Jump to content

ଆପନା ହାତ ଜଗନ୍ନାଥ

ଉଇକିପିଡ଼ିଆ‌ରୁ
ଆପନା ହାତ ଜଗନ୍ନାଥ
ନିର୍ଦ୍ଦେଶକସତ୍ୟମ୍ ଝା ସୁମନ
ପ୍ରଯୋଜକସତ୍ୟମ୍ ଝା ସୁମନ
ସଂଳାପସନ୍ତୋଷ ମିଶ୍ର
ଚିତ୍ରନାଟ୍ୟସତ୍ୟମ୍ ଝା ସୁମନ
ସନ୍ତୋଷ ମିଶ୍ର
କାହାଣୀସୁମିତ ଝା ସୁମନ
କଳାକାରରୁଦ୍ର ପାଣିଗ୍ରାହୀ
ଉପସନା ମହାନ୍ତି
ଦେବୁ ବୋଷ
ସରୋଜ ଦାସ
ଅମର ମହାପାତ୍ର
ରବି ମିଶ୍ର
ପୁଷ୍ପା ପଣ୍ଡା
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଅଜିତ ଦାସ
ମୁକ୍ତିଲାଭ ତାରିଖ
୧୭ ସେପ୍ଟେମ୍ବର ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ଆପନା ହାତ ଜଗନ୍ନାଥ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରରର ପ୍ରଯୋଜନା କରିଥିଲେ ସତ୍ୟମ୍ ଝା ସୁମନ । ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ସୁମିତ ଝା ସୁମନ ଏବଂ ସନ୍ତୋଷ ମିଶ୍ର ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ସତ୍ୟମ୍ ଝା ସୁମନ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[] ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା ସ‌ହ ଗୀତ ରଚନା କରିଥିଲେ । ଏହି କଥାଚିତ୍ରଟି ଓଡ଼ିଆ ଏବଂ ଭୋଜପୁରୀ ଭାଷାରେ ମୁକ୍ତିଲାଭ କରିଥିଲା ।[]

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୁଦ୍ର ପାଣିଗ୍ରାହୀ ଏବଂ ଉପାସନା ମହାନ୍ତି ।[] ଉପାସନା ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[] ଦେବୁ ବୋଷ, ସରୋଜ ଦାସ, ଅମର ମହାପାତ୍ର, ରବି ମିଶ୍ର, ପୁଷ୍ପା ପଣ୍ଡା, ନୀଳମଣି ସାହୁ, ଜୀନା ସାମଲ, ଭାଇ ଠାକୁର ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୁପ ନାୟକ । ସ୍ୱରୁପ ନାୟକ ମଧ୍ୟ କଥାଚିତ୍ରଟିରେ ଗୀତରଚନା କରିଥିଲେ ।[]

କ୍ରମଗୀତସମୟ
1."ଅପ୍‌ନା ହାତ୍ ଜଗନ୍ନାଥ" 
2."ବଜାରେ ଶଂଖୁଆ" 
3."ଲଭ୍ ଲଭ୍" 
4."ମଲ୍ଲିକା ମିଲ୍ଲିକା" 
5."ମନର କଥା" 
6."ମୁଁ ତ‌ତେ ଏତେ ପାଉଚି ଭଲ" 
7."ପରଦା" 
  1. ୧.୦ ୧.୧ Jena, Manjit. "Apna Haath Jagannath Odia film Cast, Crew, And Wallpapers". OdiaInfo.in. Retrieved 3 September 2017.[permanent dead link]
  2. "Apna Haath Jagannath Oriya Movie, Songs, Videos, Wallpapers". Incredible Orissa. 23 April 2015. Retrieved 3 September 2017.
  3. "sambad.in/entertainment/rudra-premidiwana-103364/". sambad.in. 17 March 2018. Retrieved 21 March 2018.
  4. ୪.୦ ୪.୧ "Apna Haath Jagannath Odia Film Cast, Crew, Wallpapers and Songs". NewOdisha.in. 12 August 2015. Archived from the original on 7 September 2017. Retrieved 3 September 2017.

ବାହାର ଆଧାର

[ସମ୍ପାଦନା]