"ଅଜାତଶତ୍ରୁ (ଓଡ଼ିଆ କଥାଚିତ୍ର)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
|||
୨୬ କ ଧାଡ଼ି: | ୨୬ କ ଧାଡ଼ି: | ||
}} |
}} |
||
'''ଅଜାତଶତ୍ରୁ''', ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ |
'''ଅଜାତଶତ୍ରୁ''', ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ସୋହମ ସିଂହ ।<ref name="Controversy">{{cite news|title=‘ଅଜାତଶତ୍ରୁ’ର ସୁଟିଂ ସେଟରେ ଗଣ୍ଡଗୋଳ ! ସମୟ ଓ ପାଉଣା ନେଇ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଯୋଜକଙ୍କ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ|url=http://kanaknews.com/ajatasatru-film-shooting-controversy/|accessdate=29 August 2017|newspaper=Kanak News|date=23 June 2017}}</ref> ନିର୍ଦ୍ଦେଶକ ବିଭୂତି ଭୂଷଣ ମହାପାତ୍ର ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଡଃ ନିର୍ମଳ ନାୟକ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ବିଭୂତି ଭୂଷଣ ମହାପାତ୍ର ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।<ref name="AjataShatru">{{cite news|title=ଅଜାତଶତ୍ରୁ|url=http://samajaepaper.in/epaperimages/27082017/27082017-md-sn-8/2682017201037284.jpg|accessdate=29 August 2017|newspaper=[[ସମାଜ]]|date=27 August 2017}}</ref> |
||
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ ସୋହମ ଏବଂ ନାୟିକା [[ଦେବଯାନୀ]] । ନବାଗତା |
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ ସୋହମ ଏବଂ ନାୟିକା [[ଦେବଯାନୀ]]<ref>{{cite news|title=ଦେବଯାନୀ ଙ୍କ ନୂଆ ଓଡିଆ ସିନେମା “ଅଜାତଶତ୍ରୁ” ଖୁବ ଶୀଘ୍ର ପରଦା କୁ ଆସୁଛି|url=http://enewsodia.com/debjani-new-odia-movie/|accessdate=29 August 2017|newspaper=E News ଓଡ଼ିଆ|date=12 July 2017}}</ref> । ନବାଗତା ସାଦ୍ଭି ସିଂହ ମଧ୍ୟ ଏହି ଚଳଚ୍ଚିତ୍ର ଜରିଆରେ [[ଓଡ଼ିଆ କଥାଚିତ୍ର ଜଗତ]]ରେ ଅଭିନୟ ଆରମ୍ଭ କରିଥିଲେ । [[ମନୋଜ ମିଶ୍ର]], [[ଶକ୍ତି ବରାଳ]], [[ପ୍ରଜ୍ଞା ଖଟୁଆ]], କାଳୀ ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name="AjataShatru"/> |
||
==ଅଭିନୟ== |
==ଅଭିନୟ== |
||
୩୮ କ ଧାଡ଼ି: | ୩୮ କ ଧାଡ଼ି: | ||
* [[ପ୍ରଜ୍ଞା ଖଟୁଆ]] |
* [[ପ୍ରଜ୍ଞା ଖଟୁଆ]] |
||
* କାଳୀ |
* କାଳୀ |
||
==ବିବାଦ== |
|||
ଏହି କଥାଚିତ୍ରରେ ଅଭିନୟ କରୁଥିବା କଳାକାର ବିଶ୍ୱ ଏବଂ ମୀରାଙ୍କ ସହ ପ୍ରଯୋଜକ ସୋହମ ସିଂହଙ୍କର ଟଙ୍କା ଉପରେ ପଇସା ବିବାଦ ଉପୁଜିଥିଲା । ସୋହମଙ୍କର ସାଥୀ ବିଶ୍ୱଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ମୀରାଙ୍କୁ ସୋହମ ଦୁର୍ବବହାର କରିଥିଲେ ।<ref name="Controversy"/> ଏହାକୁ ଭିତ୍ତି କରି ଖଣ୍ଡଗିତି ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ କରାଯାଇଥିଲା ।<ref>{{cite news|title=http://odishareporter.in/breaking/producer-in-problem/|url=ପାରିଶ୍ରମିକ ମାଗିବାରୁ କୋ-ଆର୍ଟିଷ୍ଟଙ୍କୁ ‘ଅଜାତଶତ୍ରୁ’ର ପ୍ରଡ୍ୟୁସର ସୋହମ ସିଂହ ମାଡ଼ ମାରିଥିବା ଅଭିଯୋଗ; ଖଣ୍ଡଗିରି ଥାନାରେ ମାମଲା ରୁଜୁ, ତଦନ୍ତ ଆରମ୍ଭ|accessdate=29 August 2017|newspaper=Odia Repoter|date=23 June 2017}}</ref> |
|||
==କାହାଣୀ== |
==କାହାଣୀ== |
୧୯:୫୩, ୨୯ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଅଜାତଶତ୍ରୁ | |
---|---|
ନିର୍ଦ୍ଦେଶକ | ବିଭୂତି ଭୂଷଣ ମହାପାତ୍ର |
ପ୍ରଯୋଜକ | ସୋହମ ସିଂହ |
ସଂଳାପ | (ସଂଳାପ): ନିର୍ମଳ ନାୟକ |
ଚିତ୍ରନାଟ୍ୟ | ବିଭୂତି ଭୂଷଣ ମହାପାତ୍ର |
କାହାଣୀ | ବିଭୂତି ଭୂଷଣ ମହାପାତ୍ର |
କଳାକାର | ସୋହମ, ଦେବଯାନୀ, ସ୍ୱାଧୀ, ମନୋଜ ମିଶ୍ର, ଶକ୍ତି ବରାଳ, ପ୍ରଜ୍ଞା, କାଳୀ |
ସଙ୍ଗୀତ | ବିଭୂତି ଭୂଷଣ ମହାପାତ୍ର |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଜାତଶତ୍ରୁ, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ସୋହମ ସିଂହ ।[୧] ନିର୍ଦ୍ଦେଶକ ବିଭୂତି ଭୂଷଣ ମହାପାତ୍ର ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ଡଃ ନିର୍ମଳ ନାୟକ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ । ବିଭୂତି ଭୂଷଣ ମହାପାତ୍ର ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।[୨]
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ନାୟକ ସୋହମ ଏବଂ ନାୟିକା ଦେବଯାନୀ[୩] । ନବାଗତା ସାଦ୍ଭି ସିଂହ ମଧ୍ୟ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ମନୋଜ ମିଶ୍ର, ଶକ୍ତି ବରାଳ, ପ୍ରଜ୍ଞା ଖଟୁଆ, କାଳୀ ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
- ସୋହମ ସିଂହ
- ଦେବଯାନୀ
- ସ୍ୱାଧୀ
- ମନୋଜ ମିଶ୍ର
- ଶକ୍ତି ବରାଳ
- ପ୍ରଜ୍ଞା ଖଟୁଆ
- କାଳୀ
ବିବାଦ
ଏହି କଥାଚିତ୍ରରେ ଅଭିନୟ କରୁଥିବା କଳାକାର ବିଶ୍ୱ ଏବଂ ମୀରାଙ୍କ ସହ ପ୍ରଯୋଜକ ସୋହମ ସିଂହଙ୍କର ଟଙ୍କା ଉପରେ ପଇସା ବିବାଦ ଉପୁଜିଥିଲା । ସୋହମଙ୍କର ସାଥୀ ବିଶ୍ୱଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ମୀରାଙ୍କୁ ସୋହମ ଦୁର୍ବବହାର କରିଥିଲେ ।[୧] ଏହାକୁ ଭିତ୍ତି କରି ଖଣ୍ଡଗିତି ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ କରାଯାଇଥିଲା ।[୪]
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ମହାପାତ୍ର ।[୨]
ଆଧାର
- ↑ ୧.୦ ୧.୧ "'ଅଜାତଶତ୍ରୁ'ର ସୁଟିଂ ସେଟରେ ଗଣ୍ଡଗୋଳ ! ସମୟ ଓ ପାଉଣା ନେଇ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଯୋଜକଙ୍କ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ". Kanak News. 23 June 2017. Retrieved 29 August 2017.
- ↑ ୨.୦ ୨.୧ ୨.୨ "ଅଜାତଶତ୍ରୁ". ସମାଜ. 27 August 2017. Retrieved 29 August 2017.
- ↑ "ଦେବଯାନୀ ଙ୍କ ନୂଆ ଓଡିଆ ସିନେମା "ଅଜାତଶତ୍ରୁ" ଖୁବ ଶୀଘ୍ର ପରଦା କୁ ଆସୁଛି". E News ଓଡ଼ିଆ. 12 July 2017. Retrieved 29 August 2017.
- ↑ [ପାରିଶ୍ରମିକ ମାଗିବାରୁ କୋ-ଆର୍ଟିଷ୍ଟଙ୍କୁ ‘ଅଜାତଶତ୍ରୁ’ର ପ୍ରଡ୍ୟୁସର ସୋହମ ସିଂହ ମାଡ଼ ମାରିଥିବା ଅଭିଯୋଗ; ଖଣ୍ଡଗିରି ଥାନାରେ ମାମଲା ରୁଜୁ, ତଦନ୍ତ ଆରମ୍ଭ "http://odishareporter.in/breaking/producer-in-problem/"]. Odia Repoter. 23 June 2017. Retrieved 29 August 2017.
{{cite news}}
: Check|url=
value (help); External link in
(help)|title=