Jump to content

"ନିଝୁମ ରାତିର ସାଥୀ (୨୦୧୭)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
୨୭ କ ଧାଡ଼ି: ୨୭ କ ଧାଡ଼ି:
}}
}}


'''ନିଝୁମ ରାତିର ସାଥୀ''', ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର ।<ref>{{cite news|title= ୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି|url=http://sambad.in/entertainment/odiamovie-20123/|accessdate=2 November 2017|newspaper=sambad.in|date=2 November 2017}}</ref><ref>{{cite news|title=୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?|url=http://sambad.in/entertainment/odia-movies-in-9-months-3501/|accessdate=1 October 2017|newspaper=sambad.in|date=30 September 2017}}</ref><ref>{{cite news|title=୮ ମାସରେ କେତୋଟି ଓଡ଼ିଆ ସିନେମା ?|url=http://sambad.in/news/entertainment/odia-movies-in-8-months/74589.html|accessdate=8 September 2017|newspaper=Sambad.in|date=3 September 2017}}</ref><ref>{{cite news|title=“୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି” is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି|url=https://enewsodiaofficial.blogspot.in/2017/07/is-locked.html|accessdate=8 August 2017|newspaper=E News ଓଡ଼ିଆ|date=6 July 2017}}</ref><ref>{{cite news|title=ନୂଆ ବର୍ଷରେ ‘ନିଝୁମ ରାତିର ସାଥୀ’|url=http://www.sambad.in/news/metro/25128.html|accessdate=19 July 2017|newspaper=ସମ୍ବାଦ|date=25 December 2016}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ କୁମାର ସିଂ ଏବଂ ଅନାମ ଚରଣ ସାହୁ ।<ref>{{cite news|title=Nijhum Ratira Sathi (2016)|url=http://odiarocks.in/blog/nijhum-ratira-sathi-odia-movie-songs-video/|accessdate=19 July 2017|newspaper=Odia Rocks|date=3 July 2016}}</ref> ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସଞ୍ଜୟ ନାୟକ । ମିଳୟ ମିଶ୍ର ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନାୟକ ଚନ୍ଦନ, ଜ୍ୟୋତି ଏବଂ ନାୟିକା ତମନ୍ନା ଅଭିନୟ କରିଥିଲେ ।<ref>{{cite news|title=ନୂଆବର୍ଷରେ ପରଦାକୁ ଆସିଲା ‘ନିଝୁମ ରାତିର ସାଥୀ’|url=http://odishareporter.in/entertainment/new-year-re-parada-ku-asila-nujhuma-rati-ra-sathi/|accessdate=19 July 2017|newspaper=Odisha Reporters|date=1 January 2017}}</ref> ଅନ୍ୟାନ୍ୟ ଭୁମିକାରେ ସତ୍ୟବ୍ରତ, ପ୍ରମାନନ୍ଦ ପରିଡ଼ା, ପଲ୍ଲବୀ, ସୁମନ, କୁନା ତ୍ରିପାଠୀ ଏବଂ ବିଜୁ ବଡ଼ଜେନା ଆଦି ଅଭିନୟ କରିଥିଲେ ।<ref name="Nijhum Ratira Sathi">{{cite web|title=Nijhum Ratira Sathi|url=http://www.odiamoviedatabase.com/2017/01/nijhum-ratira-sathi.html|publisher=Odia Movie Database|accessdate=19 July 2017}}</ref> ଅଭିନେତ୍ରୀ ସୋନାଲୀ ଏହି ଚଳଚ୍ଚିତ୍ର ଜରିଆରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।<ref>{{cite news|title=୨୦୧୭ ଓଡ଼ିଆ ଛବିରେ ନବାଗତା ନାୟିକାମାନଙ୍କର ଓଡ଼ିଆ ସିନେମା ଯାତ୍ର|url=http://enewsodia.com/%E0%AD%A8%E0%AD%A6%E0%AD%A7%E0%AD%AD-%E0%AC%93%E0%AD%9C%E0%AC%BF%E0%AC%86-%E0%AC%9B%E0%AC%AC%E0%AC%BF-%E0%AC%B0%E0%AD%87-%E0%AC%A8%E0%AC%AC%E0%AC%BE%E0%AC%97%E0%AC%A4%E0%AC%BE-%E0%AC%A8%E0%AC%BE/|accessdate=19 July 2017|newspaper=E News ଓଡ଼ିଆ|date=7 July 2017}}</ref>
'''ନିଝୁମ ରାତିର ସାଥୀ''', ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏକ [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର ।<ref>{{cite news|title= ୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି|url=http://sambad.in/entertainment/odiamovie-20123/|accessdate=2 November 2017|newspaper=sambad.in|date=2 November 2017}}</ref><ref>{{cite news|title=୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?|url=http://sambad.in/entertainment/odia-movies-in-9-months-3501/|accessdate=1 October 2017|newspaper=sambad.in|date=30 September 2017}}</ref><ref>{{cite news|title=୮ ମାସରେ କେତୋଟି ଓଡ଼ିଆ ସିନେମା ?|url=http://sambad.in/news/entertainment/odia-movies-in-8-months/74589.html|accessdate=8 September 2017|newspaper=Sambad.in|date=3 September 2017}}</ref><ref>{{cite news|title=“୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି” is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି|url=https://enewsodiaofficial.blogspot.in/2017/07/is-locked.html|accessdate=8 August 2017|newspaper=E News ଓଡ଼ିଆ|date=6 July 2017}}</ref><ref>{{cite news|title=ନୂଆ ବର୍ଷରେ ‘ନିଝୁମ ରାତିର ସାଥୀ’|url=http://www.sambad.in/news/metro/25128.html|accessdate=19 July 2017|newspaper=ସମ୍ବାଦ|date=25 December 2016}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ କୁମାର ସିଂ ଏବଂ ଅନାମ ଚରଣ ସାହୁ ।<ref>{{cite news|title=Nijhum Ratira Sathi (2016)|url=http://odiarocks.in/blog/nijhum-ratira-sathi-odia-movie-songs-video/|accessdate=19 July 2017|newspaper=Odia Rocks|date=3 July 2016}}</ref> ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସଞ୍ଜୟ ନାୟକ । ମିଳୟ ମିଶ୍ର ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ ।
ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନାୟକ ଚନ୍ଦନ, ଜ୍ୟୋତି ଏବଂ ନାୟିକା ତମନ୍ନା ବ୍ୟାସ<ref>{{cite news |first1=Prachitara |title=Odia Actress Tamanna Vyas Among Top Five In Miss Diva 2018 - ODISHA BYTES |url=http://www.odishabytes.com/odia-actress-tamanna-vyas-among-top-five-miss-diva-2018/ |accessdate=31 August 2018 |work=ODISHA BYTES |date=4 August 2018}}</ref> ଅଭିନୟ କରିଥିଲେ ।<ref>{{cite news|title=ନୂଆବର୍ଷରେ ପରଦାକୁ ଆସିଲା ‘ନିଝୁମ ରାତିର ସାଥୀ’|url=http://odishareporter.in/entertainment/new-year-re-parada-ku-asila-nujhuma-rati-ra-sathi/|accessdate=19 July 2017|newspaper=Odisha Reporters|date=1 January 2017}}</ref> ଅନ୍ୟାନ୍ୟ ଭୁମିକାରେ ସତ୍ୟବ୍ରତ, ପ୍ରମାନନ୍ଦ ପରିଡ଼ା, ପଲ୍ଲବୀ, ସୁମନ, କୁନା ତ୍ରିପାଠୀ ଏବଂ ବିଜୁ ବଡ଼ଜେନା ଆଦି ଅଭିନୟ କରିଥିଲେ ।<ref name="Nijhum Ratira Sathi">{{cite web|title=Nijhum Ratira Sathi|url=http://www.odiamoviedatabase.com/2017/01/nijhum-ratira-sathi.html|publisher=Odia Movie Database|accessdate=19 July 2017}}</ref> ଅଭିନେତ୍ରୀ ସୋନାଲୀ ଏହି ଚଳଚ୍ଚିତ୍ର ଜରିଆରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।<ref>{{cite news|title=୨୦୧୭ ଓଡ଼ିଆ ଛବିରେ ନବାଗତା ନାୟିକାମାନଙ୍କର ଓଡ଼ିଆ ସିନେମା ଯାତ୍ର|url=http://enewsodia.com/%E0%AD%A8%E0%AD%A6%E0%AD%A7%E0%AD%AD-%E0%AC%93%E0%AD%9C%E0%AC%BF%E0%AC%86-%E0%AC%9B%E0%AC%AC%E0%AC%BF-%E0%AC%B0%E0%AD%87-%E0%AC%A8%E0%AC%AC%E0%AC%BE%E0%AC%97%E0%AC%A4%E0%AC%BE-%E0%AC%A8%E0%AC%BE/|accessdate=19 July 2017|newspaper=E News ଓଡ଼ିଆ|date=7 July 2017}}</ref>


==ଅଭିନୟ==
==ଅଭିନୟ==

୨୨:୨୮, ୩୧ ଅଗଷ୍ଟ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ନିଝୁମ ରାତିର ସାଥୀ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକସନ୍ତୋଷ କୁମାର ସିଂ, ଅନାମ ଚରଣ ସାହୁ
ସଂଳାପ(ସଂଳାପ):
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସନ୍ତୋଷ କୁମାର ସିଂ
କଳାକାରଜ୍ୟୋତି ରଞ୍ଜନ ନାୟକ, ତମନ୍ନା, ଚନ୍ଦନ, ସତ୍ୟବ୍ରତ ତ୍ରିପାଠୀ, ପ୍ରେମାନନ୍ଦ ପରିଡ଼ା, ପଲ୍ଲବୀ, ସୋନାଲୀ, ସୁମନ, ବିଜୁ ବଡ଼ଜେନା
ସଙ୍ଗୀତମଳୟ ମିଶ୍ର
ମୁକ୍ତିଲାଭ ତାରିଖ
୧ ଜାନୁଆରୀ ୨୦୧୭[]
ଦେଶ ଭାରତ
ଭାଷାଓଡ଼ିଆ

ନିଝୁମ ରାତିର ସାଥୀ, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[][][][][] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସନ୍ତୋଷ କୁମାର ସିଂ ଏବଂ ଅନାମ ଚରଣ ସାହୁ ।[] ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସଞ୍ଜୟ ନାୟକ । ମିଳୟ ମିଶ୍ର ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ ।

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନାୟକ ଚନ୍ଦନ, ଜ୍ୟୋତି ଏବଂ ନାୟିକା ତମନ୍ନା ବ୍ୟାସ[] ଅଭିନୟ କରିଥିଲେ ।[] ଅନ୍ୟାନ୍ୟ ଭୁମିକାରେ ସତ୍ୟବ୍ରତ, ପ୍ରମାନନ୍ଦ ପରିଡ଼ା, ପଲ୍ଲବୀ, ସୁମନ, କୁନା ତ୍ରିପାଠୀ ଏବଂ ବିଜୁ ବଡ଼ଜେନା ଆଦି ଅଭିନୟ କରିଥିଲେ ।[୧୦] ଅଭିନେତ୍ରୀ ସୋନାଲୀ ଏହି ଚଳଚ୍ଚିତ୍ର ଜରିଆରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୧୧]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ମିଳୟ ମିଶ୍ର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ହ୍ୟୁମାନ ସାଗର, ପ୍ରଫୁଲ୍ଲ ବେହେରା, ଇରା ମହାନ୍ତି, ଅଞ୍ଜୁ ପ୍ରମୁଖ କଣ୍ଠଦାନ କରିଥିଲେ । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ଅରୁଣ ମନ୍ତ୍ରୀ ।

ଗୀତ

କ୍ରମଗୀତଗାୟକସମୟ
1."କେତେ ଭଲ ପାଏ (ପୁରଷ)"ହ୍ୟୁମାନ ସାଗର୦୫:୪୮
2."କେତେ ଭଲ ପାଏ (ନାରୀ)"ହ୍ୟୁମାନ ସାଗର, ଇରା ମହାନ୍ତି୦୬:୦୧
3."ଆଲୋ ଲୋ ଲୋ ଲୋ"ହ୍ୟୁମାନ ସାଗର, ଇରା ମହନ୍ତି୦୫:୩୪
4."ହାଉଲେ ହାଉଲେ" ୦୩:୫୦
5."ଦେହରେ ମୋର"ଅଞ୍ଜୁ, ପ୍ରଫୁଲ୍ଲ ବେହେରା୦୫:୧୩
6."ଯେବେ ଇଚ୍ଛା ଦେଖିପାରୁ"ହ୍ୟୁମାନ ସାଗର, ଇରା ମହାନ୍ତି୦୫:୦୯
7."ଗୁରୁବାର ଦିନ"ସଞ୍ଜୁ,ପ୍ରଫୁଲ୍ଲ ବେହେରା୦୩:୨୮
8."ନିଝୁମ ରାତିର ସାଥୀ"ହ୍ୟୁମାନ ସାଗର, ଇରା ମହାନ୍ତି୦୩:୧୮

ଆଧାର

  1. "ଜାନୁଆରି 1, 2017ରେ ମୁକ୍ତିଲାଭ କରିବାକୁ ଥିବା ଗଡ୍ ଫାଦର୍ ଓ ନିଝୁମ ରାତିର ସାଥୀର ପବ୍ଲିସିଟି-ପ୍ରୋ ପ୍ରଣୟ ଜେଠୀ ।". Cine Critics. Retrieved 19 July 2017.
  2. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  3. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  4. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Retrieved 8 September 2017.
  5. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  6. "ନୂଆ ବର୍ଷରେ 'ନିଝୁମ ରାତିର ସାଥୀ'". ସମ୍ବାଦ. 25 December 2016. Retrieved 19 July 2017.
  7. "Nijhum Ratira Sathi (2016)". Odia Rocks. 3 July 2016. Retrieved 19 July 2017.
  8. "Odia Actress Tamanna Vyas Among Top Five In Miss Diva 2018 - ODISHA BYTES". ODISHA BYTES. 4 August 2018. Retrieved 31 August 2018. {{cite news}}: |first1= missing |last1= (help)
  9. "ନୂଆବର୍ଷରେ ପରଦାକୁ ଆସିଲା 'ନିଝୁମ ରାତିର ସାଥୀ'". Odisha Reporters. 1 January 2017. Retrieved 19 July 2017.
  10. "Nijhum Ratira Sathi". Odia Movie Database. Retrieved 19 July 2017.
  11. "୨୦୧୭ ଓଡ଼ିଆ ଛବିରେ ନବାଗତା ନାୟିକାମାନଙ୍କର ଓଡ଼ିଆ ସିନେମା ଯାତ୍ର". E News ଓଡ଼ିଆ. 7 July 2017. Retrieved 19 July 2017.
  12. "ଏହି ଟପ୍‌ ହିରୋଙ୍କ ସାଥ୍‌ ପାଇନାହାନ୍ତି ତମନ୍ନା!". sambad.in. 24 April 2018. Retrieved 6 June 2018.

ବାହାର ଆଧାର