ସୀତାରାମଙ୍କ ବାହାଘର କଳିଯୁଗରେ
ସୀତାରାମଙ୍କ ବାହାଘର କଳିଯୁଗରେ | |
---|---|
ନିର୍ଦ୍ଦେଶକ | ଜି.ଏନ୍.ଏସ୍. ପ୍ରସାଦ |
ପ୍ରଯୋଜକ | ଏଦୁପୁଗନ୍ତି ଶେଷଗିରି ଏବଂ ମରେଦୀ ପିଚ୍ଚି ରେଡ୍ଡି |
ସଂଳାପ | ଡଃ ରଜନୀ ରଞ୍ଜନ |
କଳାକାର | ସବ୍ୟସାଚୀ ମିଶ୍ର, ମନେଶା, ସୁମନ ତଲୱାର, ବିଜୟ ମହାନ୍ତି, ଅନିତା ଦାସ, ପପୁ ପମ ପମ, ଜୀବନ ପଣ୍ଡା, ନେହା |
ସଙ୍ଗୀତ | କିଷନ୍ କାବାଦିୟା |
ଚିତ୍ରଗ୍ରହଣ | ପ୍ରସାଦ ଏଡ଼ରା |
ସମ୍ପାଦକ | ଭି.ଏସ୍. ନଗିରେଡ୍ଡି |
ମୁକ୍ତିଲାଭ ତାରିଖ | ୩୧ ମାର୍ଚ୍ଚ ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୀତାରାମଙ୍କ ବାହାଘର କଳିଯୁଗରେ ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ[୧][୨] ଏବଂ ତେଲୁଗୁ କଥାଚିତ୍ର ।[୩][୪] ଓଡ଼ିଆ କଥାଚିତ୍ର ଜଗତ ଏବଂ ତେଲୁଗୁ କଥାଚିତ୍ର ଜଗତର କଳାକାରଙ୍କ ସମିଶ୍ରଣରେ ନିର୍ମିତ ଏହି ଚଳଚ୍ଚିତ୍ରଟି ପ୍ରଥମ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟି ୩୧ ମାର୍ଚ୍ଚ ୨୦୧୭ରେ ମୁକ୍ତିଲାଭ କରିଥିଲା । ତେଲୁଗୁ ନିର୍ଦ୍ଦେଶକ ଜି.ଏନ୍.ଏସ୍. ପ୍ରସାଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଏଦୁପୁଗନ୍ତି ଶେଷଗିରି ଏବଂ ମରେଦୀ ପିଚ୍ଚି ରେଡ୍ଡି । ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଂଳାପ ଲେଖିଥିଲେ ଡଃ ରଜନୀ ରଞ୍ଜନ । ଓଡ଼ିଆ ଗୀତ ପାଇଁ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ ।
ଏହି ଚଳଚ୍ଚିତ୍ରରେ ଓଡ଼ିଆ କଳାକାର ସବ୍ୟସାଚୀ ମିଶ୍ର, ବିଜୟ ମହାନ୍ତି, ଅନିତା ଦାସ, ପପୁ ପମ ପମ, ଜୀବନ ପଣ୍ଡା, ମନୀଶା ଚାଟାର୍ଜୀ ଆଦି ଅଭିନୟ କରିଥିଲେ ।[୫] ତେଲୁଗୁ କଳାକାର ମନେଶା, ସୁମନ ତଲୱାର, ନେହା ଆଦି ଅଭିନୟ କରିଥିଲେ ।[୬]
ଅଭିନୟ
[ସମ୍ପାଦନା]ସୀତାରାମଙ୍କ ବାହାଘର କଳିଯୁଗରେ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:
- ସବ୍ୟସାଚୀ ମିଶ୍ର[୭][୮]
- ମନେଶା
- ସୁମନ ତଲୱାର
- ବିଜୟ ମହାନ୍ତି
- ଅନିତା ଦାସ
- ପପୁ ପମ ପମ
- ଜୀବନ ପଣ୍ଡା
- ନେହା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରର ଓଡ଼ିଆ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କ୍ରିଷ୍ଣା କାବାଦିୟା । ଗୀତଗୁଡ଼ିକର କଣ୍ଠାଦାନ କରିଥିଲେ ବିଭୁ କିଶୋର, ସତ୍ୟଜିତ ଚରଣ, ହ୍ୟୁମାନ ସାଗର, ସଞ୍ଜୁ ମହାନ୍ତି, ସବ୍ୟସାଚୀ ମିଶ୍ର, ଅସୀମା ।
ଗୀତ
[ସମ୍ପାଦନା]ଗୀତ | ରଚନା | କଣ୍ଠଦାନ |
---|---|---|
ସୀତାରାମଙ୍କ ହେବ ବାହାଘର | ଅରୁଣ ମନ୍ତ୍ରୀ | |
ଚୁମ୍ମା ଫୋଟକା | ନିର୍ମଳ ନାୟକ | ହ୍ୟୁମାନ ସାଗର, ସଞ୍ଜୁ ମହାନ୍ତି |
ତୁ ବିଛୁଆତି ମାର୍କା | ନିର୍ମଳ ନାୟକ | ସବ୍ୟସାଚୀ, ଅସୀମା |
କାହିଁକି ମନେପଡ଼ୁ ଏତେ | ଅରୁଣ ମନ୍ତ୍ରୀ | ହ୍ୟୁମାନ ସାଗର |
ପୁରସ୍କାର
[ସମ୍ପାଦନା]ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ରର ହାସ୍ୟ ଅଭିନେତା ଜୀବନ ପଣ୍ଡାଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା ।[୯]
ଆଧାର
[ସମ୍ପାଦନା]- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 January 2019. Retrieved 23 October 2018.
{{cite news}}
: CS1 maint: unrecognized language (link) - ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ "odia star sabyasachi mishra's tollywood debut". Tollywood.net. 17 February 2017. Archived from the original on 16 May 2017. Retrieved 13 April 2017.
- ↑ "SITA RAMA NKA BAHAGHARA (KALI JUGARE) ODIA MOVIE OF SABYASACHI". IncredibleOrissa.com. 11 November 2017. Retrieved 13 April 2017.
- ↑ "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ Nayak, Elina Priyadarshini (26 February 2017). "Meet Sabyasachi Mishra, the 'Half telugu' Odia superstar". Times of India. Retrieved 13 April 2017.
- ↑ "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୀତାରାମଙ୍କ ବାହାଘର କଳିଯୁଗରେ