କେହି ନୁହେଁ କାହାର

ଉଇକିପିଡ଼ିଆ‌ରୁ
କେହି ନୁହେଁ କାହାର
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକଅକ୍ଷୟ କୁମାର ପରିଜା[୧]
ସଂଳାପଦିଲୀପ ଚୌଧୁରୀ
ଚିତ୍ରନାଟ୍ୟସୁଶାନ୍ତ ମଣି
କାହାଣୀଅକ୍ଷୟ କୁମାର ପରିଜା
କଳାକାରଅଭିଷେକ ରଥ, ଏଲିନା ସାମନ୍ତରାୟ, ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, କୁନା ତ୍ରିପାଠୀ, ସମରେଶ ରାଉତରାୟ, ନୀତୁ ସିଂ, ପିଙ୍କି ପ୍ରଧାନ, ଚୌଧୁରୀ ଜୟପ୍ରକାଶ ଦାସ
ସଙ୍ଗୀତବିଶ୍ୱ ସ୍ୱରୂପ
ଚିତ୍ରଗ୍ରହଣସିତାଂଶୁ ମହାପାତ୍ର
ସମ୍ପାଦକସୁକୁମାର ମଣି
ବିତରକବିରଜା ମୁଭିଜ
ମୁକ୍ତିଲାଭ ତାରିଖ
୨ ଅକ୍ଟୋବର ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶନାରେ ଓଡ଼ିଆ ଚଳଚ୍ଚିତ୍ର କେହି ନୁହେଁ କାହାର ୨୦୧୫ ମସିହାରେ ଅକ୍ଟୋବର ୨ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିଷେକ ରଥ ଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ନାୟିକା ଭାବରେ ଅଭିନୟ କରିଥିଲେ ।[୨] ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ବିଶ୍ୱ ସ୍ୱରୂପ

ଅଭିନୟ[ସମ୍ପାଦନା]

ଅଗଷ୍ଟ ୬ ୨୦୧୫ରେ ଏହି ଚଳଚ୍ଚିତ୍ରର ଟ୍ରେଲର ବାହାରିଥିଲା ।[୭]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ୧୪ ସେପ୍ଟେମ୍ବରରେ ମୁକ୍ତଲାଭ କରିଥିଲା ।[୮]

ଗୀତ ରଚନା କଣ୍ଠଦାନ
ମନେ ପଡ଼େ
ଲୁଣି ଆଇସକ୍ରିମ
ହସ ତୋର
ଏଇ ହାତ ରେଖା
ଧୋକା ଧୋକାରେ ବାବା


ଆଧାର[ସମ୍ପାଦନା]

  1. "Kehi Nuhe Kahara Odia Movie of Elina, Avishek, Sidhanta". Retrieved 22 July 2016.
  2. "ଏଲିନାଙ୍କ ଉତ୍ସାହ". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
  3. "ଫେରୁଛନ୍ତି ଓଲିଉଡର ଚକଲେଟି ହିରୋ". Sambad (in ଆମେରିକୀୟ ଇଂରାଜୀ). 2018-11-20. Archived from the original on 2019-05-02. Retrieved 2019-05-02.
  4. "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. sambad.in. 23 November 2021. Archived from the original on 27 December 2021. Retrieved 27 December 2021.
  5. "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍‌". Sambad.in. 25 October 2017. Retrieved 26 October 2017.
  6. "ଇସ୍କରୁ ଅରୁନ୍ଧତୀ". ସମ୍ବାଦ. sambad.in. 6 October 2021. Archived from the original on 12 November 2021. Retrieved 12 November 2021.
  7. [enewsodia.com/kehi-nuhen-kahara-trailer-video/ "Kehi Nuhe kahara Trailer Video Release Abhishek and Elina"]. ENews ଓଡ଼ିଆ. Retrieved 22 July 2016. {{cite web}}: Check |url= value (help)
  8. "Kehi Nuhe kahara Odia Film Audio Release Party". ENews ଓଡ଼ିଆ. Retrieved 22 July 2016.

ବାହାର ଆଧାର[ସମ୍ପାଦନା]