ଆଲବର୍ଟ ଆଇନଷ୍ଟାଇନ

ଉଇକିପିଡ଼ିଆ ରୁ
ଆଲବର୍ଟ ଆଇନଷ୍ଟାଇନ

୧୯୨୧ରେ ଆଲବର୍ଟ ଆଇନଷ୍ଟାଇନ
ଜନ୍ମ ୧୪ ମାର୍ଚ ୧୮୭୯(1879-03-14)
ଉମ୍, ଉର୍ଟମ୍ବର୍ଗ୍, ଜର୍ମାନୀ
ମୃତ୍ୟୁ ୧୮ ଏପ୍ରିଲ ୧୯୫୫(1955-04-18) (ବୟସ ୭୬)
ପ୍ରିନ୍ସଟନ, ନ୍ୟୁ ଜର୍ସି, ଯୁକ୍ତରାଷ୍ଟ୍ର ଆମେରିକା
ବାସସ୍ଥାନ ଜର୍ମାନୀ, ଇଟାଲୀ, ସୁଇଜରଲ୍ୟାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା
ନାଗରିକତ୍ବ
କ୍ଷେତ୍ର ପଦାର୍ଥ ବିଜ୍ଞାନ
ସଂସ୍ଥାନ
ମାତୃ ସଂସ୍ଥାନ
ଡକ୍ଟରୀ ଉପଦେଷ୍ଟା ଆଲ୍‌ଫ୍ରେଡ୍ କ୍ଲେନର୍
ଅନ୍ୟ ପାଠକୀୟ  ଉପଦେଷ୍ଟା ହେନ୍ରିଚ୍ ଫ୍ରେଡ୍ରିଚ୍ ୱେବର୍
ଜଣାଶୁଣା ଛାତ୍ର
ଜଣାଶୁଣା
ଉଲ୍ଲେଖନୀୟ ପୁରସ୍କାର
ଜୀବନସାଥୀ ମିଲେଭା ମାରିକ୍ (୧୯୦୩-୧୯୧୯)
ଏଲିସା ଲୋୱେନ୍ଥାଲ୍, née Einstein, (୧୯୧୯–୧୯୩୬)
ଦସ୍ତଖତ

ଆଲବର୍ଟ ଆଇନଷ୍ଟାଇନ (ଜନ୍ମ: ୧୪ ମାର୍ଚ୍ଚ ୧୮୭୯) ଜଣେ ଜର୍ମାନ ନୋବେଲ ପୁରସ୍କାର ବିଜେତା ଯିଏ ସାଧାରଣ ଆପେକ୍ଷିକ ତତ୍ତ୍ଵ ତିଆରି କରିଥିଲେ ଯାହା ଭୌତିକ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲା । ଏଥିପାଇଁ ତାଙ୍କୁ ଆଧୁନିକ ଭୌତିକ ବିଜ୍ଞାନର ଜନକ କୁହାଯାଏ । ସେ ଆପେକ୍ଷିକ ତତ୍ତ୍ଵ ଏବଂ ବସ୍ତୁତ୍ଵ ଶକ୍ତି ସମୀକରଣ E = mc2 ପାଇଁ ସବୁଠୁ ଅଧିକ ଜଣାଶୁଣା ଥିଲେ । ତାଙ୍କୁ ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନ, ବିଶେଷତଃ ଆଲୋକ-ବିଦ୍ୟୁତ ବିକିରଣର ସନ୍ଧାନ ପାଇଁ ୧୯୨୧ ରେ ନୋବେଲ୍ ପୁରସ୍କାର ପ୍ରଦାନ କରା ଗଲା । ଆଇନ୍‌ଷ୍ଟାଇନ୍ ଆପେକ୍ଷିକତା ର ବିଶେଷ ଏବଂ ସାଧାରଣ ସିଦ୍ଧାନ୍ତ ସହିତ ଅନେକ ଯୋଗଦାନ ଦେଇଛନ୍ତି। ସେ ୧୮ ଅପ୍ରେଲ ୧୯୫୫ ରେ ମୃତ୍ୟୁବରଣ କରିଥିଲେ୤

[ଏହାକୁ ବଦଳାନ୍ତୁ] ବାଲ୍ୟକାଳ ଓ ଶିକ୍ଷା

୧୯୪୮ ର ଛବି

ଆଲବର୍ଟ ଆଇନଷ୍ଟାଇନ ଜର୍ମାନ ସାମ୍ରାଜ୍ୟର ଉର୍ଟମ୍ବର୍ଗ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହର୍ମାନ ଆଇନଷ୍ଟାଇନ ଜଣେ ବ୍ୟବସାୟୀ ଓ ଯନ୍ତ୍ରୀ ଥିଲେ । ତାଙ୍କ ମାତା ଥିଲେ ପ'ଲିନ ଆଇନଷ୍ଟାଇନ।

[ଏହାକୁ ବଦଳାନ୍ତୁ] ଆଧାର

  1. "Mohammad Raziuddin Siddiqui". Ias.ac.in. 2 January 1998. http://www.ias.ac.in/currsci/apr25/articles32.htm. Retrieved 3 April 2011. 
ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା