"ଜଷ୍ଟ ମୋହବତ୍" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
"{{Infobox film | name = ଜଷ୍ଟ ମୋହବତ | image = | image size = | alt =..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
(କିଛି ବଦଳିନାହିଁ)
|
୧୦:୪୯, ୧୭ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଜଷ୍ଟ ମୋହବତ | |
---|---|
ନିର୍ଦ୍ଦେଶକ | ଏସ୍. କେ. ମୁରଲୀଧରନ |
ପ୍ରଯୋଜକ | କଲ୍ୟାଣ ସୁନ୍ଦର ଛୋଟରାୟ |
ସଂଳାପ | (ସଂଳାପ): ବାପୁ ଗୋସ୍ୱାମୀ |
କଳାକାର | ଆକାଶ ଦାସ ନାୟକ, ଅର୍ଚ୍ଚିତା ସାହୁ, ପପୁ ପମ ପମ, ସମରେଶ ରାଉତରାୟ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଆର୍. ଭଗତ |
ସମ୍ପାଦକ | ବିରେନ ଜ୍ୟୋତି ମହାନ୍ତି |
ମୁକ୍ତିଲାଭ ତାରିଖ | ୨୫ ଅଗଷ୍ଟ ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଜଷ୍ଟ ମୋହବତ୍, ୨୦୧୭ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ କଲ୍ୟାଣ ସୁନ୍ଦର ଛୋଟରାୟ ଏବଂ ସମରେଶ ରାଉତରାୟ ।[୧] ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଏସ୍. କେ. ମୁରଲୀଧରନ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୨୦୧୭ର ଗଣେଶ ପୂଜା ସମୟରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।[୨]
ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଆକାଶ ଦାସ ନାୟକ ଏବଂ ନାୟିକା ଅର୍ଚ୍ଚିତା ସାହୁ ।[୩] ଆକାଶ ଜଣେ ସହ-ନିର୍ଦ୍ଦେଶକ ଭୂମିକାରେ ଅଭିନୟ କରିଥିଲେ । ସମରେଶ ରାଉତରାୟ, ପପୁ ପମ ପମ, ଧୀର ମଲିକ୍, ଅଙ୍କିତା ଆଦି କଳାକାରମାନେ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ବଙ୍ଗୀୟ ନାୟିକା ଅଙ୍କିତା ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୫]
ଅଭିନୟ
- ଆକାଶ ଦାସ ନାୟକ- ଆଦିତ୍ୟ
- ଅର୍ଚ୍ଚିତା ସାହୁ- ଭୂମି
- ପପୁ ପମ ପମ
- ସମରେଶ ରାଉତରାୟ
- ଅଙ୍କିତା
କାହାଣୀ
ଗୀତ ଏବଂ ସଙ୍ଗୀତ
ଗୀତ
କ୍ରମ | ଗୀତ | ସମୟ |
---|
ଆଧାର
- ↑ "ରଜ ମଉଜରେ ଓଲିଉଡ଼". 11 June 2016. Retrieved 17 August 2017.
- ↑ ""ଦେଶୀ ଡଙ୍ଗାରେ ବସି ଲୋକେସନ୍କୁ ଗଲା ବେଳେ ଡର ଲାଗୁଥିଲା" – ଅର୍ଚ୍ଚିତା". odisha live. 14 August 2017. Retrieved 17 August 2017.
- ↑ "'ଜଷ୍ଟ ମୋହବତ୍'ରେ ଫେରୁଛନ୍ତି ଆକାଶ-ଅର୍ଚ୍ଚିତା". ସମ୍ବାଦ. 15 August 2017. Retrieved 17 August 2017.
- ↑ ""Just Mohabbat" Odia Movie of Archita & Akash To Release Next Month". E News ଓଡ଼ିଆ. 14 January 2017. Retrieved 17 August 2017.
- ↑ "ଫେବୃଆରୀରେ ରିଲିଜ ହେବ ଆକାଶ ଏବଂ ଅର୍ଚ୍ଚିତାଙ୍କ 'ଜଷ୍ଟ ମୋହବତ୍'". ଖବର ଓଡ଼ିଶା. 14 January 2017. Retrieved 17 August 2017.