"କେହି ନୁହେଁ କାହାର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
"ସୁଶାନ୍ତ ମଣିଙ୍କ ନିର୍ଦେଶନାରେ ଓଡ଼ିଆ ଭାଷା|ଓଡ଼..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
(କିଛି ବଦଳିନାହିଁ)
|
୧୦:୧୭, ୨୨ ଜୁଲାଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ସୁଶାନ୍ତ ମଣିଙ୍କ ନିର୍ଦେଶନାରେ ଓଡ଼ିଆ ଚଳଚ୍ଚିତ୍ର କେହି ନୁହେଁ କାହାର ୨୦୧୫ ମସିହାରେ ଅକ୍ଟୋବର ୨ରେ ମୁକ୍ତିଲାଭ କରିଥିଲା । ଏହି ସିନେମାର ମୁଖ୍ୟ ଭୂମିକାରେ ଅଭିଷେକ ରଥ ଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ନାୟିକା ଭାବରେ ଅଭିନୟ କରିଥିଲେ । ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ବିଶ୍ୱ ସ୍ୱରୂପ ।
କେହି ନୁହେଁ କାହାର | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ଅକ୍ଷୟ କୁମାର ପରିଜା[୧] |
ସଂଳାପ | (ସଂଳାପ): ଦିଲୀପ ଚୌଧୁରୀ |
ଚିତ୍ରନାଟ୍ୟ | ସୁଶାନ୍ତ ମଣି |
କାହାଣୀ | ଅକ୍ଷୟ କୁମାର ପରିଜା |
କଳାକାର | ଅଭିଷେକ ରଥ, ଏଲିନା ସାମନ୍ତରାୟ, ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, କୁନା ତ୍ରିପାଠୀ, ସମରେଶ ରାଉତରାୟ, ନୀତୁ ସିଂ, ପିଙ୍କି ପ୍ରଧାନ, ଚୌଧୁରୀ ଜୟପ୍ରକାଶ ଦାସ |
ସଙ୍ଗୀତ | ବିଶ୍ୱ ସ୍ୱରୂପ |
ଚିତ୍ରଗ୍ରହଣ | ସିତାଂଶୁ ମହାପାତ୍ର |
ସମ୍ପାଦକ | ସୁକୁମାର ମଣି |
ବିତରକ | ବିରଜା ମୁଭିଜ |
ମୁକ୍ତିଲାଭ ତାରିଖ | ୨ ଅକ୍ଟୋବର ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ଓଡ଼ିଆଚଳଚ୍ଚିତ୍ର କେହି ନୁହେଁ କାହାରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ[୨] :
- ଅଭିଷେକ ରଥ
- ଏଲିନା ସାମନ୍ତରାୟ
- ସିଦ୍ଧାନ୍ତ ମହାପାତ୍ର
- ବିଜୟ ମହାନ୍ତି
- କୁନା ତ୍ରିପାଠୀ
- ସମରେଶ ରାଉତରାୟ
- ନୀତୁ ସିଂ
- ପିଙ୍କି ପ୍ରଧାନ
- ଚୌଧୁରୀ ଜୟପ୍ରକାଶ ଦାସ
ଅଗଷ୍ଟ ୬ ୨୦୧୫ରେ ଏହି ଚଳଚ୍ଚିତ୍ରର ଟ୍ରେଲର ବାହାରିଥିଲା ।[୩]
ଗୀତ ଓ ସଙ୍ଗୀତ
ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ୧୪ ସେପ୍ଟେମ୍ବରରେ ମୁକ୍ତଲାଭ କରିଥିଲା ।[୪]
ଗୀତ | ରଚନା | କଣ୍ଠଦାନ |
---|---|---|
ମନେ ପଡ଼େ | ||
ଲୁଣି ଆଇସକ୍ରିମ | ||
ହସ ତୋର | ||
ଏଇ ହାତ ରେଖା | ||
ଧୋକା ଧୋକାରେ ବାବା |
ଆଧାର
- ↑ "Kehi Nuhe Kahara Odia Movie of Elina, Avishek, Sidhanta". Retrieved 22 July 2016.
- ↑ "Kehi Nuhe kahara Odia Movie of AVishek, Elina". ENews ଓଡ଼ିଆ. Retrieved 22 July 2016.
- ↑ [enewsodia.com/kehi-nuhen-kahara-trailer-video/ "Kehi Nuhe kahara Trailer Video Release Abhishek and Elina"]. ENews ଓଡ଼ିଆ. Retrieved 22 July 2016.
{{cite web}}
: Check|url=
value (help) - ↑ "Kehi Nuhe kahara Odia Film Audio Release Party". ENews ଓଡ଼ିଆ. Retrieved 22 July 2016.