ମାନସୀ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ ରୁ
Jump to navigation Jump to search
ମାନସୀ
ନିର୍ଦ୍ଦେଶକମଳୟ ମିତ୍ର
ପ୍ରଯୋଜକଜୟନ୍ତ କୁମାର
ସଂଳାପକୁମାର ଆନନ
ଚିତ୍ରନାଟ୍ୟମଳୟ ମିତ୍ର
କାହାଣୀବିମଳ ସାଧୁ
କଳାକାରଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
ତ୍ରିପୁରା ମିଶ୍ର
ସ୍ୱରୂପ ନାୟକ
ରାଧା ପଣ୍ଡା
ଶ୍ରୀରାମ ପଣ୍ଡା
ସାମୁଏଲ ସାହୁ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣଆଶୁ ଦତ୍ତ
ମୁକ୍ତିଲାଭ ତାରିଖ
୧୯୮୧
ଦେଶ ଭାରତ
ଭାଷାଓଡ଼ିଆ

ମାନସୀ, ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଜୟନ୍ତ କୁମାର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିମଳ ସାହୁ ଏବଂ କୁମାର ଆନନ୍ଦ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମଳୟ ମିତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ତ୍ରିପୁରା ମିଶ୍ର, ସ୍ୱରୂପ ନାୟକ, ରାଧା ପଣ୍ଡା, ଶ୍ରୀରାମ ପଣ୍ଡା, ସାମୁଏଲ ସାହୁ, ସୌଦାମିନି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର । ଗୋକୁଳାନନ୍ଦ ପରିଡ଼ା, ପ୍ରଫୁଲ୍ଲ କର ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଦେବାଶିଷ ମହାପାତ୍ର, ପ୍ରଫୁଲ୍ଲ କର ଆଦି କଣ୍ଠଶିଳ୍ପୀମାନ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ". ସିନେ ସମ୍ବାଦ. 2 August 1997. |access-date= requires |url= (help)

ବାହାର ଆଧାର[ସମ୍ପାଦନା]

  • ମାନସୀ ଇଣ୍ଟରନେଟ ମୁଭି ଡାଟାବେସରେ