Jump to content

ସେପ୍ଟେମ୍ବର

ଉଇକିପିଡ଼ିଆ‌ରୁ
(Septemberରୁ ଲେଉଟି ଆସିଛି)
୧୦୧୧୧୨
୧୩୧୪୧୫୧୬୧୭୧୮୧୯
୨୦୨୧୨୨୨୩୨୪୨୫୨୬
୨୭୨୮୨୯୩୦  

ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ସେପ୍ଟେମ୍ବର ହେଉଛି ବର୍ଷର ନବମ ମାସ, ଏବଂ ଚାରୋଟି ୩୦ ଦିନିଆ ମାସ ମଧ୍ୟରୁ ତୃତୀୟ ମାସ । ଲାଟିନ୍ ଭାଷାରେ, ସେପ୍ଟେମ୍ (septem) ଅର୍ଥ ହେଉଛି "ସପ୍ତମ" । ଜାନୁଆରୀ ଓ ଫେବୃଆରୀ ମାସ ଯୋଡ଼ିହେବା ପୂର୍ବରୁ ସେପ୍ଟେମ୍ବର ହିଁ ରୋମାନ୍ କ୍ୟାଲେଣ୍ଡରର ସପ୍ତମ ମାସ ଥିଲା ।[] ଉତ୍ତର ଗୋଲାର୍ଦ୍ଧରେ, ଶରତ ଋତୁର ଆରମ୍ଭ ସାଧାରନତଃ ସେପ୍ଟେମ୍ବର ୧ରେ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ, ବସନ୍ତ ଋତୁର ଆରମ୍ଭ ୧ସେପ୍ଟେମ୍ବରରେ ।[]

ପାଳିତ ଦିବସ

[ସମ୍ପାଦନା]
  1. DelhiSeptember 26, India Today Web Desk New. "How did the month names originate?". India Today (in ଇଂରାଜୀ). Retrieved 6 February 2022.{{cite web}}: CS1 maint: numeric names: authors list (link)
  2. "changing seasons". webarchive.nationalarchives.gov.uk. Archived from the original on 25 February 2009. Retrieved 11 February 2022.{{cite web}}: CS1 maint: bot: original URL status unknown (link)