ଭୋକ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଭୋକ (ଓଡ଼ିଆ କଥାଚିତ୍ର)
ନିର୍ଦ୍ଦେଶକରାଜୀବ ମହାନ୍ତି
ପ୍ରଯୋଜକସବ୍ୟସାଚୀ ମହାପାତ୍ର
ସଂଳାପରଞ୍ଜନ କୁମାର ଦାସ
ଚିତ୍ରନାଟ୍ୟରାଜୀବ ମହାନ୍ତି
କାହାଣୀରଞ୍ଜନ କୁମାର ଦାସ
କଳାକାରଅଙ୍କିତ କୁମାର
କାବ୍ୟା କିରଣ
କୁନା ତ୍ରିପାଠୀ
ପୁଷ୍ପା ପଣ୍ଡା
ପ୍ରତିଭା ପଣ୍ଡା
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣବିଶ୍ୱଜିତ କୁଲଡି
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୧୧ ଡିସେମ୍ବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଭୋକ, ୨୦୨୧ ମସିହାରେ ମୁକ୍ତିଲାଭ କରଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ଜ୍ୟୋତି ପ୍ରଡ଼କ୍ସନଦ୍ୱାରା ନିର୍ମାଣ କରାଯାଇଥିଲା[୨] ଯାହାର ପ୍ରଯୋଜାନ କରିଥିଲେ ସବ୍ୟସାଚୀ ମହାପାତ୍ର ।[୩] ରଞ୍ଜନ କୁମାର ଦାସ ଏହି କଥାଚିତ୍ରଟି କାହାଣୀ ଓ ସଂଳାପ ରଚନା କରିଥିଲେ । ରାଜୀବ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪] ସଙ୍ଗୀତକାର ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଙ୍କିତ କୁମାର ଓ କାବ୍ୟା କିରଣ ।[୫][୬] କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ଡିସେମ୍ବର ୧୧ ତାରିଖରେ ଭୁବନେଶ୍ୱରର ଏସ୍‌ପ୍ଲାନେଡ୍‌ରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ଶିବ ରଥ, ଶଶାଙ୍କ ଶେଖରତପୁ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ସୁସ୍ଥ ପ୍ରତିଦ୍ୱନ୍ଦିତା ଚଳଚ୍ଚିତ୍ର ଶିଳ୍ପର ଶ୍ରୀବୃଦ୍ଧି କରିବ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
  2. "'ଭୋକ'ର ଶୁଭ ମହୁରତ". ETV Bharat News. ଭୁବନେଶ୍ୱର. 20 February 2021. Retrieved 11 December 2021.
  3. ୩.୦ ୩.୧ "Audio Of Odia Movie 'Bhoka' Released". Odisha Bytes (in English). Bhubaneswar. 14 November 2021. Archived from the original on 11 December 2021. Retrieved 11 December 2021.{{cite news}}: CS1 maint: unrecognized language (link)
  4. "Mahurat of upcoming Odia film, Bhoka, held | Oriya Movie News - Times of India". Times of India (in English). timesofindia.indiatimes.com. 28 February 2021. Archived from the original on 11 December 2021. Retrieved 11 December 2021.{{cite news}}: CS1 maint: unrecognized language (link)
  5. "Mahurat of Odia film Bhoka held". Prameya News. 20 February 2021. Retrieved 11 December 2021.
  6. "Bhoka Odia Movie Cast, Crews, Release Date, Poster, HD Videos, Info, Reviews". Odia360.Com (in English). 22 February 2021. Archived from the original on 11 December 2021. Retrieved 11 December 2021.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଭୋକ