"ରହସ୍ୟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ →ଗୀତ ଏବଂ ସଙ୍ଗୀତ |
ଟିକେNo edit summary |
||
୯ କ ଧାଡ଼ି: | ୯ କ ଧାଡ଼ି: | ||
| producer = ନାରାୟଣ ଚନ୍ଦ୍ର ସାହୁ<br>ସନ୍ତୋଷ କୁମାର ସାଇ |
| producer = ନାରାୟଣ ଚନ୍ଦ୍ର ସାହୁ<br>ସନ୍ତୋଷ କୁମାର ସାଇ |
||
| writer = ବି. ଚନ୍ଦନ କୁମାର |
| writer = ବି. ଚନ୍ଦନ କୁମାର |
||
| screenplay = |
| screenplay = ସୌମ୍ୟ ରଂଜନ ସାହୁ |
||
| story = |
| story = ସୌମ୍ୟ ରଂଜନ ସାହୁ |
||
| based on = |
| based on = |
||
| narrator = |
| narrator = |
||
୨୭ କ ଧାଡ଼ି: | ୨୭ କ ଧାଡ଼ି: | ||
}} |
}} |
||
'''ରହସ୍ୟ''', ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ସାଇ । |
'''ରହସ୍ୟ''', ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref>{{cite news |title=Promotion of Upcoming Odia Film “Rahasya” in Breakfast Odisha |url=http://www.prameyanews7.com/promotion-of-upcoming-odia-film-rahasya-in-breakfast-odisha/ |accessdate=29 December 2018 |work=Prameya News7 |date=11 May 2018}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ସାଇ । ସୌମ୍ୟ ରଂଜନ ସାହୁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।<ref name="ରହସ୍ୟ କଥା"/> ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଘ୍ନେଶ୍ୱର ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref name="ରହସ୍ୟ"/> |
||
ତୁଷାର ସିହ୍ନା, ବିଘ୍ନେଶ୍ୱର ପଣ୍ଡା, କାବ୍ୟା କିରଣ, ଅବକାଶ ମିଶ୍ର, ଅଙ୍କିତା ମହାନ୍ତି, ଅଭିଶେକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name="ରହସ୍ୟ">{{cite news |title=ଆଜି ମୁକ୍ତିଲାଭ କରିବ ଓଲିଉଡ୍ର ପ୍ରଥମ ହରର୍ ୩ଡି ଚଳଚ୍ଚିତ୍ର ‘ରହସ୍ୟ’ |url=http://sambad.in/metro/today-release-ollywood-fast-3d-film-265010/ |accessdate=29 December 2018 |work=Sambad.in |date=14 December 2018 |archiveurl=http://www.webcitation.org/751qyfM5k |archivedate=29 December 2018}}</ref> |
ତୁଷାର ସିହ୍ନା, ବିଘ୍ନେଶ୍ୱର ପଣ୍ଡା, କାବ୍ୟା କିରଣ, ଅବକାଶ ମିଶ୍ର, ଅଙ୍କିତା ମହାନ୍ତି, ଅଭିଶେକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name="ରହସ୍ୟ">{{cite news |title=ଆଜି ମୁକ୍ତିଲାଭ କରିବ ଓଲିଉଡ୍ର ପ୍ରଥମ ହରର୍ ୩ଡି ଚଳଚ୍ଚିତ୍ର ‘ରହସ୍ୟ’ |url=http://sambad.in/metro/today-release-ollywood-fast-3d-film-265010/ |accessdate=29 December 2018 |work=Sambad.in |date=14 December 2018 |archiveurl=http://www.webcitation.org/751qyfM5k |archivedate=29 December 2018}}</ref> |
||
୪୩ କ ଧାଡ଼ି: | ୪୩ କ ଧାଡ଼ି: | ||
==କାହାଣୀ== |
==କାହାଣୀ== |
||
ଫିଲ୍ମ ଇଂଷ୍ଟିଚ୍ୟୁଟରେ ପଢୁଥିବା କିଛି ୫ ଜଣ ଚରିତ୍ରକୁ ନେଇ ଏହି ସିନେମାର କାହାଣୀ ଗତିଶୀଳ ହୋଇଛି । ଦେବ, ସୃତି, ଅଲ୍ଲି, ରିଧିମା, ଏବଂ ଲାଲା । ଏମାନେ ଏକାଠି ମିଶି ଏକ ସିନେମା ବନାଇବା ପାଇଁ ଚିନ୍ତା କରନ୍ତି । ଦେବ ନିଜ ସ୍ୱପ୍ନରେ ଦେଖୁଥିବା ଏକ କାହାଣୀକୁ ନେଇ ସିନେମା ବନାଇବା ପାଇଁ ଏକ ପୁରୁଣା ବଙ୍ଘଳାକୁ ଯାଆନ୍ତି । ଆଉ ସେହି ସ୍ଥାନକୁ ଦେବ ତାର ସ୍ୱପ୍ନରେ ସବୁବେଳେ ଦେଖୁଥାଏ । ସେଠାରେ ପହଁଚିବା ପରେ ଏମାନଙ୍କ ସହ ଆରମ୍ଭ ହୁଏ ଅଦ୍ଭୁତ ଏବଂ ରହସ୍ୟମୟ ଦୁର୍ଘଟଣା ।<ref name="ରହସ୍ୟ କଥା">{{cite news |title=ଭୌତିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ରହସ୍ୟ’ - EnewsOdia.Com |url=https://enewsodia.com/upcoming-odia-thriller-movie-rahasya/ |accessdate=29 December 2018 |work=E News ଓଡ଼ିଆ |date=9 May 2018}}</ref> |
|||
==ଗୀତ ଏବଂ ସଙ୍ଗୀତ== |
==ଗୀତ ଏବଂ ସଙ୍ଗୀତ== |
||
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନିହାର ଓ ଶାନ୍ତନୁ ।<ref name="ରହସ୍ୟ"/> ଅନ୍ତରା ଚକ୍ରବର୍ତ୍ତୀ, ଶାନ୍ତନୁ କୁମାର ସାଇ, ଶୁଭେଚ୍ଛା ମହାନ୍ତି, ଜି. ତବୁ, ସାଇ ସୁଚିତ୍ରା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।<ref>{{cite web |title=Rahasya |url=https://odiamoviedb.blogspot.com/2018/12/rahasya.html |website=OMDb |publisher=Odia Movie Database |accessdate=29 December 2018}}</ref> |
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନିହାର ଓ ଶାନ୍ତନୁ ।<ref name="ରହସ୍ୟ"/><ref name="ରହସ୍ୟ କଥା"/> ଅନ୍ତରା ଚକ୍ରବର୍ତ୍ତୀ, ଶାନ୍ତନୁ କୁମାର ସାଇ, ଶୁଭେଚ୍ଛା ମହାନ୍ତି, ଜି. ତବୁ, ସାଇ ସୁଚିତ୍ରା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।<ref>{{cite web |title=Rahasya |url=https://odiamoviedb.blogspot.com/2018/12/rahasya.html |website=OMDb |publisher=Odia Movie Database |accessdate=29 December 2018}}</ref> |
||
===ଗୀତ=== |
===ଗୀତ=== |
୨୦:୨୭, ୨୯ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
ରହସ୍ୟ | |
---|---|
ନିର୍ଦ୍ଦେଶକ | ବିଘ୍ନେଶ୍ୱର ପଣ୍ଡା |
ପ୍ରଯୋଜକ | ନାରାୟଣ ଚନ୍ଦ୍ର ସାହୁ ସନ୍ତୋଷ କୁମାର ସାଇ |
ସଂଳାପ | ବି. ଚନ୍ଦନ କୁମାର |
ଚିତ୍ରନାଟ୍ୟ | ସୌମ୍ୟ ରଂଜନ ସାହୁ |
କାହାଣୀ | ସୌମ୍ୟ ରଂଜନ ସାହୁ |
କଳାକାର | ତୁଷାର ସିହ୍ନା ବିଘ୍ନେଶ୍ୱର ପଣ୍ଡା କାବ୍ୟା କିରଣ ଅବକାଶ ମିଶ୍ର ଅଙ୍କିତା ମହାନ୍ତି |
ସଙ୍ଗୀତ | ନିହାର ଶାନ୍ତନୁ |
ମୁକ୍ତିଲାଭ ତାରିଖ | ୧୪ ଡିସେମ୍ବର ୨୦୧୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରହସ୍ୟ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ସାଇ । ସୌମ୍ୟ ରଂଜନ ସାହୁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।[୨] ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଘ୍ନେଶ୍ୱର ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩]
ତୁଷାର ସିହ୍ନା, ବିଘ୍ନେଶ୍ୱର ପଣ୍ଡା, କାବ୍ୟା କିରଣ, ଅବକାଶ ମିଶ୍ର, ଅଙ୍କିତା ମହାନ୍ତି, ଅଭିଶେକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟ
- ତୁଷାର ସିହ୍ନା
- ବିଘ୍ନେଶ୍ୱର ପଣ୍ଡା
- କାବ୍ୟା କିରଣ
- ଅବକାଶ ମିଶ୍ର
- ଅଙ୍କିତା ମହାନ୍ତି
- ଅଭିଶେକ
ସୁଟିଂ
ଏହି ଚଳଚ୍ଚିତ୍ରଟିର ସମସ୍ତ ସୁଟିଂ ନରସିଂପୁର କୋଠି, ଗୋପାଳପୁର ସମୁଦ୍ରକୂଳ, ଚିଲିକା, କଟକ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ହୋଇଛି ।[୩]
କାହାଣୀ
ଫିଲ୍ମ ଇଂଷ୍ଟିଚ୍ୟୁଟରେ ପଢୁଥିବା କିଛି ୫ ଜଣ ଚରିତ୍ରକୁ ନେଇ ଏହି ସିନେମାର କାହାଣୀ ଗତିଶୀଳ ହୋଇଛି । ଦେବ, ସୃତି, ଅଲ୍ଲି, ରିଧିମା, ଏବଂ ଲାଲା । ଏମାନେ ଏକାଠି ମିଶି ଏକ ସିନେମା ବନାଇବା ପାଇଁ ଚିନ୍ତା କରନ୍ତି । ଦେବ ନିଜ ସ୍ୱପ୍ନରେ ଦେଖୁଥିବା ଏକ କାହାଣୀକୁ ନେଇ ସିନେମା ବନାଇବା ପାଇଁ ଏକ ପୁରୁଣା ବଙ୍ଘଳାକୁ ଯାଆନ୍ତି । ଆଉ ସେହି ସ୍ଥାନକୁ ଦେବ ତାର ସ୍ୱପ୍ନରେ ସବୁବେଳେ ଦେଖୁଥାଏ । ସେଠାରେ ପହଁଚିବା ପରେ ଏମାନଙ୍କ ସହ ଆରମ୍ଭ ହୁଏ ଅଦ୍ଭୁତ ଏବଂ ରହସ୍ୟମୟ ଦୁର୍ଘଟଣା ।[୨]
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନିହାର ଓ ଶାନ୍ତନୁ ।[୩][୨] ଅନ୍ତରା ଚକ୍ରବର୍ତ୍ତୀ, ଶାନ୍ତନୁ କୁମାର ସାଇ, ଶୁଭେଚ୍ଛା ମହାନ୍ତି, ଜି. ତବୁ, ସାଇ ସୁଚିତ୍ରା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]
ଗୀତ
କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଅନ୍ଧର ରାଣୀ" | ଅନ୍ତରା ଚକ୍ରବର୍ତ୍ତୀ | |
2. | "ଓଃ ଜାନିୟା" | ଶାନ୍ତନୁ କୁମାର ସାଇ, ଅନ୍ତରା ଚକ୍ରବର୍ତ୍ତୀ | |
3. | "ଲେଟସ୍ ମୁଭ୍ ଅନ୍" | ଶାନ୍ତନୁ କୁମାର ସାଇ, ଶୁଭେଚ୍ଛା ମହାନ୍ତି | |
4. | "ରହସ୍ୟ" | ଶାନ୍ତନୁ କୁମାର ସାଇ, ଜି. ତବୁ, ଶୁଭେଚ୍ଛା ମହାନ୍ତି | |
5. | "ମୋତେ ଆଜି" | ଜି. ତବୁ, ସୁଚିତ୍ରା |
ଆଧାର
- ↑ "Promotion of Upcoming Odia Film "Rahasya" in Breakfast Odisha". Prameya News7. 11 May 2018. Retrieved 29 December 2018.
- ↑ ୨.୦ ୨.୧ ୨.୨ "ଭୌତିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର 'ରହସ୍ୟ' - EnewsOdia.Com". E News ଓଡ଼ିଆ. 9 May 2018. Retrieved 29 December 2018.
- ↑ ୩.୦ ୩.୧ ୩.୨ ୩.୩ "ଆଜି ମୁକ୍ତିଲାଭ କରିବ ଓଲିଉଡ୍ର ପ୍ରଥମ ହରର୍ ୩ଡି ଚଳଚ୍ଚିତ୍ର 'ରହସ୍ୟ'". Sambad.in. 14 December 2018. Archived from the original on 29 December 2018. Retrieved 29 December 2018.
- ↑ "Rahasya". OMDb. Odia Movie Database. Retrieved 29 December 2018.
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ରହସ୍ୟ