ିଏ/ବିଂଶତିkoṛie/biṅśati
୩୦30ତିରିଶtiriśa
୪୦40ଚାଳିଶcāḷiśa
୫୦50ପଚାଶpacāśa
୬୦60ଷାଠିଏṣāṭhie
୭୦70ସତୁରୀsaturī
୮୦80ଅଶୀaśī
୯୦90ନବେ/ନବ୍ବେnabe/nabbe

ବୃହତ୍ତମ ସଂଖ୍ୟା

[ସମ୍ପାଦନା]
ଓଡ଼ିଆ ସଂଖ୍ୟାହିନ୍ଦୂ-ଆରବିକ ସଂଖ୍ୟାଓଡ଼ିଆ ଅକ୍ଷରରୋମାନାଇଜେସନ୍ଘାତାଙ୍କ
୧୦10ଦଶdaśa101
୧୦୦100ଶହ/ଶତśaha/śata102
୧୦୦୦1000ସହସ୍ର/ହଜାରsahasra/hajāra103
୧୦୦୦୦10000ଅୟୁତ/ଦଶ ହଜାରayuta/daśa hajāra104
୧୦୦୦୦୦100000ଲକ୍ଷlakṣa105
୧୦୦୦୦୦୦1000000ନିୟୁତ/ଦଶ ଲକ୍ଷniyuta/daśa lakṣa106
୧୦୦୦୦୦୦୦10000000କୋଟିkoṭi107
୧୦୦୦୦୦୦୦୦100000000ଅର୍ବୁଦ/ଦଶ କୋଟିarbuda/daśa koṭi108
୧୦୦୦୦୦୦୦୦୦1000000000ବୃନ୍ଦ/ଶହ କୋଟିbrunda/śaha koṭi109
୧୦୦୦୦୦୦୦୦୦୦10000000000ଖର୍ବ/ହଜାର କୋଟିkharba/hajāra koṭi1010
୧୦୦୦୦୦୦୦୦୦୦୦100000000000ନିଖର୍ବ/ଦଶ ହଜାର କୋଟିnikharba/daśa hajāra koṭi1011
୧୦୦୦୦୦୦୦୦୦୦୦୦1000000000000ଶଙ୍ଖ/ଲକ୍ଷ କୋଟିsaṅkha/lakṣa koṭi1012
୧୦୦୦୦୦୦୦୦୦୦୦୦୦10000000000000ପଦ୍ମ/ଦଶ ଲକ୍ଷ କୋଟିpadma/daśa lakṣa koṭi1013
୧୦୦୦୦୦୦୦୦୦୦୦୦୦୦100000000000000ସାଗର/ଶହ ଲକ୍ଷ କୋଟିsāgara/śaha lakṣa koṭi1014
୧୦୦୦୦୦୦୦୦୦୦୦୦୦୦୦1000000000000000ଅନ୍ତ୍ୟ/ହଜାର ଲକ୍ଷ କୋଟିantya/hajāra lakṣa koṭi1015
୧୦୦୦୦୦୦୦୦୦୦୦୦୦୦୦୦10000000000000000ମଧ୍ୟ/ଦଶ ହଜାର ଲକ୍ଷ କୋଟିmadhya/daśa hajāra lakṣa koṭi1016
୧୦୦୦୦୦୦୦୦୦୦୦୦୦୦୦୦୦100000000000000000ପରାର୍ଦ୍ଧ/ଶହ ହଜାର ଲକ୍ଷ କୋଟିparārddha/śaha hajāra lakṣa koṭi1017

ପୂରଣବାଚକ ସଂଖ୍ୟା

[ସମ୍ପାଦନା]

ନିମ୍ନଲିଖିଗୁଡ଼ିକ ପୂରଣବାଚକ ସଂଖ୍ୟା ବା କ୍ରମସୂଚକ ସଂଖ୍ୟା ଅଟେ:

ଓଡ଼ିଆ ସଂଖ୍ୟାହିନ୍ଦୂ-ଆରବିକ ସଂଖ୍ୟାଓଡ଼ିଆ ପୂରଣବାଚକ ସଂଖ୍ୟାରୋମାନାଇଜେସନ୍
1ପ୍ରଥମprathama
2ଦ୍ୱିତୀୟdwitīẏa
3ତୃତୀୟtr̥tīẏa
4ଚତୁର୍ଥcaturtha
5ପଞ୍ଚମpañcama
6ଷଷ୍ଠṣaṣṭha
7ସପ୍ତମsaptama
8ଅଷ୍ଟମaṣṭama
9ନବମnabama
୧୦10ଦଶମdaśama
୧୧11ଏକାଦଶekādaśa
୧୨12ଦ୍ୱାଦଶdwādaśa
୧୩13ତ୍ରୟୋଦଶtraẏodaśa
୧୪14ଚତୁର୍ଦ୍ଦଶcaturddaśa
୧୫15ପଞ୍ଚଦଶpañcadaśa
୧୬16ଷୋଡ଼ଶṣoṛaśa (ṣoḍaśa)
୧୭17ସପ୍ତଦଶsaptadaśa
୧୮18ଅଷ୍ଟାଦଶaṣtādaśa
୧୯19ଊନବିଂଶūnabiṁśa
୨୦20ବିଂଶbiṁśa
୩୦30ତ୍ରିଂଶtriṁśa
୪୦40ଚତ୍ୱାରିଂଶcatwāriṁśa
୫୦50ପଞ୍ଚାଶତ୍ତମpañcāśattam
୬୦60ଷଷ୍ଠିତମṣaṣṭhitama
୭୦70ସପ୍ତତିତମsaptatitama
୮୦80ଅଶୀତିତମaśītitama
୯୦90ନବତିତମnabatitama
୧୦୦100ଶତତମśatatama
୧୦୦୦1000ସହସ୍ରତମsahasratama
୧୦୦୦୦୦100000ଲକ୍ଷତମmakṣatama
୧୦୦୦୦୦୦୦10000000କୋଟିତମkoṭitama

ଭଗ୍ନାଂଶ

[ସମ୍ପାଦନା]
(ଭଗ୍ନାଂଶ ଚିହ୍ନ)
ଓଡ଼ିଆ ଭଗ୍ନାଂଶ
ଭଗ୍ନାଂଶ ¹⁄₁₆ ³⁄₁₆ ¼ ½ ¾

୧ ଅପ୍ରେଲ ୧୯୫୭ରେ ଦଶମିକିକରଣ ପରେ ଭଗ୍ନାଂଶ ଚିହ୍ନ ଗୁଡ଼ିକ ପୁରୁଣା ଅଟେ ।

ଭଗ୍ନାଂଶ
ଭଗ୍ନାଂଶରୋମାନାଇଜେସନ୍
ଅଧାadhā
ସାଢ଼େsāṛhe
ଚଉଠcauṭha
ତିନିପାtinipā
ଦେଢ଼deṛha
ଅଢ଼େଇaṛhei
  1. "Odia (ଓଡ଼ିଆ)". Omniglot. Retrieved 25 September 2020.
  2. "Odia (Oriya) numbers". Omniglot. Retrieved 25 September 2020.
  3. "Chabila Madhu Barnobodha". p. 40.
  4. ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା (PDF), National Institute of Open Schooling
  5. Hindu Arabic numerals (PDF)