ବଲ୍ଲଭଭାଇ ପଟେଲ

ଉଇକିପିଡ଼ିଆ ରୁ
ସର୍ଦ୍ଦାର ବଲ୍ଲଭଭାଇ ପଟେଲ
વલ્લભભાઈ પટેલ

ଭାରତର ଉପ ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୧୫ ଅଗଷ୍ଟ ୧୯୪୭ – ୧୫ ଡିସେମ୍ବର ୧୯୫୦
ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ
ପୂର୍ବ ଅଧିକାରୀ Position established
ପର ଅଧିକାରୀ ମୋରାରଜୀ ଦେଶାଇ

ଗୃହମନ୍ତ୍ରୀ
କାର୍ଯ୍ୟକାଳ
୧୫ ଡିସେମ୍ବର ୧୯୪୭ – ୧୫ ଡିସେମ୍ବର ୧୯୫୦
ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ
ପୂର୍ବ ଅଧିକାରୀ Position established
ପର ଅଧିକାରୀ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ

ଜନ୍ମ ୩୧ ଅକ୍ଟୋବର ୧୮୭୫(1875-10-31)
Nadiad, Bombay Presidency, British India (now India)
ମୃତ୍ୟୁ ୧୫ ଡିସେମ୍ବର, ୧୯୫୦ (୭୫ ବର୍ଷ)
ମୁମ୍ବାଇ, ଭାରତ
ଜାତୀୟତା ଭାରତୀୟ
ରାଜନୀତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ
ସନ୍ତାନ ମଣିବେନ ପଟେଲ, ଧ୍ୟାନଚାନ୍ଦ ପଟେଲ
ଶିକ୍ଷାନୁଷ୍ଠାନ Middle Temple
ପେଷା ଓକିଲ
ଧର୍ମ ହିନ୍ଦୁ

ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ଓକିଲ ଥିଲେ ଯିଏକି ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ ।


ଅଧିକ ତଥ୍ୟ[ସମ୍ପାଦନା]