ଜବାହରଲାଲ ନେହେରୁ

ଉଇକିପିଡ଼ିଆ ରୁ
ଜବାହରଲାଲ ନେହେରୁ


ଭାରତର ପ୍ରଥମ ପ୍ରଧାନମନ୍ତ୍ରି
In office
୧୫ ଅଗଷ୍ଟ ୧୯୪୭ – ୨୭ ମେ ୧୯୬୪
Monarch କିଙ୍ଗ ଜର୍ଜ 6 (୨୬ ଜାନୁୟାରୀ ୧୯୫୦)
ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଆଉ ସର୍ବପଲ୍ଲି ରାଧାକୃଷ୍ଣନ
ରାଜ୍ୟପାଳ–General Louis Mountbatten
ସି ରାଜଗୋପାଳଚାରୀ
କାହା ଆଗରୁ ଥିଲେ ପଦଟିଏ ତିଆରି କରାଯାଇଥିଲା
ସଫଳ ହୋଇଥିଲେ ଗୁଲାଜରିଲାଲ ନନ୍ଦା

In office
୧୫ ଅଗଷ୍ଟ୧୯୪୭ – ୨୭ ମେ ୧୯୬୪
କାହା ଆଗରୁ ଥିଲେ ପଦଟିଏ ତିଆରି କରାଯାଇଥିଲା
ସଫଳ ହୋଇଥିଲେ ଗୁଲାଜରିଲାଲ ନନ୍ଦା

ଅର୍ଥମନ୍ତ୍ରି
In office
୮ ଅକ୍ଟୋବର ୧୯୫୮ – ୧୭ ନଭେମ୍ବର ୧୯୫୯
କାହା ଆଗରୁ ଥିଲେ ଟି. ଟି. କୃଷ୍ଣମଚାରି
ସଫଳ ହୋଇଥିଲେ ମୋରାରଜି ଦେଶାଇ

ଜନ୍ମ ୧୪ ନଭେମ୍ବର ୧୮୮୯
ଇଲାହାବାଦ, United Provinces, ବ୍ରିଟିଶ ରାଜ
ପରଲୋକ ୨୭ ମେ ୧୯୬୪ (ବୟସ ୭୪')
ଦିଲ୍ଲୀ, ଭାରତ
ଦେଶ ଭାରତୀୟ
ରାଜନୀତିକ ଦଳ ଇଣ୍ଡିଆନ ନାସନାଲ କଙ୍ଗ୍ରେସ
ଜୀବନ ସାଥି କମଳା ନେହରୁ
ସନ୍ତାନ ଇନ୍ଦିରା ଗାନ୍ଧୀ
ସ୍କୁଲ କଲେଜ ଟ୍ରିନିଟି କଲେଜ, କେମ୍ବ୍ରିଜ
ବୃତ୍ତି ବାରିଷ୍ଟର
ଧର୍ମ ନାସ୍ତିକ
ଦସ୍ତଖତ

ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ୤ ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ଵରୂପରାଣୀ ଥିଲା ୤ ସେ ସ୍ଵାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ୤ ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ୤

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା