ଅ ଆକାରେ ଆ
Appearance
ଅ ଆକାରେ ଆ | |
---|---|
ନିର୍ଦ୍ଦେଶକ | ସୁବାସ ଦାସ |
ପ୍ରଯୋଜକ | ସୁବାସ ଦାସ |
ସଂଳାପ | ସୁବାସ ଦାସ |
କଳାକାର | ଦେବୁ ବୋଷ, ଦେବୀ ଦାସ, ଚୌଧୁରୀ ଜୟପ୍ରକାଶ ଦାସ |
ସଙ୍ଗୀତ | ବିଦ୍ୟାଧର ସାହୁ |
ଚିତ୍ରଗ୍ରହଣ | ଯୁଗଳ ଦେବତା |
ସମ୍ପାଦକ | ଗଦାଧର ପୁଟୀ |
ମୁକ୍ତିଲାଭ ତାରିଖ | ୨୦୦୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୁବାସ ଦାସଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ଅ ଆକାରେ ଆ' ୨୦୦୩ ମସିହାରେ ମୁକ୍ତିଲାଭ କରିଥିଲା ।[୨] ଚଳନ୍ତି ଶିକ୍ଷା ବ୍ୟବସ୍ଥା ଉପରେ ଏହି ଚଳଚ୍ଚିତ୍ରଟିରେ କଟାକ୍ଷ କରାଯାଇଛି ।[୩] ନାୟିକା ମିନି, ନିଜେ ଜଣେ ଶିକ୍ଷୟତ୍ରୀ ହୋଇ ଧରାବନ୍ଧା ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି ।[୪] ଏହି ଚଳଚ୍ଚିତ୍ରଟି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ଓ ପୁରସ୍କୃତ ହୋଇଛି ।[୫]
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ଅ ଆକାରେ ଆ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ୨୦୦୪[୭]
- ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୨୦୦୩(ଶ୍ରେଷ୍ଠ ଚଳଚ୍ଚିତ୍ର, ନିର୍ଦ୍ଦେଶନା, ଶିଶୁ କଳାକାର, ସମ୍ପାଦନା)[୮]
- ଜାମସେଦପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର
ଆଧାର
[ସମ୍ପାଦନା]- ↑ http://www.odisha360.com/2011/11/16/suravi-2011-concludes/
- ↑ Cinema in India. Mangala Chandran. 2003.
- ↑ http://www.telegraphindia.com/1121104/jsp/odisha/story_16157378.jsp#.VkmZm14wDSg
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2015-11-16.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2012-05-01. Retrieved 2015-11-16.
{{cite web}}
: Cite has empty unknown parameter:|1=
(help) - ↑ http://www.thehindu.com/thehindu/fr/2005/05/06/stories/2005050601990200.htm
- ↑ http://iffi.nic.in/Dff2011/Frm51NFAAward.aspx?PdfName=51NFA.pdf
- ↑ http://www.orissacinema.com/history/orissa-state-film-award.html
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅ ଆକାରେ ଆ