ଅସମୀୟା ଭାଷା
(Assamese languageରୁ ଲେଉଟି ଆସିଛି)
ଅସମୀୟା | |
---|---|
অসমীয়া Ôxômiya | |
କେଉଁ ଅଞ୍ଚଳ | ଭାରତ |
ସ୍ଥାନ | ଆସାମ, ଅରୁଣାଚଳ ପ୍ରଦେଶ |
Native ଭାଷାଭାଷୀ | ୧,୩୦,୭୯,୬୯୬ (୧୯୯୧) |
ଇଣ୍ଡୋ-ଇଉରୋପିଆନ
| |
ଅସମୀୟା ଲିପି | |
Official status | |
କେଉଁଠି ସରକାରୀ ଭାଷା | ଆସାମ |
ଭାଷା କୋଡ଼ | |
ISO 639-1 | as |
ISO 639-2 | asm |
ISO 639-3 | asm |
Linguasphere | 59-AAF-w |
ଅସମୀୟା ଭାଷା ଏକ ପୂର୍ବ ଭାରତୀୟ-ଆର୍ଯ୍ୟ ଭାଷା ଓ ଭାରତର ଆସାମ ରାଜ୍ୟର ସରକାରୀ ଭାଷା । ଏଇ ଭାଷା ପ୍ରଧାନତଃ ଉତ୍ତର-ପୂର୍ବ ଭାରତର ଆସାମରେ ବ୍ୟବହାର କରା ହୁଏ । ଅରୁଣାଚଳ ପ୍ରଦେଶର କିଛି କିଛି ଜାଗାରେ ଏବଂ ଉତ୍ତର-ପୂର୍ବାଞ୍ଚଳର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଅସମିୟା ଭାଷୀ ଲୋକ ଅଛନ୍ତି । ଅସମୀୟା-ଭିତ୍ତିକ ନାଗାମିଜ ନାମର ଗୋଟିଏ କ୍ରିଓଲ ଭାଷା ନାଗାଲ୍ୟାଣ୍ଡରେ ବ୍ଯାପକଭାବେ ବ୍ଯବହାର ହୁଏ । ଭୂଟାନରେ ମଧ୍ୟ କିଛିସଂଖ୍ଯକ ଅସମୀୟା ଭାଷୀ ଲୋକ ଅଛନ୍ତି । ଆସାମରେ ଅଧୁନା ଅସମୀୟା ଭାଷୀଙ୍କ ସଂଖ୍ୟା ୧.୩୦ କୋଟିରୁ ଅଧିକ[୧] ବିଶ୍ୱରେ ଅସମିୟାଭାଷୀଙ୍କ ସଂଖ୍ୟା ପ୍ରାୟ ୨ କୋଟି[୨]। ଓଡ଼ିଆ ଓ ବଙ୍ଗଳା ସାଙ୍ଗେ ଅସମିୟା ଭାଷାର ଯଥେଷ୍ଟ ସମାନତା ରହିଛି । ଏହା ଅସମୀୟା ଲିପିରେ ଲେଖା ହୁଏ ।
ଆଧାର[ସମ୍ପାଦନା]
- ↑ "Census of India: Abstract of speakers' strength of languages and mother tongues –2001". www.censusindia.gov.in. Retrieved 3 December 2018.
- ↑ "RCILTS, Phase-II". www.iitg.ernet.in.
ବାହାର ତଥ୍ୟ[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ ଅସମୀୟା ଭାଷା
ବାବଦରେ ମାଧ୍ୟମ ରହିଛି ।

ଅସମୀୟା ଭାଷା edition of Wikipedia, the free encyclopedia
- Candrakānta abhidhāna : Asamiyi sabdara butpatti aru udaharanere Asamiya-Ingraji dui bhashara artha thaka abhidhana. second ed. Guwahati : Guwahati Bisbabidyalaya, 1962.
- A Dictionary in Assamese and English (1867) First Assamese dictionary by Miles Bronson from (books.google.com)
- Assamese computing resources at TDIL
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |