ରକ୍ତ ଗୋଲାପ
ଦେଖଣା
ରକ୍ତ ଗୋଲାପ | |
---|---|
ନିର୍ଦ୍ଦେଶକ | ଭୀମେଶ୍ୱର ରାଓ |
ଚିତ୍ରନାଟ୍ୟ | ଭୀମେଶ୍ୱର ରାଓ |
କାହାଣୀ | ବିଜୟ କୁମାର ନନ୍ଦ |
କଳାକାର | ଶ୍ରୀରାମ ପଣ୍ଡା, ବନଜା ମହାନ୍ତି, ବ୍ରଜ, କୁଞ୍ଜନନ୍ଦ, ସୁରେଶ୍ ମିଶ୍ର, ନିତ୍ୟାନନ୍ଦ ଦାସ, ରାଧା ପଣ୍ଡା, ରମେଶ ପାଣିଗ୍ରାହୀ, ଶାନ୍ତି |
ସଙ୍ଗୀତ | ଧନଞ୍ଜୟ ଶତପଥୀ |
ମୁକ୍ତିଲାଭ ତାରିଖ | ୨୯ ଡିସେମ୍ବର୧୯୭୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଭୀମେଶ୍ୱର ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା[୧] ରକ୍ତ ଗୋଲାପ ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶ୍ରୀରାମ ପଣ୍ଡା ଓ ବନଜା ମହାନ୍ତି ।[୩] ବ୍ରଜ, କୁଞ୍ଜନନ୍ଦ, ସୁରେଶ୍ ମିଶ୍ର, ନିତ୍ୟାନନ୍ଦ ଦାସ, ରାଧା ପଣ୍ଡା, ରମେଶ ପାଣିଗ୍ରାହୀ ଓ, ଶାନ୍ତି ପ୍ରମୁଖ ଅଭିନୟ କରିଥିଲେ ।[୪]
ଆଧାର
[ସମ୍ପାଦନା]- ↑ Orissa Review. Home Department, Government of Orissa. 1979.
- ↑ "Old Odia Movie 'Rakta Golapa' To Be Screened In Bhubaneswar". kalingatv.com. kalingatv. Retrieved 30 April 2019.
- ↑ "ଅତୀତରୁ". ସମ୍ବାଦ. No. ଭୁବନେଶ୍ୱର. 3 November 2022. p. ୧୫. Archived from the original on 3 November 2022. Retrieved 3 November 2022.
- ↑ "ସ୍ମୃତି ଛାୟାରେ 'ରକ୍ତ ଗୋଲାପ' ଦୁଇ ନାୟିକାଙ୍କ ସହ ଦେଖି ରାଗିଗଲେ ଜନଜାତି ଲୋକେ". sambad.in. Eastern Media. Retrieved 30 April 2019.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରକ୍ତ ଗୋଲାପ