Jump to content

"ଅଜାତଶତ୍ରୁ (ଓଡ଼ିଆ କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୧୪ କ ଧାଡ଼ି: ୧୪ କ ଧାଡ଼ି:
| starring = ସୋହ‌ମ, [[ଦେବଯାନୀ]], ସ୍ୱାଧୀ, [[ମନୋଜ ମିଶ୍ର]], ଶକ୍ତି ବରାଳ, ପ୍ରଜ୍ଞା, କାଳୀ
| starring = ସୋହ‌ମ, [[ଦେବଯାନୀ]], ସ୍ୱାଧୀ, [[ମନୋଜ ମିଶ୍ର]], ଶକ୍ତି ବରାଳ, ପ୍ରଜ୍ଞା, କାଳୀ
| music = ବିଭୂତି ଭୂଷଣ ମହାପାତ୍ର
| music = ବିଭୂତି ଭୂଷଣ ମହାପାତ୍ର
| cinematography =
| cinematography = ପ୍ରସନ୍ନ କୁମାର ବେହେରା
| editing =
| editing =
| studio =
| studio =
୨୬ କ ଧାଡ଼ି: ୨୬ କ ଧାଡ଼ି:
}}
}}


'''ଅଜାତଶତ୍ରୁ''', ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ସୋହମ ସିଂହ ।<ref name="Controversy">{{cite news|title=‘ଅଜାତଶତ୍ରୁ’ର ସୁଟିଂ ସେଟରେ ଗଣ୍ଡଗୋଳ ! ସମୟ ଓ ପାଉଣା ନେଇ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଯୋଜକଙ୍କ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ|url=http://kanaknews.com/ajatasatru-film-shooting-controversy/|accessdate=29 August 2017|newspaper=Kanak News|date=23 June 2017}}</ref> ନିର୍ଦ୍ଦେଶକ ବିଭୂତି ଭୂଷଣ ମହାପାତ୍ର ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଡଃ ନିର୍ମଳ ନାୟକ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ବିଭୂତି ଭୂଷଣ ମହାପାତ୍ର ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେବା ସ‌ହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।<ref name="AjataShatru">{{cite news|title=ଅଜାତଶତ୍ରୁ|url=http://samajaepaper.in/epaperimages/27082017/27082017-md-sn-8/2682017201037284.jpg|accessdate=29 August 2017|newspaper=[[ସମାଜ]]|date=27 August 2017}}</ref>
'''ଅଜାତଶତ୍ରୁ''', ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ସୋହମ ସିଂହ ।<ref name="Controversy">{{cite news|title=‘ଅଜାତଶତ୍ରୁ’ର ସୁଟିଂ ସେଟରେ ଗଣ୍ଡଗୋଳ ! ସମୟ ଓ ପାଉଣା ନେଇ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଯୋଜକଙ୍କ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ|url=http://kanaknews.com/ajatasatru-film-shooting-controversy/|accessdate=29 August 2017|newspaper=Kanak News|date=23 June 2017}}</ref> ନିର୍ଦ୍ଦେଶକ ବିଭୂତି ଭୂଷଣ ମହାପାତ୍ର ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଡଃ ନିର୍ମଳ ନାୟକ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ ।<ref>{{cite news|title=“AjatShatru” Upcoming Odia Film Mahurat Held At Bhubaneswar|url=https://enewsodia.com/ajatshatru-upcoming-odia-film-mahurat-held-bhubaneswar/|accessdate=29 August 2017|newspaper=E News ଓଡ଼ିଆ|date=14 March 2017}}</ref> ବିଭୂତି ଭୂଷଣ ମହାପାତ୍ର ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେବା ସ‌ହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।<ref name="AjataShatru">{{cite news|title=ଅଜାତଶତ୍ରୁ|url=http://samajaepaper.in/epaperimages/27082017/27082017-md-sn-8/2682017201037284.jpg|accessdate=29 August 2017|newspaper=[[ସମାଜ]]|date=27 August 2017}}</ref>


ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ ସୋହମ ଏବଂ ନାୟିକା [[ଦେବଯାନୀ]]<ref>{{cite news|title=ଦେବଯାନୀ ଙ୍କ ନୂଆ ଓଡିଆ ସିନେମା “ଅଜାତଶତ୍ରୁ” ଖୁବ ଶୀଘ୍ର ପରଦା କୁ ଆସୁଛି|url=http://enewsodia.com/debjani-new-odia-movie/|accessdate=29 August 2017|newspaper=E News ଓଡ଼ିଆ|date=12 July 2017}}</ref> । ନବାଗତା ସାଦ୍‌ଭି ସିଂହ ମଧ୍ୟ ଏହି ଚଳଚ୍ଚିତ୍ର ଜରିଆରେ [[ଓଡ଼ିଆ କଥାଚିତ୍ର ଜଗତ]]ରେ ଅଭିନୟ ଆରମ୍ଭ କରିଥିଲେ । [[ମନୋଜ ମିଶ୍ର]], [[ଶକ୍ତି ବରାଳ]], [[ପ୍ରଜ୍ଞା ଖଟୁଆ]], କାଳୀ ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name="AjataShatru"/>
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ ସୋହମ ଏବଂ ନାୟିକା [[ଦେବଯାନୀ]]<ref>{{cite news|title=ଦେବଯାନୀ ଙ୍କ ନୂଆ ଓଡିଆ ସିନେମା “ଅଜାତଶତ୍ରୁ” ଖୁବ ଶୀଘ୍ର ପରଦା କୁ ଆସୁଛି|url=http://enewsodia.com/debjani-new-odia-movie/|accessdate=29 August 2017|newspaper=E News ଓଡ଼ିଆ|date=12 July 2017}}</ref> । ନବାଗତା ସାଦ୍‌ଭି ସିଂହ ମଧ୍ୟ ଏହି ଚଳଚ୍ଚିତ୍ର ଜରିଆରେ [[ଓଡ଼ିଆ କଥାଚିତ୍ର ଜଗତ]]ରେ ଅଭିନୟ ଆରମ୍ଭ କରିଥିଲେ । [[ମନୋଜ ମିଶ୍ର]], [[ଶକ୍ତି ବରାଳ]], [[ପ୍ରଜ୍ଞା ଖଟୁଆ]], କାଳୀ ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name="AjataShatru"/>

୧୯:୫୯, ୨୯ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଅଜାତଶତ୍ରୁ
ନିର୍ଦ୍ଦେଶକବିଭୂତି ଭୂଷଣ ମହାପାତ୍ର
ପ୍ରଯୋଜକସୋହମ ସିଂହ
ସଂଳାପ(ସଂଳାପ): ନିର୍ମଳ ନାୟକ
ଚିତ୍ରନାଟ୍ୟବିଭୂତି ଭୂଷଣ ମହାପାତ୍ର
କାହାଣୀବିଭୂତି ଭୂଷଣ ମହାପାତ୍ର
କଳାକାରସୋହ‌ମ, ଦେବଯାନୀ, ସ୍ୱାଧୀ, ମନୋଜ ମିଶ୍ର, ଶକ୍ତି ବରାଳ, ପ୍ରଜ୍ଞା, କାଳୀ
ସଙ୍ଗୀତବିଭୂତି ଭୂଷଣ ମହାପାତ୍ର
ଚିତ୍ରଗ୍ରହଣପ୍ରସନ୍ନ କୁମାର ବେହେରା
ଦେଶ ଭାରତ
ଭାଷାଓଡ଼ିଆ

ଅଜାତଶତ୍ରୁ, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ସୋହମ ସିଂହ ।[] ନିର୍ଦ୍ଦେଶକ ବିଭୂତି ଭୂଷଣ ମହାପାତ୍ର ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଡଃ ନିର୍ମଳ ନାୟକ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ ।[] ବିଭୂତି ଭୂଷଣ ମହାପାତ୍ର ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେବା ସ‌ହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।[]

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ ସୋହମ ଏବଂ ନାୟିକା ଦେବଯାନୀ[] । ନବାଗତା ସାଦ୍‌ଭି ସିଂହ ମଧ୍ୟ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ମନୋଜ ମିଶ୍ର, ଶକ୍ତି ବରାଳ, ପ୍ରଜ୍ଞା ଖଟୁଆ, କାଳୀ ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୟ

ବିବାଦ

ଏହି କଥାଚିତ୍ରରେ ଅଭିନୟ କରୁଥିବା କଳାକାର ବିଶ୍ୱ ଏବଂ ମୀରାଙ୍କ ସ‌ହ ପ୍ରଯୋଜକ ସୋହମ ସିଂହଙ୍କର ଟଙ୍କା ଉପରେ ପଇସା ବିବାଦ ଉପୁଜିଥିଲା । ସୋହମଙ୍କର ସାଥୀ ବିଶ୍ୱଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ମୀରାଙ୍କୁ ସୋହମ ଦୁର୍ବବ‌ହାର କରିଥିଲେ ।[] ଏହାକୁ ଭିତ୍ତି କରି ଖଣ୍ଡଗିତି ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ କରାଯାଇଥିଲା ।[]

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ମହାପାତ୍ର ।[]


ଆଧାର

  1. ୧.୦ ୧.୧ "'ଅଜାତଶତ୍ରୁ'ର ସୁଟିଂ ସେଟରେ ଗଣ୍ଡଗୋଳ ! ସମୟ ଓ ପାଉଣା ନେଇ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଯୋଜକଙ୍କ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ". Kanak News. 23 June 2017. Retrieved 29 August 2017.
  2. ""AjatShatru" Upcoming Odia Film Mahurat Held At Bhubaneswar". E News ଓଡ଼ିଆ. 14 March 2017. Retrieved 29 August 2017.
  3. ୩.୦ ୩.୧ ୩.୨ "ଅଜାତଶତ୍ରୁ". ସମାଜ. 27 August 2017. Retrieved 29 August 2017.
  4. "ଦେବଯାନୀ ଙ୍କ ନୂଆ ଓଡିଆ ସିନେମା "ଅଜାତଶତ୍ରୁ" ଖୁବ ଶୀଘ୍ର ପରଦା କୁ ଆସୁଛି". E News ଓଡ଼ିଆ. 12 July 2017. Retrieved 29 August 2017.
  5. [ପାରିଶ୍ରମିକ ମାଗିବାରୁ କୋ-ଆର୍ଟିଷ୍ଟଙ୍କୁ ‘ଅଜାତଶତ୍ରୁ’ର ପ୍ରଡ୍ୟୁସର ସୋହମ ସିଂହ ମାଡ଼ ମାରିଥିବା ଅଭିଯୋଗ; ଖଣ୍ଡଗିରି ଥାନାରେ ମାମଲା ରୁଜୁ, ତଦନ୍ତ ଆରମ୍ଭ "http://odishareporter.in/breaking/producer-in-problem/"]. Odia Repoter. 23 June 2017. Retrieved 29 August 2017. {{cite news}}: Check |url= value (help); External link in |title= (help)

ବାହାର ଆଧାର