ବଡ଼ ପରଜା ଭାଷା
ଦେଖଣା
| ବଡ଼ ପରଜା | |
|---|---|
| ଝରିଆ | |
| ବଡ଼ ପରଜା | |
| ମାତୃଭାଷା ଅଞ୍ଚଳ | ଭାରତ |
| ଅଞ୍ଚଳ | କୋରାପୁଟ, ଓଡ଼ିଶା |
| ଜାତିସତ୍ତା | ପରଜା ଜନଜାତି |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । |
ଇଣ୍ଡୋ-ୟୁରୋପୀୟ
| |
| ଓଡ଼ିଆ ଲିପି | |
| ଭାଷା କୋଡ୍ | |
| ISO ୬୩୯-୩ | bdv |
| ଗ୍ଲୋଟୋଲୋଗ | bodo1266 |
ବଡ଼ ପରଜା କିମ୍ବା ଝରିଆ ଦକ୍ଷିଣ ଓଡ଼ିଶାର ପାରଙ୍ଗ ପରଜା ଜନଜାତି କଥିତ ଏକ ଇଣ୍ଡୋ-ୟୁରୋପୀୟ ଭାଷା । ଲୋକେ ସାଧାରଣରେ ଦେଶିଆରେ କଥାବାର୍ତ୍ତା କରନ୍ତି ଓ ଅଧିକାଂଶ ବକ୍ତା ପ୍ରାଞ୍ଜଳ ନୁହଁନ୍ତି ।
ଏହି ଭାଷାର ବକ୍ତାମାନେ ପରଜା ଜନଜାତିର ସଦସ୍ୟ । ଏହା ଓଡ଼ିଆ ଲିପିରେ ଲେଖାଯାଏ ।[୧] ୨୦୦୧ ମସିହାରେ ବଡ଼ ପରଜା ବକ୍ତାଙ୍କ ସଂଖ୍ୟା ୫୦,୦୦୦ ବୋଲି ଆକଳନ କରାଯାଇଥିଲା । ଭାଷା ବର୍ଗୀକରଣ ଅନୁଯାୟୀ, ବଡ଼ ପରଜା ଆର୍ଯ୍ୟ ଗୋଷ୍ଠୀର । ଏହା ଦ୍ରାବିଡ଼ ଭାଷାର ପରିବାରର ଗୋଣ୍ଡିର ଏକ ରୂପ ।