| ଚେନ୍ନାଇ |
| — ରାଜଧାନୀ, ସହର — |
|
Clockwise from top: Chennai Central, Marina Beach, Kapaleeswarar Temple, Santhome Basilica, Bharata Natyam recital. |
|
Location of Chennai in Tamil Nadu
|
| ଦିଗବାରେଣି: 13°5′2″N 80°16′12″E / 13.08389°N 80.27°E / 13.08389; 80.27ଦିଗବାରେଣି: 13°5′2″N 80°16′12″E / 13.08389°N 80.27°E / 13.08389; 80.27 |
| Country |
ଭାରତ |
| State |
ତାମିଲନାଡୁ |
| District |
ଚେନ୍ନାଇ |
| ପୁରୁଣା ନାଆଁ |
ମାଡ୍ରାସ |
| କ୍ଷେତ୍ରଫଳ |
| - ରାଜଧାନୀ, ସହର |
୪୨୬.୭ କି.ମି.୨ (୧୬୪.୪୮ ବ. ମି.) |
| - ମହାନଗର |
୧,୧୮୯ କି.ମି.୨ (୪୬୪.୪୫ ବ. ମି.) |
| ଉଚ୍ଚତା |
୬ ମି. (୨୦ ଫୁଟ) |
| ଲୋକସଂଖ୍ୟା (2011)[୧] |
| - ରାଜଧାନୀ, ସହର |
୪୬,୮୧,୦୮୭ |
| - ସ୍ଥାନାଙ୍କ |
6th |
| - ଘନତା |
୨୬/କି.ମି.୨ (/ମାଇଲ୨) |
| - ମହାନଗର [୨] |
୮୬,୯୬,୦୧୦ |
| - Metro rank |
୪ |
| - Demonym |
|
| ସମୟ ମଣ୍ଡଳ |
IST (ଇଉ.ଟି.ସି.+05:30) |
| Postal index number |
600 xxx, |
| ଗାଡ଼ି କୋଡ଼ |
TN 01–10, 18, 20, 22 |
| UN/LOCODE |
IN MAA |
| Telephone |
91-44-XXXX XXXX |
| ସରକାରୀ ଭାଷା |
ତାମିଲ |
| ୱେବସାଇଟ |
chennaicorporation.gov.in |
|
|
ଚେନ୍ନାଇ଼ 'ତାମିଲନାଡୁ' ରାଜ୍ୟର ରାଜଧାନୀ ଅଟେ ।
ଚେନ୍ନାଇର ପୂର୍ବ ନାମ ମାଡ୍ରାସ ଥିଲା । ୧୬୩୯ ଅଗଷ୍ଟ ୨୨ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ଵାରା ମାଡ୍ରାସ ସହର ପ୍ରତିଷ୍ଠା ହୋଇଥିଲା । କରମଣ୍ଡଳ ଉପକୂଳରେ ୩ ମାଇଲ୍ସର ଆୟତନ ପରିମିତ ଏକ ଅଞ୍ଚଳକୁ ତତ୍କାଳୀନ ନାୟକ ଶାସକଙ୍କ ଠାରୁ କିଣି ଏହାର ନାମକରଣ କରିଥିଲେ । ଏହି ଦିବସକୁ ମାଡ୍ରାସ ଦିବସ ଘୋଷଣା କରାଯାଇଥିଲା । ଭାରତ ସ୍ଵାଧୀନତା କରିବା ପରେ ମାଡ୍ରାସ ଷ୍ଟେଟର ରାଜଧାନୀ ଭାବେ ଏହି ସହରକୁ ଘୋଷଣା କରାଯାଇଥିଲା । ପରେ ୧୯୬୯ ରେ ମାଡ୍ରାସ ଷ୍ଟେଟ ତାମିଲନାଡୁ ରାଜ୍ୟରେ ସାମିଲ ହୋଇଥିଲା । [୩]ବଙ୍ଗୋପସାଗରର କରମଣ୍ଡଳ ଉପକୂଳରେ ଅବସ୍ଥିତ ଏହି ସହର ବାଣିଜ୍ୟିକ, ସାଂସ୍କୃତିକ, ଅର୍ଥନୈତିକ ଏବଂ ଶିକ୍ଷା କ୍ଷେତ୍ରରେ ବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରୁଛି । ଅପର ପକ୍ଷରେ ଏଠାରେ ଥିବା ମାଡ୍ରାସ ବନ୍ଦର ଭାରତର ଦ୍ଵିତୀୟ ସର୍ବବୃହତ ବନ୍ଦର ।