ମାନସୀ (ଓଡ଼ିଆ କଥାଚିତ୍ର)
ଦେଖଣା
ମାନସୀ | |
---|---|
ନିର୍ଦ୍ଦେଶକ | ମଳୟ ମିତ୍ର |
ପ୍ରଯୋଜକ | ଜୟନ୍ତ କୁମାର |
ସଂଳାପ | କୁମାର ଆନନ |
ଚିତ୍ରନାଟ୍ୟ | ମଳୟ ମିତ୍ର |
କାହାଣୀ | ବିମଳ ସାଧୁ |
କଳାକାର | ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ତ୍ରିପୁରା ମିଶ୍ର ସ୍ୱରୂପ ନାୟକ ରାଧା ପଣ୍ଡା ଶ୍ରୀରାମ ପଣ୍ଡା ସାମୁଏଲ ସାହୁ |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | ଆଶୁ ଦତ୍ତ |
ମୁକ୍ତିଲାଭ ତାରିଖ | ୧୯୮୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମାନସୀ, ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଜୟନ୍ତ କୁମାର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିମଳ ସାହୁ ଏବଂ କୁମାର ଆନନ୍ଦ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମଳୟ ମିତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ତ୍ରିପୁରା ମିଶ୍ର, ସ୍ୱରୂପ ନାୟକ, ରାଧା ପଣ୍ଡା, ଶ୍ରୀରାମ ପଣ୍ଡା, ସାମୁଏଲ ସାହୁ, ସୌଦାମିନି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର । ଗୋକୁଳାନନ୍ଦ ପରିଡ଼ା, ପ୍ରଫୁଲ୍ଲ କର ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଦେବାଶିଷ ମହାପାତ୍ର, ପ୍ରଫୁଲ୍ଲ କର ଆଦି କଣ୍ଠଶିଳ୍ପୀମାନ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମାନସୀ