ପାଖେ ପାଖେ ଥିବି ହର୍ପଲ୍
ଦେଖଣା
ପାଖେ ପାଖେ ଥିବି ହରପଲ | |
---|---|
ନିର୍ଦ୍ଦେଶକ | ତ୍ରିପତି ସାହୁ |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ ନମିତା ଅଗ୍ରୱାଲ |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ତ୍ରିପତି ସାହୁ |
କାହାଣୀ | ନିର୍ମଳ ନାୟକ |
କଳାକାର | ସମ୍ବିତ ଆଚାର୍ଯ୍ୟ ତମନ୍ନା ବ୍ୟାସ |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ଅଜିତ |
ସମ୍ପାଦକ | ରାଜେଶ ଦାଶ |
Production company | ସିଦ୍ଧାର୍ଥ ମ୍ୟୁଜିକ |
ମୁକ୍ତିଲାଭ ତାରିଖ | ୧୪ ଜୁନ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପାଖେ ପାଖେ ଥିବି ହରପଲ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ । ନିର୍ମଳ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ତ୍ରିପତି ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଏବଂ ତମନ୍ନା ବ୍ୟାସ ।
ଅଭିନୟ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅର୍ପିତା ଚୌଧୁରୀ, ଆର୍.ଏସ୍. କୁମାର, ନେହା ନିହାରିକା କର, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "କ୍ୟାରମ୍ ବୋର୍ଡ଼ର କୁଇନ୍" | ଅରୁଣ ମନ୍ତ୍ରୀ | ଅର୍ପିତା ଚୌଧୁରୀ, ଆର୍.ଏସ୍. କୁମାର | ୦୪:୧୭ |
2. | "କଥା ତୋ'ର ପେନ୍କିଲର୍" | ନିର୍ମଳ ନାୟକ | ହ୍ୟୁମାନ ସାଗର, ନେହା ନିହାରିକା କର | ୦୪:୧୨ |
3. | "କେତେ ୱେଟ୍ ମତେ କରେଇବୁ" | ନିର୍ମଳ ନାୟକ | ହ୍ୟୁମାନ ସାଗର, ଅର୍ପିତା ଚୌଧୁରୀ | ୦୩:୩୪ |
4. | "ଖୋଜି ଖୋଜି କାଲିର ପ୍ରେମ" | ଅରୁଣ ମନ୍ତ୍ରୀ | ହ୍ୟୁମାନ ସାଗର | ୦୩:୩୧ |
ଆଧାର
[ସମ୍ପାଦନା]- ↑ "Pakhe Pakhe Thibi Harpal". OdiaMovieDB (in English). Retrieved 2023-10-09.
{{cite web}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପାଖେ ପାଖେ ଥିବି ହର୍ପଲ୍
- ଗୀତ ପ୍ଲେ-ଲିଷ୍ଟ