ସୁଇଟ୍ ହାର୍ଟ
ଦେଖଣା
ସୁଇଟ୍ ହାର୍ଟ | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ନୀଳକଣ୍ଠ ଦାସ ଏବଂ ସୁନନ୍ଦା ଦାଶ |
ସଂଳାପ | ବାପୁ ଗୋସ୍ୱାମୀ |
କାହାଣୀ | ସୁଶାନ୍ତ ମଣି |
କଳାକାର | ବାବୁଶାନ୍, ସମରେଶ ରାଉତରାୟ, ଅନୁ ଚୌଧୁରୀ, ଅନୁଭା ସୌର୍ଯ୍ୟା, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ମିହିର ଦାସ |
ସଙ୍ଗୀତ | ଗୁଡଲି ରଥ |
ମୁକ୍ତିଲାଭ ତାରିଖ | ୧୮ ଅଗଷ୍ଟ ୨୦୧୬[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଓଡ଼ିଆ ଚଳଚ୍ଚିତ୍ର ସୁଇଟ୍ ହାର୍ଟ ୨୦୧୬ ଅଗଷ୍ଟ ମାସରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ବାବୁଶାନ୍ ନାୟକ ଭୁମିକାରେ ଥିବାବେଳେ ସମରେଶ ରାଉତରାୟ ଖଳନାୟକ ଭୁମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]ଏହି ଚଳଚ୍ଚିତ୍ରେ ନାୟକ ବାବୁଶାନ୍ ଜଣେ ପାକିସ୍ତାନୀ ଯୁବକ ଭୂମିକାରେ ଅଭିନୟ କରିଛନ୍ତି ଏବଂ ଅଭିନେତ୍ରୀ ଅନୁ ଚୌଧୁରୀ ଜଣେ ସାମ୍ବାଦିକ ଭୁମିକାରେ ଅଭିନୟ କରିଛନ୍ତି । [୩] ପ୍ରଥମଥର ପାଇଁ ବାବୁଶାନ୍ ଜଣେ ଆତଙ୍କବାଦୀ ଭୂମିକାରେ ପରଦାକୁ ଆସିଥିଲେ । [୪] ଅଭିନୟ କରିଥିବା ପ୍ରମୁଖ ଅଭିନେତାମାନେ ହେଲେ:
- ବାବୁଶାନ୍[୫]
- ସମରେଶ ରାଉତରାୟ
- ଅନୁ ଚୌଧୁରୀ
- ଅନୁଭା ସୌର୍ଯ୍ୟା[୬][୭]
- ଅପରାଜିତା ମହାନ୍ତି
- ବିଜୟ ମହାନ୍ତି
- ମିହିର ଦାସ
- ଚକ୍ରଧର ଜେନା
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରର ଗୀତ ଗୁଡିକୁ ବାପୁ ଗୋସ୍ୱାମୀ ଓ ମୁକେଶ ସିଂ ରଚନା କରିଥିବା ବେଳେ ନଭ୍ୟା, ବିଭୂ କିଶୋର, ତପୁ ମିଶ୍ର, ରତିକାନ୍ତ ଶତପଥୀ, ବଲିଉଡ ଗାୟକ ଜାଭେଦ ଅଲ୍ଲୀ ଓ ଇନ୍ଦୁ ସୋନାଲି କଣ୍ଠଦାନ କରିଛନ୍ତି । ଗୁଡଲୀ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସମସ୍ତ ଗୀତଗୁଡ଼ିକ ଭିନ୍ନ ଧରଣର ହୋଇଛି । ଏହାର ଟାଇଟଲ ଗୀତଟି ତପୁ ମିଶ୍ର ଓ ଜାଭେଦ ଅଲ୍ଲୀ ଗାଇଛନ୍ତି । ଚଳଚ୍ଚିତ୍ରରେ ସର୍ବମୋଟ ୫ଟି ଗୀତ ରହିଛି ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ସୁଇଟ୍ ହାର୍ଟ" | ଜାଭେଦ ଅଲ୍ଲୀ, ତପୁ ମିଶ୍ର | |
2. | "ଅନ୍ଧାରରେ" | ରତିକାନ୍ତ ଶତପଥୀ | |
3. | "ଝିଲମିଲ୍ ଝିଲମିଲ୍" | ତପୁ ମିଶ୍ର | |
4. | "ଚାନ୍ସ ମରା ବୟସ" | ବିଭୁ କିଶୋର, ନଭ୍ୟା | |
5. | "ଅଧଜଳ ଗଗ୍ରୀ" | ଇନ୍ଦୁ ସୋନାଲୀ |
ଆଧାର
[ସମ୍ପାଦନା]- ↑ "ଅଗଷ୍ଟ ୧୮ରେ 'ସୁଇଟ୍ ହାର୍ଟ'". ସମ୍ବାଦ. 13 August 2016. Archived from the original on 21 August 2016. Retrieved 21 August 2016.
- ↑ "ବାବୁଙ୍କ ସୁଇଟ୍ ହାର୍ଟ". ସମାଜ. 21 August 2016. Retrieved 21 August 2016.[permanent dead link]
- ↑ "ବାବୁସାନଙ୍କ 'ସୁଇଟ୍ ହାର୍ଟ'ର ଗୀତ ପୁରା ସୁଇଟ୍, ଅଗଷ୍ଟ 18ରେ ସିନେମା ରିଲିଜ୍". Odisha News 360. 15 August 2016. Retrieved 21 August 2016.[permanent dead link]
- ↑ "ସୁଶାନ୍ତ ମଣିଙ୍କ 'ସୁଇଟ୍ ହାର୍ଟ', ବେଶୀ ହିନ୍ଦୀ ଅଳ୍ପ ଓଡ଼ିଆ". Odisha News 360. 19 August 2016. Retrieved 21 August 2016.[permanent dead link]
- ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "କେଉଁ ନାୟିକାଙ୍କ ଉଦ୍ଦେଶ୍ୟରେ ଜ୍ୟୋତି କହୁଛନ୍ତି 'ସାଥୀ ତୁ ଫେରିଆ' ? | Sambad". Sambad (in Odia). Odisha. 5 October 2018. Archived from the original on 7 October 2018. Retrieved 6 October 2018.
{{cite news}}
: CS1 maint: unrecognized language (link) - ↑ "ଏହି ବଡ଼ ନାୟିକାଙ୍କ ସହ ରୋମାନସ୍ କରିବେ ଓଲିଉଡ ନାୟକ ଜ୍ୟୋତି". sambad.in. 21 May 2018. Retrieved 6 June 2018.