ତାରକସି କାମ

ଉଇକିପିଡ଼ିଆ ରୁ

ତାରକସି କାମ ଓଡ଼ିଶାର କଟକ ସହରର ଏକ ପୁରାତନ ଅଳଙ୍କାର ଗଠନ କଳା ।

କଟକର ରୂପା ତିଆରି ତରକାଶୀ କାନଫୁଲ

ଆରମ୍ଭ[ସମ୍ପାଦନା]

୧୮୭୩ ମସିହାରେ କଟକର ବଣିଆ ମାନଙ୍କର ତାରକସି କାମ

ଏହା ୫୦୦ ବର୍ଷରୁ ଅଧିକ ପୁରୁଣା ଏକ ପାରମ୍ପରିକ କଳା ଯାହା କଟକ ଓ ଆଖ ପାଖର ସ୍ଥାନୀୟ କାରିଗର ମାନେ ଅନେକ ପିଢ଼ି ଧରି କରିଆସୁଛନ୍ତି । [୧] ଅଧୁନା, ଅଧିକାଂଶ ରୂପା କାରିଗର କଟକର । ଅତୀତରେ ଓଡ଼ିଶାର ବିଦେଶ ବଣିଜ କାଳରେ ସାଧବ ମାନେ ଇଣ୍ଡୋନେସିଆ ଆହୁରି ଅନେକ ଦକ୍ଷିଣ ଏସିଆର ଦେଶସବୁକୁ ଏସବୁ ନେବା ବେଳରେ ଏହି କଳା ସମୃଦ୍ଧି ଲାଭ କରିଥିଲା । [୨][୩]

କାରିଗରି[ସମ୍ପାଦନା]

ପରମ୍ପରା[ସମ୍ପାଦନା]

ଓଡ଼ିଶୀ ନାଟ[ସମ୍ପାଦନା]

ଦୁର୍ଗା ପୂଜା[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]